2024

କୋଟାରେ ପୁଣି ଜୀବନ ହାରିଲେ ଛାତ୍ରୀ

ଏପଟେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଚାପମୁକ୍ତ ରହିବାର ଟିପ୍ସ ଦେଉଛନ୍ତି, ସେପଟେ କୋଟାରୁ ଆସିଛି ଦୁଃଖଦ ଖବର। ରାଜସ୍ଥାନ କୋଟାରେ ଜେଇଇ କୋଚିଂ ନେଉଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଚଳିତ ବର୍ଷ ଏଯାବତ୍ ଦୁଇ ଜଣ ଆତ୍ମହତ୍ୟା କଲେଣି। ଗତ ବର୍ଷ…

ଶିକ୍ଷକ ସ୍ୱାମୀକୁ ଶ୍ରେଣୀଗୃହରେ ତାଲା ପକାଇ ଜୀଅନ୍ତା ଜାଳିଦେଲା ସ୍ତ୍ରୀ

ନିଜ ହାତରେ ସ୍ତ୍ରୀ ପୋଛିଦେଲା ନିଜ ମଥା ସିନ୍ଦୁର। ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ସାଥୀ କରିଥିବା ସ୍ୱାମୀକୁ କରିଦେଲା ପର। ପ୍ରେମିକ ସହ ମିଶି ଘଟାଇଲା ବିଭତ୍ସକାଣ୍ଡ। ସ୍ୱାମୀକୁ ସ୍କୁଲ ଶ୍ରେଣୀଗୃହରେ ବନ୍ଦ କରି ପେଟ୍ରୋଲ…

ପରୀକ୍ଷା-ପେ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା; ପ୍ରତିଯୋଗିତା ବନ୍ଧୁଙ୍କ ସହ ନୁହେଁ, ନିଜ ସହ କର

ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ‘ପରୀକ୍ଷା-ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କ ମନର ଦ୍ୱନ୍ଦ୍ୱ ଦୂର କଲେ। ଏଥିସହ ପିଲାମାନେ କିପରି ଚାପମୁକ୍ତ ହୋଇ ପରୀକ୍ଷା ଦେବେ ସେଥିପାଇଁ ଟିପ୍ସ ଦେଇଛନ୍ତି…

ଓଏସଏସବି ଅଧ୍ୟାପକ ସଂଘର ଚେତାବନୀ: ଦରମା ବଢ଼ାଅ, ନଚେତ ଯୁକ୍ତ ୨ ପରୀକ୍ଷା ଓ ମୂଲ୍ୟାୟନ ବର୍ଜନ

ଭୁବନେଶ୍ବର: ଦରମା ବଢ଼ାଅ, ନଚେତ ଯୁକ୍ତ ୨ ପରୀକ୍ଷା ଓ ମୂଲ୍ୟାୟନ କରିବୁ ବର୍ଜନ। ଓଡିଶା ଷ୍ଟେଟ ସିଲେକ୍ସନ ବୋର୍ଡ (ଓଏସଏସବି) ଅଧ୍ୟାପକ ଓ ଅଧ୍ୟାପିକା ସଂଘ ଏଭଳି ଚେତାବନୀ ଦେଇଛି। ଡିଗ୍ରି କଲେଜ ଅଧ୍ୟାପକଙ୍କ ହାରରେ ପ୍ରାଥମିକ ଗ୍ରେଡ ପେ’…

ହନୁମାନଙ୍କ ପତାକା ହଟାଇବାକୁ ନେଇ ହଙ୍ଗାମା

ହନୁମାନଙ୍କ ପତାକା ହଟାଇବାକୁ ନେଇ ଜୋରଦାର ହଙ୍ଗାମା ହୋଇଛି। କର୍ଣ୍ଣାଟକର ମାଣ୍ଡିଆ ଜିଲ୍ଲାରେ ଶତାଧିକ ବିଜେପି କର୍ମୀ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଜେପି ଏବଂ ଜନତା ଦଳ-ସିକ୍ୟୁଲାର୍‌ (ଜେଡିଏସ୍‌) ପକ୍ଷରୁ ଆଜି…

କଟକ ଦରଖାପଟଣା ଦୁର୍ଗା ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି

କଟକ: ଠାକୁରଙ୍କୁ ବି ଛାଡିଲେନି ଦୁର୍ବୁତ୍ତ ମନ୍ଦିରରେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ । ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି କଟକ ଦରଖାପଟଣାରେ । ଗତକାଲି ବିଳମ୍ୱିତ ରାତିରେ ଦୁର୍ଗା ମନ୍ଦିରରୁ ମାଆଙ୍କର ବହୁ ମୁଲ୍ୟବାନ ସୁନା…

ଇଡିରେ ହାଜର ହେଲେ ଲାଲୁ

ପ୍ରବର୍ତ୍ତନ ନିର୍ଦ୍ଦଶାଳୟରେ ହାଜର ହେଲେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଜମି ବଦଳରେ ଚାକିରି ଦୁର୍ନୀତିର ମନିଲଣ୍ଡରିଂ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ଇଡି ଜେରା କରୁଛି। ଲାଲୁ ପ୍ରସାଦ ଯାଦବ ଓ ତାଙ୍କ…

ଟ୍ରେନ୍ ଚକା ତଳେ ପଡୁ ପଡୁ ଅଳ୍ପକେ ରହିଗଲା ପ୍ରାଣ

ଖୋର୍ଦ୍ଧା : ଦୁର୍ଘଟଣାରୁ ଏମିତି ବଞ୍ଚିଯାଏ ଜୀବନ । ଟ୍ରେନ୍ ଚକା ତଳେ ପଡୁ ପଡୁ ଅଳ୍ପକେ ରହିଗଲା ପ୍ରାଣ । ଆଉ ଟିକେ ଟ୍ରେନ୍ ର ବେଗ ବଢିଥିଲେ ହୁଏତ ଜୀବନ ଚାଲିଯାଇଥାନ୍ତା । ହେଲେ କଥାରେ ଅଛି ରଖେ…

ଥାନା ପରିସରରେ ଲାଗିଲା ନିଆଁ, ଜଳିଗଲା ୪୫୦ ଗାଡ଼ି

ନୂଆଦିଲ୍ଲୀର ୱାଜିରାବାଦ ଥାନା ପରିସରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪୫୦ ଗାଡ଼ି ଜଳି ପାଉଁଶ ହୋଇ ଯାଇଛି। ତେବେ ଏଥିରେ କେହି ମୃତାହତ କି ଆହତ ହୋଇ ନ ଥିବା ସୂଚନା ମିଳିଛି। ଜଳି ଯାଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ…

ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ପୂରିଲା ବର୍ଷେ, ଫିଟିପାରିଲାନି ହତ୍ୟାକାଣ୍ଡର ଗୁମର

ଝାରସୁଗୁଡ଼ା: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ବହୁଚର୍ଚ୍ଚିତ ହତ୍ୟାକାଣ୍ଡକୁ ବର୍ଷେ ପୁରିଛି । ହେଲେ ନବ ଦାସଙ୍କୁ କାହିଁକି ଓ କେଉଁ କାରଣରୁ ହତ୍ୟା କରାଗଲା ତାହା ଏବେ ବି ରହସ୍ୟ ଘେରରେ ରହିଛି । ଇତିମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ…