କିଟ୍ ଓ କିସ୍ ତରଫରୁ ମିନି ମାରାଥନ
ଭୁବନେଶ୍ୱର (କେନ୍ୟୁଜ): କିଟ୍ ଓ କିସ୍ ତରଫରୁ ମିନି ମରାଥନ । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆହ୍ବାନରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ ବାର୍ତ୍ତା ନେଇ ପ୍ରତି ବର୍ଷ ଜାନୁଆରୀ ମାସ ଶେଷ ରବିବାର ଦିନ ମାରାଥନା…
ଭୁବନେଶ୍ୱର (କେନ୍ୟୁଜ): କିଟ୍ ଓ କିସ୍ ତରଫରୁ ମିନି ମରାଥନ । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଆହ୍ବାନରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ ବାର୍ତ୍ତା ନେଇ ପ୍ରତି ବର୍ଷ ଜାନୁଆରୀ ମାସ ଶେଷ ରବିବାର ଦିନ ମାରାଥନା…
ନୂଆଦିଲ୍ଲୀ : କାଲିଫର୍ଣ୍ଣିଆରେ ଆତଙ୍କ ଆଣିଛି ଏଭିଏନ୍ ଫ୍ଲୁ । ମଣିଷ ଓ ଗୃହପାଳିତ ପଶୁମାନଙ୍କୁ କବଳିତ କରିଚାଲିଛି ଏଭିଏନ୍ ଭୁତାଣୂ । ଏଭିଆନ୍ ଫ୍ଲୁ ନିର୍ଦ୍ଦିଷ୍ଟ ପ୍ରକାରର ଭୂତାଣୁ ଯାହା ଶ୍ବାସନଳୀକୁ ସଂକ୍ରିମିତ କରିଥାଏ । ପକ୍ଷୀଙ୍କ ଠାରୁ ମନୁଷ୍ଯକୁ…
ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନକୁ ଟାର୍ଗେଟ କରି ଭାରତୀୟ ଜନତା ପାର୍ଟି ଆରମ୍ଭ କରିଛି ବୁଥ ଜନ ସମ୍ପର୍କ ଅଭିଯାନ। ଭୁବନେଶ୍ୱରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୫୯ ନମ୍ବର ବୁଥରେ ଭେଟିଲେ ସାଧାରଣ ଲୋକଙ୍କୁ। ରାଜନୈତିକ ଓ ସଂଗଠନ କାମକୁ…
ସାହସିକତା ଦେଖାଇଲା ଭାରତୀୟ ନୌସେନା। ଆଡେନ ଗଫରେ ବ୍ରିଟିଶ ବାଣିଜ୍ୟିକ ଜାହାଜରେ ଫସିଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ଦୀର୍ଘ ଛଅ ଘଣ୍ଟାର ପ୍ରୟାସ ପରେ ଶେଷରେ ନିଆଁକୁ ଆୟତ୍ତ କରି ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଭାରତୀୟ ନୌସୈନିକ।…
ଅଯୋଧ୍ୟା ଶ୍ରୀରାମ ମନ୍ଦିର ପାଇଁ ଭକ୍ତଙ୍କ ରୁପା ଝାଡୁ ଦାନ । ଅଖିଳ ଭାରତୀୟ ମଙ୍ଗ ସମାଜ ରାମ ଜନ୍ମଭୂମି କ୍ଷେତ୍ର ଟ୍ରଷ୍ଟକୁ ଏହି ସୁନ୍ଦର ରୁପାର ଝାଡୁ ପ୍ରଦାନ କରିଛନ୍ତି । ରାମଲାଲାଙ୍କ ଗର୍ଭଗୃହକୁ ସ୍ବଚ୍ଛ ଓ ପରିଚ୍ଛନ୍ନ ରଖିବା…
ନୂଆଦିଲ୍ଲୀ: ପ୍ରଭୁ ରାମଙ୍କ ଶାସନ ଆମ ସମ୍ବିଧାନ ନିର୍ମାତାମାନଙ୍କ ପ୍ରେରଣାର ଉତ୍ସ ଥିଲା ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ର ୧୦୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଲେ, ଏଭଳି ତୀବ୍ର ମାନସମନ୍ଥନ ପରେ…
ଭୁବନେଶ୍ବର: ପ୍ରଥମେ ଫେବ୍ରୁଆରୀ ୩ ଓ ପରେ ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଥମେ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସି ଆଇଆଇଏମ୍ର ସ୍ଥାୟୀ କ୍ୟାମ୍ପସ ଉଦ୍ଘାଟନ ସମ୍ମିଳନୀରେ ଯୋଗଦେବେ । ଏହାପରେ…
ମଣିପୁରର କାଙ୍ଗପୋକପି ଜିଲ୍ଲାରେ ଶନିବାର ସକାଳେ ଦୁଇ ସଶସ୍ତ୍ର ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇ ଜଣେ ଗ୍ରାମୀଣ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଯେତେବେଳେ ଏକ ସଶସ୍ତ୍ର ଗୋଷ୍ଠୀ…
ବଣାଇ : ବିଷାକ୍ତ ଖାଦ୍ୟ ଖାଇ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ବଇଦପାଲି ଆଦିବାସୀ ସେବାଶ୍ରମରେ ୩୦ରୁ ଉର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କୁ ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ବଇଦପାଲିର…
ଦିଲ୍ଲୀର କାଲକାଜୀ ମନ୍ଦିରରେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଶନିବାର ମଧ୍ୟରାତ୍ରରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା। ମଞ୍ଚ ଭୁଶୁଡ଼ି ପଡ଼ିବା ପରେ ଗୁରୁତର ଭାବେ…