2024

ମରାଠା ଆନ୍ଦୋଳନରେ ପଡିଲା ପୂର୍ଣ୍ଣଚ୍ଛେଦ! ସମସ୍ତ ଦାବି ଗ୍ରହଣ କଲେ ସିନ୍ଦେ ସରକାର

ମୁମ୍ବାଇ : ଶେଷରେ ହଟିଲା ମାରାଠା ଆନ୍ଦୋଳନ। ଦୀର୍ଘ ଦିନ ଧରି ମହାରାଷ୍ଟ୍ରରେ ଚାଲିଥିବା ମରାଠା ଆରକ୍ଷଣ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆନ୍ଦୋଳନସ୍ଥାନରେ ପହଞ୍ଚି ସମସ୍ତ ଦାବିକୁ ଗ୍ରହଣ କରିଛନ୍ତି। ଏଥିସହ ଆନ୍ଦୋଳନର ନେତା ମନୋଜ…

ବିଜେପି ବିରୋଧରେ କେଜ୍ରିୱାଲଙ୍କ ଖୁଲାସା; ଆପ୍‌ ବିଧାୟକଙ୍କୁ ମିଳିଛି ୨୫ କୋଟି ଲେଖାଏଁର ଅଫର

ନୂଆଦିଲ୍ଲୀ : ‘ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ଫୁଲ୍‌ ଦମରେ ଲାଗିଛି ବିଜେପି। ଏପରିକି ଆପ୍‌ ଛାଡ଼ି ବିଜେପିରେ ମିଶିବାକୁ ୨୫ କୋଟି ଲେଖାଏର ଅଫର । ଏଥିସହ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାର ଲୋଭ ବି ଦେଖାଯାଉଛି। ’ ବିଜେପି ବିରୋଧରେ…

ଅର୍ଦ୍ଧନଗ୍ନ ଅବସ୍ଥାରେ ଆମ୍ବେଦକରଙ୍କ ଫଟୋ ମୁଣ୍ଡାଇ ରାସ୍ତାରେ ବୁଲିଲେ ଛାତ୍ର

ବେଙ୍ଗାଲୁରୁ : ଜଣେ ହଷ୍ଟେଲ ଛାତ୍ରଙ୍କୁ ଅର୍ଦ୍ଧନଗ୍ନ କରାଇ ରାସ୍ତାରେ ବୁଲାଇଲେ ଅନ୍ୟ ଅନ୍ତେବାସୀ। ଛାତ୍ର ଜଣକ ମୁଣ୍ଡରେ ବିଆର ଆମ୍ବେଦକରଙ୍କ ଫଟୋ ଥୋଇ ରାସ୍ତାରେ ବୁଲୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଆମ୍ବେଦକରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଛାତ୍ର…

କେରଳ ରାଜ୍ୟପାଳଙ୍କୁ ଦିଆଗଲା Z+ ସୁରକ୍ଷା

ତ୍ରିଭେନ୍ଦ୍ରମ୍ : କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଦିଆଗଲା Z+ ସୁରକ୍ଷା। ଷ୍ଟୁଡେଣ୍ଟ ଫେଡେରେସନ୍ ଅଫ୍ ଇଣ୍ଡିଆ (SFI) ସହ ବିବାଦ ପରେ ରାଜ୍ୟପାଳଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଆଜି ଗୃହମନ୍ତ୍ରଣାଳୟ ରାଜ୍ୟପାଳଙ୍କୁ Z+ ସୁରକ୍ଷା ଦେଇଛି। କିଛିଦିନ ତଳେ…

ଗଭୀର ସମୁଦ୍ରରେ ବ୍ରିଟିଶ ତୈଳ ଟ୍ୟାଙ୍କରକୁ ମିଶାଇଲ ମାଡ଼, ଜାହାଜରେ ଅଛନ୍ତି ୨୨ ଭାରତୀୟ

ନୂଆଦିଲ୍ଲୀ : ଗଭୀର ସମୁଦ୍ରରେ ବ୍ରିଟିଶ ତୈଳ ଟ୍ୟାଙ୍କରରେ ଲାଗିଛି ନିଆଁ। ହାଉତି ବିକ୍ଷୋଭକାରୀ ଟ୍ୟାଙ୍କରକୁ ଟାର୍ଗେଟ କରି ମିସାଇଲ ମାଡ଼ କରିବା ପରେ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି। ଏଥିରେ ୨୨ ଜଣ ଭାରତୀୟ ଥିବା ସୂଚନା ମିଳିଛି। ଖବର ପାଇ…

ବୋରିଗୁମ୍ମା ସଡ଼କ ଦୁର୍ଘଟଣା: ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ବିଜାପୁରରେ ଆଜି ଅପରାହ୍ଣ ସାଢ଼େ ୨ଟାରେ ଏକ ସଡକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା…

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ, ୫୦ ଜଣଙ୍କୁ ମିଳିଲା ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ

ଭୁବନେଶ୍ୱର: ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ୫୦ ଜଣଙ୍କୁ ମିଳିଛି ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ। ରାଜ୍ୟ ଆରକ୍ଷୀ ବାହିନୀ, ରାଜ୍ୟ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଏବଂ ଓଡ଼ିଶା କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ…

‘ନୀତୀଶ ଯଦି ଇଣ୍ଡିଆ ମେଣ୍ଟରେ ରହନ୍ତେ, ତେବେ ପ୍ରଧାନମନ୍ତ୍ରୀ ହୋଇପାରନ୍ତେ’

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ମେଣ୍ଟ କରିବା ନେଇ ଚର୍ଚ୍ଚା ମଧ୍ୟରେ ବଡ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ। ଅଖିଳେଶ କହିଛନ୍ତି, ଯଦି ନୀତୀଶ କୁମାର ଦୃଢ ଭାବେ ଇଣ୍ଡିଆ ମେଣ୍ଟରେ ରହନ୍ତେ, ତେବେ…

ପାପର ପ୍ରାୟଶ୍ଚିତ ପାଇଁ ମହୋଦଧିରେ ସ୍ନାନ କଲେ କଂସ ମହାରାଜ

ପୁରୀ: ସରିଲା ବିଶ୍ବ ପ୍ରସିଦ୍ଧ ବରଗଡର ଧନୁଯାତ୍ରା । କଂସ ବଧ ସହିତ ଶେଷ ହୋଇଛି ଧନୁଯାତ୍ରା । କଂସ ବଦ୍ଧ ପରେ ମଥୁରା ନଗରୀକୁ ଫେରିଛନ୍ତି କୃଷ୍ଣ ଓ ବଳରାମ । ସେପଟେ ଧନୁଯାତ୍ରା ସାରି ପୁରୀରେ ପହଞ୍ଚିଛନ୍ତି ମହାରାଜ…

ସିରିଜ୍ ଦୁର୍ଘଟଣା: ୩ ମୃତ, ୧୩ ଆହତ

କୋରାପୁଟ ଜିଲ୍ଳା ବୋରିଗୁମ୍ମା ଥାନା ଅନ୍ତର୍ଗତ ବିଜାପୁରରେ ଆଜି ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି। ଆହତଙ୍କ ମଧ୍ୟରୁ ୪…