2024

ଲାଞ୍ଚ ନେଇ ଧରାପଡିଲେ ସିଡିପିଓ

ଗଞ୍ଜାମ‌: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ। ତାଙ୍କଠାରୁ ୧୨ ହଜାର ଟଙ୍କାର ଜବତ କରିଛନ୍ତି ଭିଜିଲାନ୍ସ ଅଧିକାରୀ। ସୂଚନା ଅନୁସାରେ ଏକ ଅଙ୍ଗନବାଡ଼ି କେନ୍ଦ୍ରର କର୍ମଚାରୀଙ୍କ ବକେୟା ଅର୍ଥ ପ୍ରଦାନ କରିବା…

ଚାଷୀଙ୍କ ପଞ୍ଜିକରଣ କମିବା ନେଇ ଅନୁଧ୍ୟାନ କରାଯାଉଛି: ମନ୍ତ୍ରୀ ପ୍ରଦୀପ ବଳସାମନ୍ତ

ଭୁବନେଶ୍ବର: ଧାନରେ ବୋନସ୍ ୮୦୦ ଟଙ୍କା ଦେବା ପାଇଁ ସରକାରଙ୍କ ଘୋଷଣା ସତ୍ତ୍ୱେ କମିଲା ଚାଷୀଙ୍କ ପଞ୍ଜିକରଣ କମିଛି। ଏନେଇ ଆଜି ବିଧାନସଭାରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ଏ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। ଗତବର୍ଷ ୨୦୨୩-୨୪ ଆର୍ଥିକ ବର୍ଷରେ…

ହଜମ ହେଉନି ପରାଜୟ, EVM ହଟାଅ ଅଭିଯାନ ଆରମ୍ଭ କରିବେ ବିରୋଧୀ!

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଲଜ୍ଜାଜନକ ଓ ଏକତରଫା ପରାଜୟକୁ ସହଜରେ ଭୁଲି ପାରୁନି ବିରୋଧୀ ମେଣ୍ଟ ମହା ବିକାଶ ଅଘାଡ଼ି ବା ଏମଭିଏ। ଏବେ ଏମଭିଏ ନିଜର ପରାଜୟ ପାଇଁ ଇଭିଏମ ଉପରେ ପ୍ରଶ୍ନ ଉଠାଇଛି। ଏଥିସହ ଇଭିଏମ ବିରୋଧରେ ଏମଭିଏ…

ଖଳାରୁ ଧାନ ଚୋରି କରୁଥିଲେ ଚୋର, ମାଡିବସିଲେ ଗ୍ରାମବାସୀ

ବରଗଡ଼: ରାତିରେ ଖଳାରୁ ଧାନ ଚୋରି କରୁଥିଲେ ଚୋର, ମାଡିବସିଲେ ଗ୍ରାମବାସୀ । ବରଗଡ଼ ଅତାବିରା ଥାନା ଗୌଡ଼ଟିକ୍ରା ଏବଂ ସହରାଟିକ୍ରା ଗାଁରେ ଧାନଚୋରି କରୁଥିବା ୮ଜଣ ଦାନ ଚୋରଙ୍କୁ କାବୁ କରିଛନ୍ତି ଗ୍ରାମବାସୀ। ଏହି ମାମଲାରେ ୮ ଧାନ ଚୋରଙ୍କୁ…

ଖଣି ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ; ୭ଟି ସ୍ଥାନରେ ଚଢ଼ଉ

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପୈତୃକ ଘର ସହ ଭୁବନେଶ୍ୱର, କେନ୍ଦୁଝର ଓ ଯାଜପୁର ସମେତ ୭ଟି ସ୍ଥାନରେ…

ଚାଉଳ ହିତାଧିକାରୀଙ୍କ ଭିତରେ ଥିଲେ ୧.୭୭ ଲକ୍ଷ ଭୂତ

ଭୁବନେଶ୍ବର: ପୂର୍ବ ସରକାରରେ ଭୂତ ପାଉଥିଲେ ରାସନ । ମୃତ୍ୟୁ ପରେ ବି ହିତାଧିକାରୀଙ୍କ ନାଁରେ ଦିଆହୋଇଆସୁଛି ରାସନ । ଜଣେ କି ଦୁଇ ଜଣ ମୃତ ହିତାଧିକାରୀ ନୁହେଁ ମୋଟ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ…

ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେନି: ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ ବୋଲି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଏବେ ଶିବସେନା କହିଛି ଯେ ଏକନାଥ ସି‌ନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କର‌ିବେ ନାହିଁ। ଶିବସେନାର ବରିଷ୍ଠ ନେତା ସଞ୍ଜୟ ସରସତ୍‌ ଏକ ଗଣମାଧ୍ୟମ ସଂସ୍ଥାକୁ ସୂଚନା…

ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ୍ ଟାଣିଲେ ଯୁବକ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ଭିତରେ ସିଗାରେଟ । ଭିଡିଓ ଭାଇରାଲ ପରେ ଜୋର ଧରିଲା ଚର୍ଚ୍ଚା । ଲିଙ୍ଗରାଜ ମନ୍ଦିରରେ ସିଗାରେଟ ଟାଣିବାର ଫଟୋ ଭାଇରାଲ୍ ହୋଇଛି । ଏହି ଫଟୋଟି ଦେବୀ ପ୍ରସାଦ ଦାସ ନାମକ ଜଣେ ବ୍ୟକ୍ତିଙ୍କର…

ବିଦ୍ୟୁତ୍ ତାର ବିଛାଇଲେ, ସିଧା ଘରୁ କଟାଯିବ ବିଦ୍ୟୁତ୍ ସଂଯୋଗ

ଭୁବନେଶ୍ବର: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀ, ବାରାହା ଏବଂ ଅନ୍ୟ ଜୀବଜନ୍ତୁଙ୍କ ମୃତ୍ୟୁ ଲଗାତାର ବଢିଚାଲିଥିବା ବେଳେ ଆଜି ଗୃହରେଏହାକୁ ନେଇ ବର୍ଷିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂ ଦେଓ । ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନରେ,…

ରାପ୍ପର ବାଦଶାହଙ୍କ କ୍ଲବ ଆଗରେ ବିସ୍ଫୋରଣ, ନିଜକୁ ଦାୟୀ କଲା ଏହି ଗ୍ୟାଙ୍ଗଷ୍ଟର

ଆଉ ମାତ୍ର ସପ୍ତାହକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଣ୍ଡିଗଡ଼ ଯିବେ। କିନ୍ତୁ ଏହାପୂର୍ବରୁ ସେକ୍ଟର ୨୬ରେ ଥିବା ଦୁଇଟି ନାଇଟ କ୍ଲବ ଆଗରେ ହୋଇଛି ଛୋଟ ଧରଣର ବିସ୍ଫୋରଣ। ଦୁଇଟି କ୍ଲବ ମଧ୍ୟରୁ ଗୋଟିଏ ବଲିଉଡ ରାପ୍ପର ବାଦଶାହଙ୍କ ନାଁରେ…