ପତ୍ନୀ ଥାଉ ଥାଉ ଅନ୍ୟତ୍ର ବିବାହ କଲେ ସାନିଆଙ୍କ ସ୍ବାମୀ
ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍ ମଲ୍ଲିକଙ୍କ ବୈବାହିକ ଜୀବନ ଶେଷରେ ଭିନ୍ନ ମୋଡ଼ ନେଇଛି। କାରଣ ଦ୍ବିତୀୟ ବିବାହ କରି ସାରିଛନ୍ତି ସାନିଆଙ୍କ ସ୍ବାମୀ ସୋଏବ। ସେ ପାକିସ୍ତାନୀ…
