2024

ଏସସିବି ମେଡିକାଲରେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ ହୋଇଥିବା ରୋଗୀଙ୍କ ମୃତ୍ୟୁ

କଟକ : କଟକ ଏସସିବି ମେଡିକାଲରେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ ହୋଇଥିବା ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଗତ ୯ ତାରିଖରେ ଖୋର୍ଦ୍ଧା ଅଞ୍ଚଳର ଶୁଭ୍ରାଂଶୁ ସାହୁଙ୍କର କଟକ ଏସସିବି…

ଓଡିଶାରୁ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିବ କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିବ କେନ୍ଦ୍ର । ଏନେଇ ମଞ୍ଜୁରୀ ଦେଇଛି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରାଳୟ । ରାଜ୍ୟରୁ ଉଷୁନା ଚାଉଳ ଉଠାଇବା ନେଇ କେନ୍ଦ୍ରମନ୍ତ୍ରୀ…

ପୁଣି ଜେଲରୁ ବାହାରିବ ଗୁରମିତ ରାମ ରହିମ

ପୁଣି ଜେଲରୁ ବାହାରିବ ଆତ୍ମଘୋଷିତ ବାବା ଗୁରମିତ ରାମ ରହିମ ସିଂହ। ୨୦ ବର୍ଷ କାରାଦଣ୍ଡ କାଟୁଥିବା ରହିମ ମାତ୍ର ଦୁଇ ମାସ ତଳେ ୨୧ ଦିନ ଛୁଟିରେ ଆସିଥିଲା, ଏବେ ତାକୁ ପୁଣି ୫୦ ଦିନର ଛୁଟି ଅନୁମତି ମିଳିଛି।…

ଭାରସାମ୍ୟ ହରାଇ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର, ଡ୍ରାଇଭର ଗୁରୁତର

ଯାଜପୁର : ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର । ଭାରସାମ୍ୟ ହରାଇ ମାଡିଗଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ୟାଙ୍କର ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ କଟକ…

ଦିଲ୍ଲୀରେ ଜାନୁଆରୀ ୨୬ ଯାଏଁ ଏହି ସମୟରେ କରିବନି ବିମାନ ଚଳାଚଳ

ବିମାନ ଯାତ୍ରୀଙ୍କ ପାଇଁ ବଡ ଖବର। ଆଜିଠାରୁ ଗଣତନ୍ତ୍ର ଦିବସ ପର୍ଯ୍ୟନ୍ତ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହି ଦିନ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟରେ ବିମାନ ଉଡାଣ ଏବଂ ଅବତରଣ ହୋଇପାରିବ ନାହିଁ।…

ଫେବୃଆରୀ ୫ରୁ ବିଧାନସଭା, ଆଗତ ହେବ କାମଚଳା ବଜେଟ୍

ଭୁବନେଶ୍ଵର: ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏହି ଅଧିବେଶନ ସମୟରେ ଆଗତ ହେବ କାମଚଳା ବଜେଟ୍ । ଅଧିବେଶନ ଫେବୃଆରୀ ୫ ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ବିଧାନସଭା…

ବିଲ୍‌କିସ୍‌ ବାନୋ ମାମଲାରେ ଆତ୍ମସମର୍ପଣ ଅବଧି ବଢ଼ାଇବାକୁ ମନା କରିଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋଙ୍କ ସହିତ ଦୁଷ୍କର୍ମ କରିବା ଓ ତାଙ୍କ ପରିବାରର ୭ ଜଣ ଲୋକଙ୍କୁ ହତ୍ୟା କରି ଜେଲ୍‌ଦଣ୍ଡ ଭୋଗୁଥିବା ୧୧ଜଣ ଦୋଷୀଙ୍କୁ ମୁକ୍ତ କରିବା ଲାଗି ଗୁଜରାଟ ସରକାର ଦେଇଥିବା ଆଦେଶକୁ ଜାନୁଆରି ୮ ତାରିଖରେ ସୁପ୍ରିମ୍‌କୋର୍ଟ ରଦ୍ଦ…

ଟ୍ରକ୍ ଧକ୍କାରେ ଆଶାକର୍ମୀଙ୍କ ମୃତ୍ୟୁ ପରେ ଉତ୍ତେଜନା

ଅନୁଗୁଳ : ଅନୁଗୁଳରେ ଦୁର୍ଘଟଣା ପରେ ଉତ୍ତେଜନା । ଟ୍ରକ୍ ଧକ୍କାରେ ଆଶାକର୍ମୀଙ୍କ ମୃତ୍ୟୁ ପରେ ଉତ୍ତେଜନା । ଯେଉଁଠି ଟ୍ରାଫିକ ସେଇଠି ଦୁର୍ଘଟଣା ଘଟିଛି। ଅନୁଗୋଳ ଥାନା ଛକରେ ଟ୍ରାଫିକ ଥାଇ ମଧ୍ୟ ଦୁର୍ଘଟଣାରେ ଜଣେ ଆଶା ଦିଦିଙ୍କ ମୃତ୍ୟୁ…

ଜାଗୃତ କୋଟେଚା PepsiCo ଇଣ୍ଡିଆର ନୂଆ ସିଇଓ

ପେପ୍ସିକୋ(PepsiCo) ଇଣ୍ଡିଆର ନୂଆ ସିଇଓ(ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ହେବେ ଜାଗୃତ କୋଟେଚା। ବର୍ତ୍ତମାନର ସିଇଓ ଅହମ୍ମଦ ଏଲ ଶେଖଙ୍କ ସ୍ଥାନାନ୍ତର ପରେ ସେ ଏହି ପଦବୀରେ ବସିବେ। ଜାଗୃତ ବର୍ତ୍ତମାନ ପେପ୍ସିକୋ ଆଫ୍ରିକା, ମଧ୍ୟ ପୂର୍ବ ଏବଂ ଦକ୍ଷିଣ ଆଫ୍ରିକା (AMESA)ର…

ଭାରୋତ୍ତୋଳନକାରୀ ବିଜୟ କୁମାର ଶତପଥୀଙ୍କୁ ଲାଇଫ ଟାଇମ ଆଚିଭମେଂଟ

ବ୍ରହ୍ମପୁର: କିମ୍ବଦନ୍ତି ଭାରୋତ୍ତୋଳନ ବ୍ୟକ୍ତିତ୍ବ ବିଜୟ କୁମାର ଶତପଥୀଙ୍କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ଜୀବନବ୍ୟାପୀ ସାଧନା ପୁରସ୍କାର । ଗୁରୁବାର ବ୍ରହ୍ମପୁର ସ୍ଥିତ ବାସଭବନରେ ବିଜୟ କୁମାରଙ୍କୁ ଏହି ପୁରସ୍କାର ପ୍ରଦାନ କରୁଛନ୍ତି ଅନ୍ୟତମ ଅର୍ଜୁନ ପୁରସ୍କାର ବିଜେତା…