ସରକାରୀ ବଙ୍ଗଳା ଖାଲି କଲେ ମହୁଆ ମୋଇତ୍ର

ସରକାରୀ ବଙ୍ଗଳା ଖାଲି କଲେ ଟିଏମସି ନେତ୍ରୀ ମହୁଆ ମୋଇତ୍ର। ବଙ୍ଗଳା ଖାଲି କରିବାକୁ ନେଇ ହାଇକୋର୍ଟରେ କରିଥିବା ଚ୍ୟାଲେଞ୍ଜ ଖାରଜ ହେବା ପରେ ଶେଷରେ ଆଜି ମହୁଆ ରହୁଥିବା ସରକାରୀ ବଙ୍ଗଳା ଖାଲି ହୋଇଛି। ଇଷ୍ଟେଟ ନିର୍ଦ୍ଦେଶାଳୟର ଏକ ଟିମ୍ ବଙ୍ଗଳା ଖାଲି…

ଟ୍ରକକୁ ପଛପଟୁ ଧକ୍କା ଦେଲା ବାଇକ୍, ଦୁଇ ସାଙ୍ଗଙ୍କ ମୃତ୍ୟୁ

ଜଳେଶ୍ୱର  : ବାଇକ୍ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ଜଣେ…

ଅନଲାଇନ୍‌ ଗେମ୍‌ ପାସ୍‌ୱାର୍ଡ ନ ଦେବାରୁ ସାଙ୍ଗମାନେ ନେଲେ ସାଙ୍ଗର ଜୀବନ

ଅନଲାଇନ୍‌ ଗେମ୍‌ ଖେଳିବା ହେଲା କାଳ। ଘନିଷ୍ଣ ବନ୍ଧୁ ପାଲଟିଗଲେ ଶତ୍ରୁ। ଅନଲାଇନ୍‌ ଗେମ୍‌ର ପାସ୍‌ୱାର୍ଡ ନ ଦେବାରୁ ସାଙ୍ଗମାନେ ହିଁ ନେଇଗଲେ ସାଙ୍ଗର ଜୀବନ । ପ୍ରମାଣ ନଷ୍ଟ ପାଇଁ ସେମାନେ ମୃତଦେହକୁ ଜଙ୍ଗଲରେ ପୋଡ଼ିବା ପରେ ପୋତି ଦେଇଥିଲେ…

ମୃତ୍ୟୁ ବରଣ କଲା ରାକ୍ଷସୀ ପୁତନା, ଆଜି ହେବ କାଳୀୟ ଦଳନ

ବରଗଡ଼: ବିଶ୍ୱର ସର୍ବ ବୃହତ ଖୋଲା ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ ଧନୁଯାତ୍ରା ଚତୁର୍ଥ ଦିନରେ ପହଞ୍ଚିଛି। ଚତୁର୍ଥ ଦିନରେ ଭଗବାନ ଶ୍ରୀକୃଷ୍ଣ, ବଳରାମଙ୍କ ହାତରେ କଂସଙ୍କ ପ୍ରେରିତ ପୁତନା ରାକ୍ଷସୀ ସମେତ ଷଡମଲ୍ଲଙ୍କ ସଂହାର ହୋଇଥିବା ବେଳେ ଗୋପପୁରରେ ଦେଖିବାକୁ ମିଳିଥିଲା…

ଏହି ରାଜ୍ୟ ବି ୨୨ରେ ହେବ ହାଫ୍ ଡେ’ ଛୁଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିନିମନ୍ତେ ସମଗ୍ର ଦେଶ ରାମମୟ ହୋଇ ଉଠିଥିବା ବେଳେ ସବୁଠି ଶୁଣିବାକୁ ମିଳିଛି ରାମ ଧ୍ୱନୀ। ଏପରି ସ୍ଥିତିରେ କେନ୍ଦ୍ର ସରକାର ଉକ୍ତ ଦିନ ହାଫ୍‌-ଡେ ଛୁଟି ଘୋଷଣା…

ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ଅର୍ପଣ ରଥରେ ସଂଗୃହିତ ଅର୍ଘ୍ୟ, ଅରୁଆ ଚାଉଳରେ ପ୍ରସ୍ତୁତ ହେବ ଖେଚୁଡ଼ି ଓ ପିଠା

ପୁରୀ : ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ଭକ୍ତଙ୍କ ଅର୍ଘ୍ୟ । ଅର୍ପଣ ରଥରେ ମହାପ୍ରଭୁଙ୍କ ପାଇଁ ସଂଗୃହୀତ ଅର୍ଘ୍ୟକୁ ସସମ୍ମାନେ ଗ୍ରହଣ କରିବ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ । ଶ୍ରୀଜୀଉଙ୍କ ପାଇଁ ଭକ୍ତ ଦେଇଥିବା ଚାଉଳ, ଗୁଆ, ଶ୍ରୀଫଳକୁ ତର୍ଜମା କରି…

ମୁଜରା ନାଁରେ ଚାଲିଥିଲା ଦେହ ବେପାର; ମାଡ଼ି ବସିଲା ପୁଲିସ୍‌

ମୁଜରା ନାଁରେ ଖୁଲମଖୁଲା ଚାଲିଥିଲା ଦେହ ବେପାର। ମୁଜରା କରୁଥିବା ଯୁବତୀଙ୍କୁ କରାଯାଉଥିଲା ଯୌନ ଶୋଷଣ । ଏପରି ଏକ ରାକେଟ୍‌ ଗୋଆରେ ଚାଲୁଥିବା ବେଳେ ତାହାର ପର୍ଦ୍ଦାଫାସ କରି ଦୁଇ ଜଣଙ୍କୁ ବାନ୍ଧିଛି ପୁଲିସ୍‌। ଗୋଆରେ ଥିବା ଏକ ରିସର୍ଟ…

କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିୟାଙ୍କ ଘରେ IT ରେଡ

ସୁନ୍ଦରଗଡ: ଆୟକର ବିଭାଗର ବଡ଼ ଧରଣର ଚଢ଼ଉ । ସୁନ୍ଦରଗଡ଼ର ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ଘନଶ୍ୟାମଙ୍କ ଏମସିଏଲରେ ଥିବା କୋଇଲା ପରିବହନ ସାଇଟ୍‍, ଛତିଶଗଡରେ ଥିବା ଆଇରନ, ଷ୍ଟିଲ…

ଷଣ୍ଢ ପାଟିରେ ଜୀଅନ୍ତା କୁକୁଡ଼ା ପଶାଇଲେ ୩ ଯୁବକ

ଅତ୍ୟନ୍ତ ବୀଭତ୍ସ, ହିଂସ୍ର, ନୃଶଂସ ଦୃଶ୍ୟ । କ୍ରୂର କାଣ୍ଡ ଘଟାଇଲେ ୩ ଯୁବକ । ତୃଣଭୋଜି ପ୍ରାଣୀ ବଳଦ ପାଟିରେ ଜୋରଜବରଦସ୍ତ ଭାବେ ଏକ ଜୀଅନ୍ତା କୁକୁଡ଼ାକୁ ପଶାଇଲେ । କୁକୁଡ଼ାଟି ପ୍ରାଣ ବିକଳରେ ଆର୍ତ୍ତ ଚିତ୍କାର କରୁଥିବା ବେଳେ…

ଆସନ୍ତା ୨୭ ତାରିଖରେ ସମଲେଇ ମନ୍ଦିର ରୁପାନ୍ତରଣ ପ୍ରକଳ୍ପର ଲୋକାର୍ପଣ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭ରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ । ଆସନ୍ତା ୨୭ ତାରିଖରେ ସମଲେଇ ମନ୍ଦିର ରୁପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ହେବ । ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ମନ୍ଦିର ଆସି ପୂଜାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି…