ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍‌ ଗାଡ଼ି; ୪ ମୃତ

ବରଗଡ଼ : ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍‌ ଗାଡ଼ି। ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ବିର୍ଜାମ ଗାଁରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ମୃତାହତ ମଧ୍ୟପ୍ରଦେଶର…

ବିଭିନ୍ନ ମୋର୍ଚ୍ଚାର ପ୍ରଭାରୀଙ୍କ ନାମ ଘୋଷଣା କଲା ରାଜ୍ୟ ବିଜେପି

ଭୁବନେଶ୍ବର : ରାଜ୍ୟ ବିଜେପିର ବିଭିନ୍ନ ମୋର୍ଚ୍ଚା ପ୍ରଭାରୀଙ୍କ ନାମ ଆଜି ଘୋଷଣା କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ସେମାନଙ୍କ ନାମ ଘୋଷଣା କରାଯାଇଛି। ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ଯୁବ ମୋର୍ଚ୍ଚା ପ୍ରଭାରୀ କରାଯାଇଥିବା ବେଳେ ମହିଳା…

ସର୍ଚ୍ଚ ଅପରେସନ୍‌ ବେଳେ ନକ୍ସଲଙ୍କ ଗ୍ରେନେଡ୍‌ ମାଡ଼

ଫୁଲବାଣୀ : ସର୍ଚ୍ଚ ଅପରେସନ୍‌ ବେଳେ ନକ୍ସଲଙ୍କ ଗ୍ରେନେଡ୍‌ ମାଡ଼। ଏଥିରେ କୌଣସି ଯବାନ ଆହତ ହୋଇନଥିଲେ ମଧ୍ୟ ଦିଆଯାଇଥିଲା ପାଲଟା ଜବାବ। ଦୀର୍ଘ ସମୟର ଘମାଘୋଟ୍‌ ଆକ୍ରମଣ ଓ ପ୍ରତିଆକ୍ରମଣ ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲକୁ ପଳାଇ…

ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ୍‌ ସେବା ଆରମ୍ଭ, ମା’ମାନଙ୍କ ପାଇଁ ଟିକଟ ମୂଲ୍ୟ ୫୦ ପ୍ରତିଶତ ରହିବ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବସ ସେବାର ଶୁଭାରମ୍ଭ କରିଛନ୍ତି। ଏହି ବସଗୁଡିକ ଜିଲ୍ଲା ସଦରମହକୁମାରୁ ଭୁବନେଶ୍ୱର ଦେଇ ଶ୍ରୀକ୍ଷେତ୍ର ପୁରୀକୁ ଚାଲିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମା’ମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ…

ନିଷ୍ଠୁର ମା’; କାନ୍ଦିବାରୁ ଦୁଇ ଛୁଆଙ୍କୁ କୂଅକୁ ଫିଙ୍ଗିଦେଲା

ଅନୁଗୋଳ : ଜନ୍ମ କଲା ମା’ ହିଁ ସାଜିଲା ପିଶାଚିନୀ। ନିଜ ହାତରେ ହିଁ ନିଜ ମମତାର ତଣ୍ଟି ଚିପି ଦେଲା। ବିବାହର ଦୀର୍ଘ ବର୍ଷ ପରେ ମା’ ହେବାର ସୌଭାଗ୍ୟ ପାଇଥିଲା। ହେଲେ ନିଜେ ହିଁ ସହି ପାରିଲାନି ନିଜ…

ଆଗାମୀ ତିନି ଦିନ ଅଧା ଓଡ଼ିଶାରେ ହେବ ଘନକୁହୁଡ଼ି!

ଭୁବନେଶ୍ବର : ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଗୁରୁଚାପ ବଳୟ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘନକୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଆଗାମୀ ତିନି ଦିନ ଓଡ଼ିଶାରେ ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି…

ଜଳକା ନଦୀରେ ଡଲ୍‌ଫିନ୍

ବାଲେଶ୍ବର : ଜଳକା ନଦୀରେ ଭାସୁଥିଲା ଡଲ୍‌ଫିନ୍। ଗାଁ ଲୋକେ ଧରି ପୋଖରୀରେ ଛାଡ଼ିଥିଲେ। ବନ ବିଭାଗ ଏ ସମ୍ପର୍କରେ ଜାଣିପାରି ପୋଖରୀରୁ ଡଲ୍‌ଫିନ୍‌କୁ ଉଦ୍ଧାର କରି ସମୁଦ୍ରରେ ଛାଡ଼ିଛି। ବାଲେଶ୍ୱର ଜିଲ୍ଲାରୁ ଆସିଛି ଏପରି ଖବର। ବସ୍ତା ଦେଇ ପ୍ରବାହିତ…

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଘୋଟାଲା, ତାତିଲେ ଆଶାୟୀ

ଭୁବନେଶ୍ବର : ପରୀକ୍ଷାର୍ଥୀଙ୍କ ନାଁ ମାହାଲ ମାଣ୍ଡା। ତାଙ୍କ ବାପାଙ୍କ ନାଁ ମାହାଲ ମାଣ୍ଡା ପ୍ରୋ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଇ-ଆଡମିଟ୍ କାର୍ଡରେ ଏଭଳି ଅଜବ ନାଁକୁ ନେଇ ଖପ୍ପା ଓଡ଼ିଶା ଜୁନିଅର ଟିଚର ଆଶାୟୀ। କେବଳ…

ଧରାପଡ଼ିଲେ ଦୁର୍ଦ୍ଦାନ୍ତ ରାଜଧାନୀ ଆପାର୍ଟମେଣ୍ଟ ଲୁଟେରା

ଭୁବନେଶ୍ବର : ଧରା ପଡ଼ିଲେ ଆପାର୍ଟମେଣ୍ଟ ଲୁଟେରା ଗ୍ରୁପ୍‌। କମିଶନରେଟ୍‌ ପୁଲିସ୍‌ ଆପାର୍ଟମେଣ୍ଟ ଲୁଟେର ଗ୍ୟାଙ୍ଗର ଦୁଇ ଜଣଙ୍କୁ ଧରିଛି। ସେମାନେ ହେଲେ ଗୁଜୁରାଟର ଦିନେଶ କୁମାର ଶାହା ଓ ହରିଆଣାର ପୱନ କୁମାର। ନୟାପଲ୍ଲୀର ନିରୂପମା ଆପାର୍ଟମେଣ୍ଟ ଲୁଟ୍‌ରେ ଏମାନଙ୍କ…

ହ୍ରଦରେ ବୁଡ଼ିଗଲା ଡଙ୍ଗା, ୬ ଛାତ୍ରଛାତ୍ରୀ ମୃତ

ବଡ଼ୋଦରା : ଏକ ହ୍ରଦରେ ଡଙ୍ଗା ବୁଡ଼ି ଯିବାରୁ ୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟର ବଡ଼ୋଦରାରେ ଏହି ଦୁର୍ଘଟଣା ଘଟିଛି। ଡଙ୍ଗାଟିରେ ୨୭ ଜଣ ଛାତ୍ରଛାତ୍ରୀ ଥିଲେ। ସେମାନେ ନ୍ୟୁ ସନ୍‌ରାଇଜ ନାମକ ଏକ ଘରୋଇ ସ୍କୁଲରେ ପଢ଼ନ୍ତି।…