ବାପ ଘରକୁ ବୁଲିବାକୁ ଆସିଥିବା ସଫ୍ଟୱୟାର ଇଞ୍ଜିନିୟରଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ପରିବାର ସ୍ତବ୍ଧ
ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ଭୋପାଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାପଘରେ ଜଣେ ସଫ୍ଟୱୟାର ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ସଫ୍ଟୱୟାର ଇଞ୍ଜିନିୟରଙ୍କ ମୃତଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି। ସୂଚନାଯୋଗ୍ୟ, ରାଜଧାନୀ ଅଶୋକ ଗାର୍ଡନ ଅଞ୍ଚଳରେ ଏହି ଘଟଣା ଘଟିଛି।…
