ଏଲ୍ଓସିରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନ ସହିଦ
ଶ୍ରୀନଗର : ଜମ୍ମୁ-କଶ୍ମୀରର ନୌସେରା ସ୍ଥିତ ଏଲ୍ଓସି ନିକଟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଆଜି ସକାଳୁ ଏହି ବିସ୍ଫୋରଣ ଘଟିଛି। ଆହତ ଯବାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି…
