ଧରା ପଡିଲେ ଗ୍ୟାସ ଲୁଟେରା, ୫୦୦ ଅଧିକ ଗ୍ୟାସ୍ ସିଲିଣ୍ଡର ଜବତ
ବରଗଡ: ବରଗଡ ଜିଲ୍ଲା ପୋଲିସ ବିଭାଗକୁ ମିଳିଲା ବଡ ସଫଳତା | ଦୀର୍ଘ ଦିନ ପରେ ଧରାପଡିଲେ ଗ୍ୟାସ ଲୁଟେରା । ଦୀର୍ଘ ଦିନ ହେବ ବିଭିନ୍ନ ଗ୍ୟାସ କମ୍ପାନୀ ମାନଙ୍କର ଗୋଦାମରେ ଡକାୟତି କରି ଶହ ଶହ ଗ୍ୟାସ ସିଲିଣ୍ଡର…
ବରଗଡ: ବରଗଡ ଜିଲ୍ଲା ପୋଲିସ ବିଭାଗକୁ ମିଳିଲା ବଡ ସଫଳତା | ଦୀର୍ଘ ଦିନ ପରେ ଧରାପଡିଲେ ଗ୍ୟାସ ଲୁଟେରା । ଦୀର୍ଘ ଦିନ ହେବ ବିଭିନ୍ନ ଗ୍ୟାସ କମ୍ପାନୀ ମାନଙ୍କର ଗୋଦାମରେ ଡକାୟତି କରି ଶହ ଶହ ଗ୍ୟାସ ସିଲିଣ୍ଡର…
ଜାନୁଆରୀ ୧୨ ତାରିଖରେ ଉଦ୍ଘାଟିତ ହୋଇଥିଲା ଅଟଳ ସେତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପିତ କରିଥିଲେ। ଅଟଳ ସେତୁ ହେଉଛି ଭାରତର ଦୀର୍ଘତମ ସମୁଦ୍ର ସେତୁ। ଏହାର ଲମ୍ବ ହେଉଛି ୨୧.୮ କିଲୋମିଟର। ଏହି ସେତୁ ମୁମ୍ବାଇର ସେୱରୀରୁ ବାହାରି…
ଆଠମଲ୍ଲିକ: ନିର୍ବାଚନ ପୂର୍ବରୁ ଶାସକ ଦଳରେ ଗୋଷ୍ଠୀ କନ୍ଦଳ। ଗଣ୍ଡ ସମାଜ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନୁଗୁଳ ଆଠମଲ୍ଲିକରେ ଶାସକ ବିଜୁ ଜନତା ଦଳ (ବିଜେଡି) ଦଳ ମଧ୍ୟରେ ଥିବା ଫାଟ ସାମ୍ନାକୁ ଆସିଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା…
ବାରଣାସୀର ବହୁ ଚର୍ଚ୍ଚିତ ଜ୍ଞାନବ୍ୟାପୀ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ମସ୍ଜିଦ ପରିସରରେ ଥିବା 'ବଜୁଖାନା'ର ପୂରା ଅଞ୍ଚଳକୁ ସଫା କରିବାକୁ ହିନ୍ଦୁ ପକ୍ଷକୁ ଅନୁମତି ମିଳିଛି। ଉକ୍ତ ବଜୁଖାନାରେ ଶିବଲିଙ୍ଗ ଥିବା ହିନ୍ଦୁ ପକ୍ଷ ପକ୍ଷରୁ ଦାବି…
ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କତାରରେ ଫସିଥିବା ୪ ଓଡିଆ ଯୁବକଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି ।…
ୱାଇଏସ୍ଆର କଂଗ୍ରେସ ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍ ଶର୍ମିଲା କଂଗ୍ରେସରେ ଯୋଗ ଦେବା ପରେ ପାଇଛନ୍ତି ବଡ଼ ଦାୟିତ୍ୱ। ତାଙ୍କୁ ଆନ୍ଧ୍ର ପ୍ରଦେଶ କଂଗ୍ରେସର ସଭାପତି କରାଯାଇଛି। ଗତକାଲି ଆନ୍ଧ୍ର ପ୍ରଦେଶ କଂଗ୍ରେସ…
ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ବିଜେଡି ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ଏ ସରକାର ଅହଂକାରରେ ବୁଡିଛି। ମମିତା ମେହେର ହତ୍ୟା ମାମଲାକୁ ଲୁଚାଇବା ଏବଂ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବାରେ…
ଦାରିଦ୍ର୍ୟ ସୀମା ରେଖାରୁ ଧୀରେ ଧୀରେ ଉପରକୁ ଉଠୁଛନ୍ତି ଲୋକେ। ଗତ ୯ ବର୍ଷ ମଧ୍ୟରେ ଭାରତରେ ୨୪.୮୨ କୋଟି ଲୋକେ ଦାରିଦ୍ର୍ୟ ସୀମାରୁ ବାହାରିଛନ୍ତି। ଏନେଇ ଜାରି ହୋଇଥିବା ନୀତି ଆଗୋର ଏକ ରିପୋର୍ଟରୁ ଜଣାପଡିଛି। ରିପୋର୍ଟରେ କୁହାଯାଇଛି, ବର୍ଷ…
ଭୁବନେଶ୍ବର: ସୁନାଚେନ୍ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ପୁନିଆ ନାୟକ (୨୩) ଓ ନରହରୀ ନାୟକ ଓରଫ ପିଣ୍ଟୁ (୨୪) । ଉଭୟ ଅଭିଯୁକ୍ତ ଗଞ୍ଜାମ ର ବୋଲି ଜଣାପଡିଥିବାବେଳେ ଉଭୟ ଭୁବନେଶ୍ବର ପୁନାମା…
ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ମେଦିଙ୍କ ଫଙ୍କସନ୍ କହିଲେ ରାହୁଲ ଗାନ୍ଧି। 'ଭାରତ ଯୋଡ ନ୍ୟାୟ ଯାତ୍ରା' ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି ମନ୍ତବ୍ୟ ଦେଇଛନ୍ତି। ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଯୋଧ୍ୟାରେ ଆୟୋଜନ ହୋଇଥିବା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପେ ବିଜେପି…