ବସ୍‌ରେ ଯାଉଥିବା ବେଳେ ଯାତ୍ରୀଙ୍କ ମୃତ୍ୟୁ, ତଦନ୍ତ ଜାରି

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ବସ୍‌ରେ ଯାଉଥିବା ବେଳେ ଯାତ୍ରୀଙ୍କ ମୃତ୍ୟୁ । ମୃତ ଯାତ୍ରୀ ଜଣଙ୍କ ହେଲେ ଗୌରାଙ୍ଗ ପ୍ରଧାନ । ଭୋଗରାଇରୁ ବାଲେଶ୍ୱର ଯାଉଥିବା ମଧୁସୂଦନ ବସରେ ଘଟିଛି ଏହି…

ଅମିତ ଶାହଙ୍କ ବଡ଼ ଭଉଣୀଙ୍କ ପରଲୋକ

କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ୱରୀବେନ୍ ଶାହଙ୍କର ଆଜି ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରାଜେଶ୍ୱରୀବେନ୍ ଅନେକ ଦିନ ହେଲାଣି ଅସୁସ୍ଥ ଥିଲେ। ମୁମ୍ବାଇରେ ତାଙ୍କ ଚିକିତ୍ସା…

ମରୁ ମରୁ ବଞ୍ଚିଗଲେ ମହିଳା

ବାଲେଶ୍ୱର: ମରୁ ମରୁ ବଞ୍ଚିଗଲେ । ନିଶ୍ଚିତ ମରଣରୁ ବଞ୍ଚିଗଲେ ମହିଳା । ଶାଶୁ ଶ୍ୱଶୁର ସ୍ୱାମୀ ମିଶିକି ମାରିବାକୁ କରିଥିଲେ ବହୁତ ଚେଷ୍ଟା । କିନ୍ତୁ ବୋଧହୁଏ ସମୟ ପୂରି ନଥିଲା ତାଙ୍କର । ସେଥିପାଇଁ ନିଶ୍ଚିତ ମରଣରୁ ବର୍ତ୍ତି ଯାଇଛନ୍ତି…

ମକର ସଂକ୍ରାନ୍ତିରେ ରାଜ୍ୟର ପ୍ରମୁଖ ଦେବାଳୟ ଚଳଚଞ୍ଚଳ

ଭୁବନେଶ୍ବର: ଆଜି ପବିତ୍ର ମକର ସଂକ୍ରାନ୍ତି। ଏଥିଲାଗି ରାଜ୍ୟର ପ୍ରମୁଖ ଦେବାଳୟ ଚଳଚଞ୍ଚଳ ହୋଇଉଠିଛି। ଆଜି ଶ୍ରୀମନ୍ଦିରରେ ମହାପ୍ରଗୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଆଜି ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତିରେ ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳଲାଗି କରାଯାଇ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ…

ଆମେରିକାରେ ମିଳିଲା ୨ ଭାରତୀୟ ଛାତ୍ରଙ୍କ ମୃତଦେହ

ନୂଆଦିଲ୍ଲୀ: ନିକଟରେ ଆମେରିକା ଯାଇଥିବା ଦୁଇ ଜଣ ଭାରତୀୟ ଛାତ୍ରଙ୍କ ଆମେରିକାର କନେକ୍ଟିକଟ୍ ସ୍ଥିତ ବାସଭବନରୁ ମିଳିଛି। ଉଭୟ ଛାତ୍ର ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବାସିନ୍ଦା ଥିବା ଜଣାପଡ଼ିଛି । ସେମାନେ ହେଲେ ତେଲେଙ୍ଗାନାର ବନପାର୍ଥିର ଜି ଦିନେଶ (୨୨) ଓ…

ବସ୍ ଚକା ତଳେ ଶିଶୁକନ୍ୟାକୁ ଛାଡ଼ି ମା’ ଫେରାର

କେନ୍ଦୁଝର  : ଅଲୋଡ଼ା ହେଲା ଶିଶୁକନ୍ୟା । ବସ୍ ଚକା ତଳେ ଶିଶୁକନ୍ୟାକୁ ଛାଡ଼ି ନିର୍ଦ୍ଦୟୀ ମାଆ ଫେରାର । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବସଷ୍ଟାଣ୍ଡରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ବସ୍ ହେଲପର ଗାଡ଼ିର ଚକ ଗୁଡିକୁ ନିରୀକ୍ଷଣ କରୁଥିବା ବେଳେ…

ଉଦ୍‌ଘାଟନ ପୂର୍ବରୁ ରାମ ମନ୍ଦିର ବାହାରେ ହଙ୍ଗାମା, କଂଗ୍ରେସ ନେତାଙ୍କୁ ବିରୋଧ

ଅଯୋଧ୍ୟା ରାମ ମନ୍ଦିର ଆଉ ଦିନ କେଇଟା ପରେ ଉଦ୍‌ଘାଟନ ହେବ। ତେବେ ଉଦ୍‌ଘାଟନ ହେବା ପୂର୍ବରୁ ମନ୍ଦିର ବାହାରେ ଦେଖିବାକୁ ମିଳିଛି ହାଇ ଭୋଲଟେଜ ହଙ୍ଗାମା। କଂଗ୍ରେସ ନେତାଙ୍କୁ ଠେଲାପେଲା କରିଛନ୍ତି ଲୋକେ। କେବଳ ସେତିକି ନୁହେଁ ଦଳୀୟ ପତକାକୁ…

ଦୁଇଟି ATM ଲୁଟ୍ ଘଟଣାରେ ୫ ଲୁଟେରା ଗିରଫ

ବାଲେଶ୍ୱର: ବାଲେଶ୍ୱର ପୁଲିସକୁ ବଡ଼ ସଫଳତା। ଦୁଇଟି ATM ଲୁଟ୍ ଘଟଣାରେ ୫ ଲୁଟେରା ଗିରଫ। ସେମାନଙ୍କଠାରୁ ନଗଦ ୬ ଲକ୍ଷ ୧୩ ହଜାର ଟଙ୍କା, ଗୋଟିଏ କାର, ଗୋଟିଏ ପିସ୍ତଲ, ୪ଟି ଅଫୁଟା ଗୁଳି, ଗ୍ୟାସ କଟର ଓ ଅନ୍ୟାନ୍ୟ…

ବିଧାୟକଙ୍କ ଅଯୋଗ୍ୟତା ପ୍ରସଙ୍ଗ : ସୁପ୍ରିମକୋର୍ଟରେ ପହଞ୍ଚିଲା ଉଦ୍ଧବ ଗୋଷ୍ଠୀ

ମୁମ୍ବାଇ: କିଏ ଅସଲି ଶିବସେନା? ଏହି ପ୍ରଶ୍ନକୁ ନେଇ ଚାଲିଥିବା ବିବାଦ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏ ପ୍ରସଙ୍ଗରେ ମହାରାଷ୍ଟ୍ର ବାଚସ୍ପତି ନେଇଥିବା ନିଷ୍ପତ୍ତିକୁ ବିରୋଧ କରି ଉଦ୍ଧବ ଠାକରେ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ମହାରାଷ୍ଟ୍ର ବିଧାନସଭା…

ମକର ସଂକ୍ରାନ୍ତିରେ ଅଘଟଣ: ଗୁଡି ସୂତା ଲାଗି ୨ ଆହତ

କଟକ: ମକର ସଂକ୍ରାନ୍ତି ପାଇଁ ଗାଁଠୁ ସହର ଚାରିଆଡେ ଏବେ ଉତ୍ସବର ମାହୋଲ । କିନ୍ତୁ ଏହାରି ଭିତରେ କଟକରେ ଘଟିଲା ଅଘଟଣ । ଗୁଡି ସୂତା ଲାଗି ଦୁଇ ଜଣ ବାଇକ୍ ଆରୋହି ଗୁରୁତର ଆହତ ହୋଇଛନ୍ତି । ଜଣଙ୍କର…