2024

ପଞ୍ଚ ତାରକା ହୋଟେଲ୍‌ରେ ଅଣ ଭାରତୀୟ ମହିଳାଙ୍କୁ ଦୁଷ୍କର୍ମ; ସିଇଓଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ଜଣେ ଏନଆରଆଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦିଲ୍ଲୀର ଏକ ଘରୋଇ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରବିବାର ପୁଲିସ ଏହି ସୂଚନା ଦେଇଛି। ପୁଲିସର ସୂଚନାନୁସାରେ, ଏହି ଘଟଣା ୨୦୨୩ ମସିହା…

ଆଜି ପବିତ୍ର ମକର ସଂକ୍ରାନ୍ତି, ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ । ସଂକ୍ରାନ୍ତି…

କୁଦାନଗରୀ ହାଇସ୍କୁଲର ୧୯୮୫ ମସିହା ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କର ତୃତୀୟ ବନ୍ଧୁମିଳନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅର୍ନ୍ତଗତ କୁଦାନଗରୀ ହାଇସ୍କୁଲର ୧୯୮୫ ମସିହା ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ବନ୍ଧୁମିଳନ ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଏହା ଥିଲା ତୃତୀୟ ବନ୍ଧୁ ମିଳନ | ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ପ୍ରାୟ…

ଆସନ୍ତାକାଲି ଠାରୁ ଆରମ୍ଭ ହେବ ବରଗଡ଼ ଧନୁଯାତ୍ରା ମହୋତ୍ସବ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା। ଏଥିଲାଗି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। କଂସଙ୍କ ରାଜ ଦରବାର ସମେତ ରଙ୍ଗମହଲ ଓ ବିଭିନ୍ନ ତୋରଣ କାମ ଜୋରସୋରରେ ଆଗେଇ ଚାଲିଛି। ବରଗଡ଼ ଧନୁଯାତ୍ରା ଚଳିତଥର ୭୬ ବର୍ଷରେ ପଦାର୍ପଣ କରୁଥିବା…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚଳିତ ଜାନୁଆରି ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡ଼ିଆ ଅସ୍ମିତାର ଅନନ୍ୟ ନିଦର୍ଶନ। ଜଗତର ନାଥ ଓ ଆରାଧ୍ୟ…

‘ବୟଫ୍ରେଣ୍ଡ୍‌’ଙ୍କ ଝିଅକୁ ବ୍ୟାଟେରି, ପେଚକଣ୍ଟା ଓ ନେଲ୍‌ ପଲିସ୍‌ ରିମୋଭର୍‌ ଖୁଆଇ ମାରିଲେ ଯୁବତୀ

ନୂଆଦିଲ୍ଲୀ: ବୟଫ୍ରେଣ୍ଡ୍‌ର ୧୮ମାସିଆ ଝିଅକୁ ବ୍ୟାଟେରି, ପେଚକଣ୍ଟା ଓ ନେଲ୍‌ ପଲିସ୍‌ ରିମୁଭର୍‌ ଖୁଆଇ ମାରିବା ଘଟଣାରେ ଆମେରିକାର ପେନ୍‌ସିଲ୍‌ଭେନିଆ ପ୍ରଦେଶରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଅଭିଯୁକ୍ତ କରାଯାଇଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି…

ଦିବ୍ୟାଙ୍ଗ ଭୋଟରଙ୍କୁ ପ୍ରଧାନ୍ୟ: ୫% ଅଧିକ ହ୍ବିଲଚେୟାର ବରାଦ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜ୍ୟରେ ଆଉ କିଛି ମାସ ମଧ୍ୟରେ ଆରମ୍ଭ ହୋଇଯିବ ନିର୍ବାଚନ ପ୍ରକ୍ରିୟା । ଏହା ପୂର୍ବରୁ ଭୋଟରଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଉଛି। ବିଶେଷ କରି ଏଥର ଦିବ୍ୟାଙ୍ଗ…

ପୁଣି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ

ସିଓଲ୍‌: ପୂର୍ବ ଉପକୂଳ ସମୁଦ୍ର ମଧ୍ୟକୁ ଉତ୍ତର ‌କୋରିଆ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଆଜି ଦକ୍ଷିଣ କୋରିଆ କହିଥିବା କଥା ନିଉଜ୍‌ ଏଜେନ୍‌ସି ‘ଏପି’ ରିପୋର୍ଟ କରିଛି। ଦକ୍ଷିଣ କୋରିଆର ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌ ଏ କଥା…

ବଦଳିବ ବାଲେଶ୍ୱର ରେଳ ଷ୍ଟେସନର ଇଂରାଜୀ ନାମ

ବାଲେଶ୍ୱର: ଆଉ ଇଂରାଜୀରେ ଲେଖାଯିବନି ବଲାଶୋର। ଏଣିକି ସଠିକ ଉଚ୍ଚାରଣ ସହ ଲେଖା ଯିବ ବାଲେଶ୍ଵର। ବଦଳିବ ବାଲେଶ୍ବର ରେଳ ଷ୍ଟେସନର ଇଂରାଜୀ ନାମ। ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଷ୍ଟେସନରେ ଥିବା ଫଳକରେ ନାମ ପରିବର୍ତ୍ତନ ହେବ। ଏନେଇ…

ବାଲେଶ୍ବର ଏସ୍‌ପି ମନେପକାଇଲେ ଚାଟଶାଳୀ କଥା, ପିଲାଙ୍କ ସହ ନେଲେ ସେଲ୍‌ଫି

ନୀଳଗିରି: ପିଲାଙ୍କ ସହ ପିଲା ହେଲେ। ପଦ ପଦବି ଭୁଲି ଚାଟଶାଳୀର ଚଟାଣରେ ବସି ପିଲାଙ୍କୁ କୋଳେଇ ନେଲେ। ମନୋଲୋଭା ନୃତ୍ୟ ଦେଖି ପ୍ରସଂଶା ମଧ୍ୟ କରିଲେ। ନିଜର ପଦବି ଓ ନାଲିବତୀର କଥା ଭୁଲି ଚାଟଶାଳୀର ଶିଷ୍ୟ ହୋଇ ଉପଭୋଗ…