ପରିକ୍ରମା ପ୍ରକଳ୍ପରେ ମନ ମୋହୁଛି ସବୁଜବଳୟ

ପୁରୀ: ବହୁ ବର୍ଷର ଅପେକ୍ଷା ପରେ ଶେଷରେ ମହାପ୍ରଭୁଙ୍କ ଇଚ୍ଛାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶେଷ ହୋଇଛି। ଖଣ୍ଡୋଲାଇଟ୍‌ ପଥରରେ ନିର୍ମିତ କଳାକୃତି କଳିଙ୍ଗ ଉତ୍କର୍ଷ କଳାର ଗାଥା ବଖାଣୁଛି । ଆଉ ମାତ୍ର ୫ଦିନ ଅର୍ଥାତ୍ ଜାନୁଆରୀ ୧୭ତାରିଖରେ ଲୋକାର୍ପଣ…

ଫସିଲେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ, ମାମଲା ରୁଜୁ

ଆଇନ ଜାଲରେ ଫସିଲେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ନାରାୟଣ ସ୍ୱାମୀ। ବଢ଼ିଲା ତାଙ୍କ ଅଡୁଆ। ତାଙ୍କ ବିରୋଧରେ ରୁଜୁ ହେଲା ମାମଲା। ତେଲେଙ୍ଗାନା କଂଗ୍ରେସର ଜଣେ ନେତା ତାଙ୍କ ବିରୋଧରେ ଆଣିଲେ ଅଭିଯୋଗ। ଏହାକୁ ଆଧାର କରି ପୁଲିସ ଉପ-ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫ୍‌ଆଇଆର୍‌…

ବାଲେଶ୍ବରରୁ ନିର୍ବାଚନ ଲଢ଼ିବେନି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର  : ବାଲେଶ୍ବରରୁ ଲଢ଼ିବେନି ଅଶ୍ବିନୀ। ବାଲେଶ୍ବରରୁ ନିର୍ବାଚନ ଲଢ଼ିବେନି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କଟକରୁ ଲଢ଼ିବା ନେଇ ସମ୍ଭାବନା ଅଧିକା ରହିଛି । ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖି ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ ଖାଲି ଏତିକି କହିଛନ୍ତି,…

ସାଂସଦ ବ୍ରିଜଭୂଷଣ ଓ ସଞ୍ଜୟ ସିଂହଙ୍କୁ ବୋମା ଲଗାଇ ଉଡ଼ାଇ ଦେବାକୁ ଧମକ

କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପିର ବାହୁବଳି ସାଂସଦ ବ୍ରିଜଭୂଷଣ ଶରଣ ସିଂହ ଙ୍କୁ ହତ୍ୟା ଧମକ। କେବଳ ସେତିକି ନୁହେଁ ଭାରତୀୟ କୁସ୍ତି ମହାସଂଘର ନିଲମ୍ବିତ ସଞ୍ଜୟ ସିଂହଙ୍କୁ ମଧ୍ୟ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି।…

ଯାଜପୁରରେ ଚାଞ୍ଚଲ୍ୟ, ବାଡିପଟରୁ ମିଳିଲା ଶିଶୁର କଟାମୁଣ୍ଡ

ଯାଜପୁର: ଯାଜପୁରରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ଘରପଛ ବାଡିରୁ ଏକ ଶିଶୁର କଟା ମୁଣ୍ଡ ଉଦ୍ଧାର କରାଯାଇଛି । ଯାଜପୁର ରୋଡ ଥାନା ଶଙ୍ଖଚିଲା ରାଧାନଗର ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନିୟ ଘଟଣା । ମୃତ ଶିଶୁର…

ପାକିସ୍ତାନରେ ବିସ୍ଫୋରଣ: ୫ ଯବାନ ମୃତ

ପାକିସ୍ତାନର ବଲୁଚିସ୍ତାନର କେଚ ଜିଲ୍ଲାରେ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣରେ ୫ ଜଣ ଯବାନ ନିହତ ହୋଇଛନ୍ତି। ଯବାନମାନେ ଏକ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କୁ ଲକ୍ଷ୍ୟ କରି ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଥିଲେ। ଏହି ବିସ୍ଫୋରଣ ପରେ ଅନ୍ୟ ଯବାନମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ…

ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ଘଟଣା: ଜାହାଜରୁ ଡେଇଁଲେ କ୍ରୁ ସଦସ୍ୟ

ପାରାଦୀପ : ପାରାଦୀପ- ପିଆଇସିଟି ବର୍ଥ ଜାହାଜରୁ କୋକେନ ଜବତ ଘଟଣା ଏବେ ଏକ ଭିନ୍ନ ମୋଡ଼ ନେଇଛି । ଏମ ଭି ଦେବୀ ପାନ୍ନାମା ଜାହାଜର ଜଣେ ସଦସ୍ଯ ଜାହାଜରୁ ସମୁଦ୍ରକୁ ଖସି ପଡି ଗୁରୁତର ଆହତ ହୋଇଛନ୍ତି । ବନ୍ଦର…

ଖବରକାଗଜର ବ୍ୟୁରୋ ଚିଫ୍ ଓ ରିପୋର୍ଟରଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିବାକୁ ଉପଜିଲ୍ଲାପାଳଙ୍କୁ ମାଗିଲେ ଅନୁମତି

ଉତ୍ତର ପ୍ରଦେଶର ପ୍ରତାପଗଡ଼ ଉପ-ଜିଲ୍ଲାପାଳ ତଥା ସବ୍‌-ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ ନିକଟରେ ହୋଇଥିବା ଏକ ଲିଖିତ ଆବେଦନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏକ ଖବରକାଗଜର ଜଣେ ବ୍ୟୁରୋ ଚିଫ୍ ଓ ଜଣେ ରିପୋର୍ଟରଙ୍କୁ ୨ ଘଣ୍ଟା ପାଇଁ ଅଶ୍ଲୀଳ ଭାଷାରେ…

ହାନୀକାରକ ମାଞ୍ଜାସୂତା ବ୍ୟବହାର ନକରିବା ପାଇଁ କମିଶନରେଟ ପୋଲିସର ଅପିଲ

ଭୁବନେଶ୍ଵର: ସୋମବାର ମକର ସଂକ୍ରାନ୍ତି ରହିଛି । ଏଥିଲାଗି ଗାଁଠୁ ସହର ଉତ୍ସବମୂଖର ହୋଇଉଠିଛି । ସବୁଠି ଗୁଡି ଉଡାକୁ ନେଇ ପ୍ରସ୍ତୁତି ଚାଲିଥିବାବେଳେ ଗୁଡି ଉଡାଇବାବେଳେ ମାଞ୍ଜା ସୂତା ବ୍ୟବହାର ନକରିବାକୁ ଅପିଲ କରାଯାଇଛି । ଏହି ସୂତା ଅନେକ…

ମୁଁ ଓବିସି ନୁହେଁ ଓଓ୍ୱେସି କହିଥିଲି : ବାବା ରାମଦେବ

ପୁଣି ବିବାଦ ଘରେରେ ଯୋଗ ଗୁରୁ ବାବା ରାମଦେବ। ତାଙ୍କର ଏକ ଭିଡିଓ ଏବେ ଭାଇରାଲ ହେଉଛି। ଏହି ଭିଡିଓକୁ ନେଇ ବିବାଦ ଉପୁଜିଛି। ରାମଦେବ ଏହି ଭାଇରାଲ ଭିଡିଓରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ର ଲୋକଙ୍କ ବିରୋଧରେ ଟିପ୍ପଣୀ କରୁଥିବା ଦେଖିବାକୁ…