ପିଓକେ ବୁଲିଲେ ବ୍ରିଟିଶ ରାଜଦୂତ, ଭାରତର କଡ଼ା ପ୍ରତିକ୍ରିୟା
ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ବ୍ରିଟିଶ ହାଇକମିଶନର ଜିନ୍ ମେରିୟଟ୍ ଙ୍କ ଗସ୍ତକୁ ଭାରତ ତୀବ୍ର ବିରୋଧ କରି ଏହାକୁ ନିଜର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହିଛି। ୨୦୨୪ ଜାନୁଆରି ୧୦ ତାରିଖରେ ଇସଲାମାବାଦରେ ଥିବା ବ୍ରିଟିଶ ହାଇକମିଶନରଙ୍କ ପାକିସ୍ତାନ…
