ଚାକିରି ଦୁର୍ନୀତି ମାମଲା; ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଘରେ ପଶିଲା ଇଡି

ଚାକିରି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀଙ୍କ ଘରେ ପଶିଲା ଇଡି। ଆଜି ସକାଳୁ ସକାଳୁ ଇଡି ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି। ଏହି ମନ୍ତ୍ରୀଜଣକ ହେଉଛନ୍ତି ପଶ୍ଚିମବଙ୍ଗର ଅଗ୍ନିଶମ ଓ ଜରୁରୀକାଳୀନ ସେବା ମନ୍ତ୍ରୀ…

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସପେକ୍ଟର; ମିଳିଲା ୨୫ ଲକ୍ଷ!

ଭୁବନେଶ୍ଵର: ଗାଡ଼ିରେ ବିଡ଼ାବିଡ଼ା ନୋଟ ନେଇ ଘରକୁ ଯାଉଥିଲେ ଟ୍ରାଫିକ ଇନସପେକ୍ଟର। ବାଟରୁ ଟ୍ରାଫିକ ଇନସପେକ୍ଟରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ତାଳଚେର ଟ୍ରାଫିକ୍ ଇନିସପେକ୍ଟର ଜିତେନ୍ଦ୍ର ବେହେରାଙ୍କ ଗାଡ଼ିରୁ ଭିଜିଲାନ୍ସ ୧୧, ୧୫, ୪୭୦ ଟଙ୍କା ଜବତ କରିବା ସହ ତାଙ୍କ ଘରୁ ପୁଳାପୁଳା ଟଙ୍କାସହ ସୁନା ଅଳଙ୍କାର…

ପ୍ରାପ୍ତବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ସିନେମାର ୨୪ ବର୍ଷୀୟ ଅଭିନେତ୍ରୀ ମୃତ

ତ୍ରୁଜିଲୋ: ପ୍ରାପ୍ତବୟସ୍କଙ୍କ ନିମିତ୍ତ ଉଦ୍ଦିଷ୍ଟ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀଙ୍କୁ ଜାନୁଆରି ୬ ତାରିଖ ଦିନ ପେରୁ ଅନ୍ତର୍ଗତ ତ୍ରୁଜିଲୋରେ ଥିବା ତାଙ୍କ ବାସଭବନରୁ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି। ମୃତା ଅଭିନେତ୍ରୀ ହେଉଛନ୍ତି, ପେରୁରେ ଥିବା ପ୍ରଖ୍ୟାତ…

ମହିଳା ସବ-ଇନ୍ସପେକ୍ଟରଙ୍କୁ ଆକ୍ରମଣ, କର୍ପୋରେଟର ଅଟକ

ଭୁବନେଶ୍ୱର : ରାଜଧାନୀରେ ମହିଳା ସବ-ଇନ୍ସପେକ୍ଟରଙ୍କୁ ଆକ୍ରମଣ । କର୍ପୋରେଟର ଅଟକ । ପୁରୀ ବାଇପାସ୍ ରାସ୍ତା କାମ ଚାଲିଥିବା ବେଳେ ଏହି କାମକୁ ଅଟକାଇଥିଲେ ୨୯ ନମ୍ବର କର୍ପୋରେଟର ଅପୂର୍ବ ରାଉତ । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ମଞ୍ଚେଶ୍ବର ଥାନା…

ଯୋଗୀଙ୍କ କଡ଼ା ନିର୍ଦ୍ଦେଶ; ୨୨ରେ ବନ୍ଦ ରହିବ ରାଜ୍ୟର ସବୁ ମଦ ଦୋକାନ

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ହେବ। ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ସରିଛି। ସମଗ୍ର ରାଜ୍ୟରେ ଏବେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଏପରି ସ୍ଥିତିରେ ଉକ୍ତ ଦିନ ଅର୍ଥାତ ୨୨…

ନକ୍ସଲଙ୍କ ଗୁଳିରେ ଟଳି ପଡିଲେ ଆଉଜଣେ ନକ୍ସଲ

ଝାଡଖଣ୍ଡ: ନକ୍ସଲଙ୍କ ଗୁଳିରେ ଟଳି ପଡିଲେ ଆଉଜଣେ ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ନିଜର ପୁରୁଣା ସାଥୀକୁ ଗୁଳି ମାରି ହତ୍ୟା କରିଛନ୍ତି ନକ୍ସଲ । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଦେଖିବାକୁ ମିଳିଛି ଏହି ଘଟଣା । ମୃତକ ନକ୍ସଲ ଜଣଙ୍କ…

ବିମାନ ବନ୍ଦରରୁ ଗିରଫ ହେଲେ ୪୦ କୋଟି ଟଙ୍କା ମୂଲ୍ୟର ‘କୋକେନ୍‌’ ରଖିଥିବା ୨୧ ବର୍ଷୀୟ ଯୁବତୀ

ମୁମ୍ବାଇ: ‘କୋକେନ୍‌’ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଆଜି ମହାରାଷ୍ଟ୍ରର ମୁମ୍ବାଇ ବିମାନ ବନ୍ଦରରେ ଥାଇଲାଣ୍ଡ୍‌ର ଜଣେ ୨୧ ବର୍ଷୀୟ ତରୁଣୀଙ୍କୁ ‘ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ’ (ଡିଆର୍‌ଆଇ) ଗିରଫ କରିଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି। ବିଶ୍ବସ୍ତସୂତ୍ରରୁ ସୂଚନା ଅନୁସାରେ କାର୍ଯ୍ୟକରି…

ସାଂସଦ ବିଧାୟକଙ୍କ ଫୌଜଦାରୀ ମାମଲା ପ୍ରସଙ୍ଗ, ରାଜ୍ୟ ସରକାର ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟର ସାଂସଦ ଓ ବିଧାୟକଙ୍କ ନାମରେ ରୁଜ୍ଜୁ ହୋଇଥିବା ଫୌଜଦାରୀ ମାମଲାର ତ୍ୱରିତ ଶୁଣାଣି ପାଇଁ କି ପଦକ୍ଷେପ ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ହାଇକୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ । ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସାଂସଦ…

ମଣିପୁରରେ ଥମୁନି ହିଂସା; ପିତାପୁତ୍ର ସମେତ ୪ ଜଣଙ୍କୁ ଅପହରଣ ପରେ ହତ୍ୟା

ପୁଣି ଅଶାନ୍ତ ହୋଇ ଉଠିଛି ମଣିପୁର। ହୋଇଛି ରକ୍ତପାତ । ଗଡ଼ିଛି ନିରୀହ ମୁଣ୍ଡ। ଆତଙ୍କବାଦୀମାନେ ୪ ନିରୀହ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତ ବୁଧବାରଠୁ ମଣିପୁରର ବିଷ୍ଣୁପୁର ଜିଲ୍ଲାର ଅକାସୋଇ ଗ୍ରାମର ୪ ଜଣ ନିଖୋଜ…

ଶ୍ରୀମନ୍ଦିରରେ ଡିଅର ପୁରୁଷ ଟିମ୍, ମହାପ୍ରଭୁଙ୍କୁ କଲେ ପ୍ରଥମ ଟିକେଟ୍ ସମର୍ପଣ

ପୁରୀ: ଭିନ୍ନ ଏକ କାହାଣୀକୁ ନେଇ ଖୁବ୍ ଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଛଳଚ୍ଚିତ୍ର ଡିଅର ପୁରୁଷ । ଏହାରି ଭିତରେ ଶ୍ରୀମନ୍ଦିର ସାମ୍ନାରେ ଫିଲ୍ମଟିର ଗ୍ରାଣ୍ଡ ପ୍ରୀମିଅର ସୋ କରାଯାଇଛି । ପ୍ରଥମ ଟିକେଟ କୁ ମହାପ୍ରଭୁଙ୍କ ପାଖରେ ଅର୍ପଣ…