କୋଣାର୍କରେ ଟଳି ପଡ଼ିଲେ ମହାରାଷ୍ଟ୍ରର ମହିଳା ପର୍ଯ୍ୟଟକ

କୋଣାର୍କ : କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାକୁ ଆସିଥିଲେ ମହାରାଷ୍ଟ୍ରର ମହିଳା ପର୍ଯ୍ୟଟକ। ହେଲେ ବିଚ୍‌ ରାସ୍ତାରେ ଟଳି ପଡ଼ିଲେ। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହେଉଛି। ଗଙ୍ଗା ସାଗର ବୁଡ଼ ପକାଇବା ପାଇଁ ଏକ ବସ୍‌ରେ ମହାରାଷ୍ଟ୍ରର…

ପାହାଡ଼ ଉପରେ ଠିଆ ହୋଇଛି ଭବ୍ୟ ମନ୍ଦିର, ପୂଜା ପାଇବେ ଶ୍ରୀରାମ

ନୟାଗଡ଼ : ପ୍ରକୃତି ମାଆ ସବୁଜିମା ଚାଦରରେ ଘୋଡେଇ ହୋଇଛି ଫତେଗଡ଼ ପାହାଡ଼। ସେହି ପାହାଡ଼ର ଶୀର୍ଷରେ ତିଆରି ଚାଲିଛି ଆକର୍ଷଣୀୟ ମନ୍ଦିର। ଶ୍ରୀମନ୍ଦିର, କୋଣାର୍କ ଓ ତାରାତାରିଣୀ ମନ୍ଦିର ଢାଞ୍ଚାରେ ନିର୍ମାଣ ଚାଲିଥିବା ଏହି ମନ୍ଦିରରେ ପୂଜା ପାଇବେ ମର୍ଯ୍ୟାଦା…

ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରୁଥିଲେ: ଧରାପଡ଼ିଲେ ୪ ଶିକ୍ଷକ, ଏତଲା ଦେଲେ କାଶୀପୁର ବିଇଓ

ରାୟଗଡ଼ା: ରାୟଗଡା ଜିଲ୍ଲା କାଶୀପୁର ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା ୪ ଜଣ ଜାଲିଆତି ଶିକ୍ଷକ ଚିହ୍ନଟ ହୋଇଛନ୍ତି। ଦୁଇଜଣଙ୍କ ବିରୋଧୀରେ ଗୁରୁବାର କାଶୀପୁର ଥାନାରେ ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ ହେଇଥିବାବେଳେ ଅନ୍ୟ ଦୁଇଜଣଙ୍କ ବିରୋଧରେ ସମ୍ପୂର୍ଣ୍ଣ ତଦନ୍ତ…

ଉନ୍ନୟନ ମୂଳକ କାମରେ ଅବହେଳା ନେଇ ଇସ୍ତଫା ଦେଲେ ତେଲକୋଇ ବ୍ଲକର ୧୯ ସରପଞ୍ଚ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅଧୀନ ଗ୍ରାମପଞ୍ଚାୟତଗୁଡ଼ିକରୁ ଆଜି ୧୯ ଜଣ ସରପଞ୍ଚ ନିଜ ପଦବିରୁ ସାମୁହିକ ଇସ୍ତଫା ଦେଇଛନ୍ତି। ପଞ୍ଚାୟତ ସ୍ତରରେ ଉନ୍ନୟନ ମୂଳକ କାମରେ ସେମାନଙ୍କର କତୃତ୍ୱ ରହୁନଥିବାରୁ ସେମାନେ ଏହି ଭଳି ପଦକ୍ଷେପ ନେଇଛନ୍ତି। ଶ୍ରୀକ୍ଷେତ୍ରରେ…

୪ ବର୍ଷର ପୁଅକୁ ମାଆ ହତ୍ୟା କରିଥିବା ମାମଲା: ମିଳିଲା ରକ୍ତ ଛିଟା

ନୂଆଦିଲ୍ଲୀ: ଗୋଆରେ ନିଜର ୪ ବର୍ଷର ଶିଶୁକୁ ହତ୍ୟା କରିଥିବା ବେଙ୍ଗାଲୁରୁର ସିଇଓ ସୁଚନା ସେଥ ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି। ତାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଏବେ ଗୋଆ ଡିଜିପି ଜସପାଲ ସିଂ…

ବଳାତ୍କାର ଅଭିଯୋଗରେ ବନ୍ଧା ହେଲେ ନେପାଳର ‘ବୁଦ୍ଧ ବୟ’

କାଠମାଣ୍ଡୁ : ନେପାଳରେ ‘ବୁଦ୍ଧ ବୟ’ ନାମରେ ଖୁବ ପରିଚିତ ଆଧ୍ୟାତ୍ମିକ ନେତା ରାମ ବାହାଦୁର ବୋମଜନଙ୍କୁ ବାନ୍ଧିଛି ପୁଲିସ୍‌। ବହୁ ଲୋକ ତାଙ୍କୁ ବୁଦ୍ଧଙ୍କ ଅବତାର ମାନୁଥିବା ବେଳେ ତାଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ‘ବୁଦ୍ଧ ବୟ’ଙ୍କ…

ମାଆ, ପୁଅଙ୍କ ଅଶ୍ଳୀଳ ଭିଡିଓ ପ୍ରଦର୍ଶନ ପାଇଁ ‘ୟୁଟ୍ୟୁବ୍‌ ଇଣ୍ଡିଆ’କୁ ମିଳିଲା ସମନ୍‌

ନୂଆଦିଲ୍ଳୀ: ମାଆ ଓ ପୁଅଙ୍କ ଉପରେ ଆପତ୍ତିଜନକ ବିଷୟବସ୍ତୁ ପ୍ରଦର୍ଶନକୁ ନେଇ ୟୁଟ୍ୟୁବ୍‌ ଇଣ୍ଡିଆକୁ ଆନୁଷ୍ଠାନିକ ସମନ୍‌ ଜାରି ହୋଇଛି। ନ୍ୟାସନାଲ କମିସନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ୟୁଟ୍ୟୁବ ଇଣ୍ଡିଆର ସରକାରୀ ବ୍ୟାପାର ତଥା ଜନ ନୀତି…

ଉଦ୍ଧବଙ୍କୁ ଝଟ୍‌କା ପରେ ଭୟରେ ପାଓ୍ୱାର ଗ୍ରୁପ୍‌

ମୁମ୍ବାଇ : ମହାରାଷ୍ଟ୍ର ବାଚସ୍ପତିଙ୍କ ରାୟ ପରେ ଶିବସେନା (ୟୁବିଟି)କୁ ଝଟକା ଲାଗିଛି। ଏହାପରେ ଦଳର ଅନ୍ୟତମ ସହଯୋଗୀ ଦଳ ତଥା ଶରଦ ପାଓ୍ୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ଭୟ ଘାରିଛି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପିରେ ବିଭାଜନ ପରେ ସମାନ…

ଆତଙ୍କବାଦୀଙ୍କ ଟାର୍ଗେଟରେ ରାମ ମନ୍ଦିର, ସତର୍କ କଲା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ:ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରାମ ମନ୍ଦିର। ଉଦ୍‌ଘାଟନ ପୂର୍ବରୁ ସତର୍କ କରାଇଲା ଗୁଇନ୍ଦା ବିଭାଗ। ଅଯୋଧ୍ୟା ରାମ ମନ୍ଦିରରେ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଖବର ସାମ୍ନାକୁ ଆସିବା ପରେ ଚାରିଆଡେ ହାଇ ଆଲର୍ଟ ଜାରି ହୋଇଛି।…

ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପାଇଁ ଶତ ପ୍ରତିଶତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଛି: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମ୍ବନ୍ଧରେ ନୂତନ ସୂଚନା ଦେଇଛନ୍ତି। ମୁମ୍ବାଇ-ଅହମ୍ମଦାବାଦ ମାର୍ଗରେ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦୮ କିଲୋମିଟର ମାର୍ଗର ୨୭୦ କିଲୋମିଟରରେ ତାର ପାଇଁ…