ବାଣପୁରକୁ ୩୩କୋଟି, ଫ୍ରେବୃଆରି ଶେଷରେ ଚିଲିକାକୁ ଗଡ଼ିବ ଲକ୍ଷ୍ମୀ ବସ୍ : କାର୍ତ୍ତିକ ପାଣ୍ଡିଆନ

ଖୋର୍ଦ୍ଧା: ବାଣପୁରକୁ ୩୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର ପାଇଁ ପ୍ରତିଶ୍ରୁତି । ଚିଲିକା ନିର୍ବାଚନୀମଣ୍ଡଳୀରେ ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଗଡିବ । ଆସନ୍ତା ପ୍ରେବୃଆରି ଶେଷ ଆଡକୁ ଏହାର ଶୁଭାରମ୍ଭ ହେବ ବୋଲି କହିଛନ୍ତି 5T ଓ ନବୀନ ଓଡିଶା…

ଶ୍ରୀଜଗନ୍ନାଥ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀ ଗଡ଼ିବ ସ୍ୱତନ୍ତ୍ର ବସ୍। ଶ୍ରୀଜଗନ୍ନାଥ ବସରେ ପୁରୀ ଆସିବେ ଶ୍ରଦ୍ଧାଳୁ। ୬୦ଟି ବସରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ପୁରୀକୁ ଆସିବେ। ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ବସର ଶୁଭାରମ୍ଭ କରିବେ। ଏନେଇ…

ରାଜଧାନୀରେ ଚୋରକୁ ଧରିବ Google ମ୍ୟାପ୍

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି ଡ଼କାୟତି । ଗତ କିଛି ଦିନ ହେବ ଘରେ ପଶି କଳା କନା ବୁଲାଇବା ଠାରୁ ଆରମ୍ଭ କରି ରାସ୍ତାରେ ଚେନ୍ ଲୁଟେରାଙ୍କ ପ୍ରାଦୁର୍ଭାବ ବଢୁଛି । ଏଭଳି ଘଟଣା ପୋଲିସ…

ନୂଆ-ଓ କାର୍ଯ୍ୟକ୍ରମରେ ଅଘଟଣ: ୨ ଛାତ୍ରୀ ଗୁରୁତର

ରାୟଗଡ଼ାରେ ନୂଆ-ଓ କାର୍ଯ୍ୟକ୍ରମରେ ଅଘଟଣ। ଠେଲାପେଲାରେ ୨ଛାତ୍ରୀ ଗୁରୁତର। ଜିଆଇସିଆର କଲେଜ ଖେଳ ପଡ଼ିଆରେ କାର୍ଯ୍ୟକ୍ରମ ବେଳେ ଏହି ଅଘଟଣ ଘଟିଛି ହୋଇଥିବା ସୂଚନା ମିଳିଛି | ଜଣେ ଛାତ୍ରୀ ଖାଇବା ଆଣିବାକୁ ଗଲାବେଳେ ଗରମ ତେଲ କଡ଼େଇରେ ପଡ଼ି ଯାଇଥିଲେ।…

ଅର୍ପଣ ରଥ ପରିକ୍ରମାକୁ ନେଇ ବିବାଦ, ଜଗନ୍ନାଥ ମନ୍ଦିର ଆଗରେ ଧାରଣାରେ ବସିଲେ ଗ୍ରାମବାସୀ

ଗଞ୍ଜାମ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗାଁ ଠୁ ସହର ସବୁଠି ବୁଲୁଛି ଅର୍ପଣ ରଥ । ହେଲେ ଏହି ଅର୍ପଣ ରଥ ପରିକ୍ରମାକୁ ନେଇ ଏକ ବିବାଦ ସାମ୍ନାକୁ ଆସିଛି । ଯାହାର ପ୍ରତିବାଦରେ ଜଗନ୍ନାଥ ମନ୍ଦିର ଆଗରେ…

ଅର୍ଦ୍ଧନିର୍ମିତ ରାମ ମନ୍ଦିରର ଉଦ୍‌ଘାଟନକୁ କଂଗ୍ରେସର ନା’

ଠିକ୍‌ ସାଧାରଣ ନିର୍ବାଚନ ପୂର୍ବରୁ ଉଦ୍‌ଘାଟନ ହେଉଛି ଅଯୋଧ୍ୟା ରାମ ମନ୍ଦିର। ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବା ଏହି ଉଦ୍‌ଘାଟନକୁ ବୟକଟ୍‌ କରିଛି କଂଗ୍ରେସ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ମିଳିଥିବା ଆମନ୍ତ୍ରଣକୁ କଂଗ୍ରେସ ସିଧାସଳଖ ଅସ୍ୱୀକାର କରିଛି। ଅର୍ଦ୍ଧନିର୍ମିତ…

ରାମ ମନ୍ଦିର ପାଇଁ ଅଯୋଧ୍ୟାରେ ପହଞ୍ଚିଲା ୨୪୦୦ କେଜିର ଘଣ୍ଟି

ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ହେବ। ମନ୍ଦିରର ଗର୍ଭଗୃହରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ମନ୍ଦିରରେ ୨୪୦୦ କିଲୋଗ୍ରାମର ଏକ ଘଣ୍ଟି ଲାଗିବ। ଏହି ଘଣ୍ଟି ଅଯୋଧ୍ୟାରେ ପହଞ୍ଚି ସାରିଛି। ରାମ ମନ୍ଦିରର ଉଦଘାଟନ ଜାନୁଆରୀ ୨୨ରେ…

ପୁଅକୁ ହତ୍ୟା କରି ନଥିବା ଦାବି କଲେ ସିଇଓ ମା’ ସୂଚନା ସେଠ୍‌

ବେଙ୍ଗାଲୁରୁ ଭିତ୍ତିକ ଷ୍ଟାର୍ଟଅପ୍‌ ସିଇଓ ସୂଚନା ସେଠ୍‌ ନିଜର ୪ ବର୍ଷର ପୁଅକୁ ହତ୍ୟା କରି ନଥିବା କହିଛନ୍ତି। ଗୋଆର ଗୋଟିଏ ସର୍ଭିସ ଆପାର୍ଟମେଣ୍ଟରେ ସୂଚନା ନିଜ ପୁଅକୁ ମାରିବା ପରେ ମୃତଦେହକୁ ଗୋଟିଏ ବ୍ୟାଗରେ ଭର୍ତ୍ତି ବେଙ୍ଗାଲୁରୁ ନେବାକୁ ଚେଷ୍ଟା କରୁଥିଲେ।…

ଚନ୍ଦ୍ରବାବୁ ନାଇଡୁଙ୍କୁ ଆଶ୍ୱସ୍ତି; ୩ଟି ମାମଲାରେ ମିଳିଲା ଆଗୁଆ ଜାମିନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ୩ଟି ମାମଲାରେ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ଇନର୍‌ ରିଙ୍ଗରୋଡ୍‌ (ଆଇଆରଆର) ମାମଲା, ଅବକାରୀ ନୀତି ମାମଲା ଏବଂ ବାଲି ଖନନ ମାମଲାରେ ହାଇକୋର୍ଟ ବର୍ତ୍ତମାନ ବିରୋଧୀ ଦଳ ନେତା…

ଯେବେ ମନ ହେବ ସେବେ ରାମମନ୍ଦିର ଯିବି: ସଚିନ ପାଇଲଟ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ଅନେକ ଆଲୋଚନା ହେଉଛି। ଦେଶର ଜଣାଶୁଣା ବ୍ୟକ୍ତିତ୍ୱମାନଙ୍କୁ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରାଯାଉଛି | ଏହି ସମୟରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା…