ସବୁ ଛକ ହେବ ‘ଗ୍ରୀନ୍‌‌ କରିଡର୍‌‌’, ଅଟକିବନି ଜରୁରିକାଳୀନ ସେବା ଯୋଗାଉଥିବା ଗାଡ଼ି

ଭୁବନେଶ୍ୱର: ଏଣିକି ଟ୍ରାଫିକରେ ଅଟକିବନି ଗାଡ଼ି। ଗୋଟିଏ ଟ୍ରାଫିକ ଛକରୁ ଆଉ ଗୋଟିଏ ଟ୍ରାଫିକ ଛକରେ ପହଞ୍ଚିବା ବେଳକୁ ସେଇ ଛକରେ ଜଳିବ ସବୁଜବତି (ଗ୍ରୀନ୍‌‌ ସିଗ୍‌‌ନାଲ୍‌‌)। ଫଳରେ ଗାଡ଼ିଚାଳକ କୌଣସି ଛକରେ ଅଟକିବେ ନାହିଁ। ଏହାଦ୍ୱାରା ଲୋକଙ୍କ ବହୁମୂଲ୍ୟ ସମୟ…

ସିଟ ଶେୟାରିଂକୁ ନେଇ MVAରେ ବିବାଦ! ୨୩ ଆସନ ଦାବି କଲେ ସଞ୍ଜୟ ରାଉତ

ମହାରାଷ୍ଟ୍ରରେ ଏନସିପି, ଶିବସେନା(ୟୁବିଟି) ଓ କଂଗ୍ରେସକୁ ନେଇ ଗଠନ ହୋଇଥିବା ମହା ବିକାଶ ଅଘାଡି(MVA)ରେ ସିଟ ଶେୟାରିଂ ଫର୍ମୁଲାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିଜେପି ବିରୋଧରେ ଏହି ଦଳଗୁଡ଼ିକ ମହାରାଷ୍ଟ୍ରରେ ଏକାଠି ଲୋକସଭା ନିର୍ବାଚନ ଲଢ଼ିବେ। କିନ୍ତୁ କେଉଁ ଦଳ କେତୋଟି…

ରାଇଘର ଗ୍ରସ୍ତରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍

ନବରଙ୍ଗପୁର ଜିଲ୍ଲା ରାଇଘର ଗ୍ରସ୍ତରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଗତ ମାର୍ଚ୍ଚ ମାସରେ ଜିଲ୍ଲାବାସୀଙ୍କୁ ଦେଇଥିବା ଅଭିଯୋଗ ମଧ୍ୟରୁ ୫୦ ଟିର ସମାଧାନ ହୋଇଥିବା ବେଳେ ଆଉ କିଛି ଅଭିଯୋଗର ସମାଧାନ ହେବ ବୋଲି…

ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ, ଆହୁରି ୧୩ଟି ଲାଗିବ

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମାଣାଧୀନ ଥିବା ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଆଜି ଅଯୋଧ୍ୟା ରାମ ମନ୍ଦିରରେ ଲାଗିଛି ପ୍ରଥମ ସୁନା…

ସଂପୂର୍ଣ୍ଣ ନିଶା ମୁକ୍ତ ହେବ ରାଜ୍ୟର ସବୁ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସ

ଭୁବନେଶ୍ୱର :  ସଂପୂର୍ଣ୍ଣ ନିଶା ମୁକ୍ତ ହେବ ରାଜ୍ୟର ସବୁ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସ। କେବଳ ଛାତ୍ରଛାତ୍ରୀ ନୁହେଁ ଅଧ୍ୟାପକ ମାନେ ବି ଏଣିକି ଦାଖଲ କରିବେ Anti Drug Declaration । ରାଜ୍ୟର ସବୁ ଯୁକ୍ତ ଦୁଇ, ଯୁକ୍ତ ତିନି…

ପ୍ରାଣପ୍ରତିଷ୍ଠା ପୂର୍ବରୁ ନଗର ପରିକ୍ରମା କରିବେ ନାହିଁ ରାମଲଲା

ଲକ୍ଷ୍ନୌ: ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ଜାନୁଆରି ୨୨ ତାରିଖ‌ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ତେବେ ଏହି  ସମାରୋହ ପୂର୍ବରୁ ଜାନୁଆରି ୧୭ରେ ପ୍ରସ୍ତାବିତ ରାମଲଲାଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମ ରହିଥିଲା। ଯାହାକୁ ନେଇ ରାମଭକ୍ତଙ୍କ ମଧ୍ୟରେ…

ଅଯୋଧ୍ୟା ଯିବେ ପୁରୀର ୬ ମଠାଧୀଶ

ପୁରୀ: ଅଯୋଧ୍ୟାରୁ ଆସିଛି ଡାକରା । ଅଯୋଧ୍ୟା ଯିବେ ପୁରୀର ୬ ମଠାଧୀଶ । ଆସନ୍ତା ଜାନୁଆରୀ ୨୨ ତାରିଖ ପୌଷ ଶୁକ୍ଳ ଦ୍ଵାଦଶୀ ତିଥିରେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହି ମହୋତ୍ସବ…

ଶୋଭାଯାତ୍ରା ଉପରକୁ ପଥର ମାଡ଼ ପରେ ଲାଗିଲା କର୍ଫ୍ୟୁ

ମଧ୍ୟପ୍ରଦେଶର ବିଭିନ୍ନ ଅଞ୍ଚଳରେ ଲାଗିଲା ଧାରା ୧୪୪। ଅକ୍ଷୟ କଳସ ଶୋଭାଯାତ୍ରା ଉପରକୁ ପଥର ମାଡ଼ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କର୍ଫ୍ୟୁ ଲଗାଇଛନ୍ତି। ଏନେଇ ଶାଜାପୁର ଜିଲ୍ଲାପାଳ ଏକ୍ସ ଯୋଗେ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ରିଜୁ ବଫନା ପୋଷ୍ଟ…

ଅଙ୍ଗନବାଡ଼ି ଓ ଆଶାଦିଦିଙ୍କ ଦରମା ଖୁବ୍‌ ଶୀଘ୍ର ବଢ଼ିବ : ୫ଟି ଅଧ୍ୟକ୍ଷ

ଭୁବନେଶ୍ବର/ରାଇଘର: ଅଙ୍ଗନବାଡ଼ି ଓ ଆଶାଦିଦିମାନଙ୍କର ଦରମା ଖୁବ୍‌ ଶୀଘ୍ର ବଢ଼ିବ। ଏହା ଦ୍ବାରା ରାଜ୍ୟର ଲକ୍ଷାଧିକ କର୍ମଚାରୀ ଉପକୃତ ହେବେ। ରାଜ୍ୟ ସରକାର ଏଦିଗରେ କାମ କରୁଛନ୍ତି। ନବରଂଗପୁର ଜିଲ୍ଲା ଗସ୍ତରେ ୫ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ…

ହୋଟେଲରେ ପୁଅକୁ ମାରି ସୁଟକେସରେ ଭର୍ତ୍ତି କରି ନେଇଗଲା ମାଆ

ଆଜି ଦିନ ତମାମ ଏକ ଖବର ଭାରି ଚର୍ଚ୍ଚାରେ ରହିଛି । ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି ଜଣେ ଚର୍ଚ୍ଚିତ ମହିଳାଙ୍କ ଚେହେରା । ଆପଣ ଦେଖୁଥିବା ଏ ମହିଳା ଜଣଙ୍କ ନିଜ ସ୍ୱାମୀର ପ୍ରତିଶୋଧ ନିଜ ଜନ୍ମ କଲା…