ଅର୍ପଣ ରଥକୁ ପୂଜା ବେଳେ ଅଘଟଣ, ବୃଦ୍ଧାଙ୍କ ଦେହରେ ଲାଗିଗଲା ନିଆଁ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ସାରା ରାଜ୍ୟରେ ବୁଲୁଛି ଅର୍ପଣ ରଥ। ସାରା ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ଠାରୁ ପ୍ରକଳ୍ପ ଳୋକାର୍ପଣ ଉତ୍ସବ ପାଇଁ ଗୁଆ ଓ ଚାଉଳ ସଂଗ୍ରହ କରାଯାଉଛି। ଏହି କ୍ରମରେ ଆଜି କଟକ ଜିଲ୍ଲା ଆଠଗଡ଼…