ବିହାର ସିଟ ଶେୟାରିଂ ଫର୍ମୁଲା: କଂଗ୍ରେସ ଦେଲା ଏମିତି ପ୍ରସ୍ତାବ

ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ଇଣ୍ଡିଆ ମେଣ୍ଟ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ବିହାରରେ ସିଟ ଶେୟାରିଂ ଫର୍ମୁଲାକୁ ନେଇ ବଡ଼ ପ୍ରସ୍ତାବ ଦେଇଛି କଂଗ୍ରେସ। ଇଣ୍ଡିଆ ମେଣ୍ଟରେ ଥିବା ଜେଡିୟୁ ଓ ଆରଜେଡି ୧୬ଟି ଲେଖାଏ ଆସନରେ ଲଢ଼ିବାକୁ ଚାହୁଁଥିଲେ ହେଁ…

୨୧ ତାରିଖରେ ପୁରୀରୁ ଆରମ୍ଭ ହେବ କଂଗ୍ରେସର ବସ ଯାତ୍ରା

ଭୁବନେଶ୍ୱର:୨୧ ତାରିଖରେ ପୁରୀରୁ ଆରମ୍ଭ ହେବ କଂଗ୍ରେସର ବସ ଯାତ୍ରା । ଜଗନ୍ନାଥଙ୍କ ଦର୍ଶନ କରି ଶ୍ରୀକ୍ଷେତ୍ରରୁ ଗଡିବ କଂଗ୍ରେସ ବସ୍ । ରାଜ୍ୟର ସବୁ ନିର୍ବାଚନ ମଣ୍ଡଳି ବୁଲିବ ଦୁଇଟି ବସ୍ । ୪୦ରୁ ଅଧିକ ନେତା ବସ ଯୋଗେ…

ବିଲକିସ ବାନୋ ମାମଲାରେ ‘ସୁପ୍ରିମ’ ରାୟ: ବିଜେପି ଉପରେ ବର୍ଷିଲେ ବିରୋଧୀ

ବହୁ ଚର୍ଚ୍ଚିତ ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ ବାନୋ ମାମଲାରେ ଆଜି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧୀ ଦଳଗୁଡ଼ିକ ସ୍ୱାଗତ କରିଛନ୍ତି। ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ପରିବାର ସଦସ୍ୟ ଓ ଛୋଟ ଝିଅକୁ ହତ୍ୟା କରିବା ଘଟଣାରେ…

ଜଟଣୀରୁ ୪୧ ଗ୍ରାମ ଓଜନର ବ୍ରାଉନସୁଗାର ଜବତ, ୨ ଗିରଫ

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ବ୍ରାଉନସୁଗାର ଜବତ । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଉଭୟଙ୍କ ନିକଟରୁ ୪୧ ଗ୍ରାମ ଓଜନର ବ୍ରାଉନ ସୁଗାର ଏବଂ ୪ ହଜାର ୩୭୦ ଟଙ୍କା ଜବତ ହୋଇଛି । ଖବର…

ପୂର୍ବତନ ବିଧାୟକଙ୍କୁ ଗିରଫ କଲା ଇଡି

ବେଆଇନ ଖଣି ଖନନ ଓ ଇ-ବାହନ ଦୁର୍ନୀତି ଘଟଣାରେ ଆଜି ହରିଆଣାର ପୂର୍ବତନ ବିଧାୟକ ଦିଲବାଗ ସିଂହଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଗିରଫ କରିଛି। ତାଙ୍କ ସହଯୋଗୀ କୁଲବିନ୍ଦର ସିଂହଙ୍କୁ ମଧ୍ୟ ଇଡି ସମାନ ମାମଲାରେ ବାନ୍ଧିଛି। ଜାନୁଆରୀ ୪ରୁ…

ପୌର ନିର୍ବାହୀ ଅଧିକାରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌର ନିର୍ବାହୀ ଅଧିକାରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ । ଅଳ୍ପକେ ବାର୍ତ୍ତିଲେ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା । ପେଟ୍ରୋଲ ଢ଼ାଳିଥିବା ଯୁବକକୁ କାବୁକଲେ ପୌର କର୍ମଚାରୀ । ଅଭିଯୁକ୍ତ ଯୁବକ…

ସଲମାନଙ୍କ ଫାର୍ମ ହାଉସରେ ପଶିବାକୁ ଚେଷ୍ଟା କରି ୨ ଗିରଫ

ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ଯେବେ ଠାରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ହତ୍ୟା ଧମକ ମିଳିଛି, ସେବେଠୁ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏହାରି ଭିତରେ ତାଙ୍କ ପନଭେଲ ସ୍ଥିତ ଫାର୍ମ ହାଉସକୁ ପଶିବାକୁ କିଛି ସନ୍ଦିଗ୍ଧ ବ୍ୟକ୍ତି ଚେଷ୍ଟା…

ଆସନ୍ତାକାଲି ମାଲକାନଗିରି ବିମାନ ବନ୍ଦରର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି  :  ବିକାଶର ନୂଆ ଯାତ୍ରାରେ ଖୁବଶୀଘ୍ର ଯୋଡ଼ି ହେବ ମାଲକାନଗିରି । ଆସନ୍ତାକାଲି ବିମାନ ବନ୍ଦରର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସହ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆସିବାର କାର୍ଯ୍ୟକ୍ରମ ରହିଛି। କାଲି ସକାଳ…

ଜଗନ୍ନାଥ ଧାମରେ ବଲିଉଡର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ୍

ପୁରୀ: ଜଗନ୍ନାଥ ଧାମରେ ବଲିଉଡର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ପଦ୍ମଶ୍ରୀ ଶଙ୍କର ମହାଦେବନ୍ । ଆଜି ସକାଳୁ ସକାଳୁ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଛନ୍ତି ଗାୟକ ଶଙ୍କର ମହାଦେବନ୍ ।…

ବିଜେପିକୁ ଝଟ୍‌କା: ନିର୍ବାଚନ ହାରିଗଲେ ୧୦ ଦିନର ମନ୍ତ୍ରୀ

୧୦ ଦିନ ପୂର୍ବେ ଶପଥ ନେଇ ମନ୍ତ୍ରୀ ହୋଇଥିଲେ। ଏବେ ଉପ-ନିର୍ବାଚନରେ ହାରିଗଲେ। ରାଜସ୍ଥାନର କରଣପୁର ବିଧାନସଭା ଆସନରୁ ବିଜେପିକୁ ଲାଗିଛି ଶକ୍ତ ଝଟ୍‌କା। ମନ୍ତ୍ରୀ ହେବାର ୧୦ ଦିନ ପରେ ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟ୍‌ରେ ପରାଜିତ ହୋଇଛନ୍ତି…