ହାଇଟେକ୍ ଟ୍ରାଜେଡି, ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଘରକୁ ଅଣ୍ଡାମାଡ

ଭୁବନେଶ୍ଵର: ହାଇଟେକ୍ ହାଇଡ୍ରାମାକୁ ନେଇ ତାତିଲା କଂଗ୍ରେସ । ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଘରକୁ କଲା ଅଣ୍ଡା ମାଡ । ହାଇଟେକ୍ ହସ୍ପିଟାଲ ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ଛାତ୍ର ଓ ଯୁବ କଂଗ୍ରେସର ବିକ୍ଷୋଭ । ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସରକାରୀ…

ଜେଲ୍‌ରୁ ଆସି ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ସଞ୍ଜୟ ସିଂହ

ଜେଲ୍‌ରୁ ବାହାରକୁ ଆସିଲେ ଆମ ଆଦମୀ ପାର୍ଟି ନେତା ସଞ୍ଜୟ ସିଂହ। ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆପ୍‌ ନେତା ସଞ୍ଜୟ ସିଂହ ଜେଲ୍‌ରୁ ବାହାରକୁ ଆସିବା ପରେ ପରେ ରାଜ୍ୟ ସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି…

ପରିବର୍ଦ୍ଧିତ କାଳିଆ ଛାତ୍ରବୃତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର : କାଳିଆ ଛାତ୍ରବୃତ୍ତି ଯେପରି ଅଧିକ ଉପ‌ଯୋଗୀ ହେବ ଏବଂ ଏହାଦ୍ବାରା ଯେପରି ଅଧିକ ପିଲା ଉପକୃତ ହୋଇପାରିବେ, ସେଥି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଆବଶ୍ୟକ ସଂଶୋଧନ କରାଯାଇ ପରିବର୍ଦ୍ଧିତ କରାଯାଇଛି । ରାଜ୍ୟରେ କାଳିଆ ଛାତ୍ରବୃତ୍ତି ୨୦୨୧-୨୨…

ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ୮ ମହିଳା କନଷ୍ଟେବଳ

ପୁଣି ଖାକିରେ ଲାଗିଲା କଳଙ୍କ। ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ତାଙ୍କ ବିଭାଗର ହିଁ ମହିଳା। ମହାରାଷ୍ଟ୍ର ପୁଲିସର ମହିଳା କର୍ମଚାରୀମାନେ ନିଜ ବିଭାଗର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ। କେବଳ ସେତିକି ନୁହେଁ ଗଣଦୁଷ୍କର୍ମ…

ଆନ୍ଦୋଳନ ରୁ ଓହରିଲା ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ

ଭୁବନେଶ୍ୱର: ଆନ୍ଦୋଳନ ରୁ ଓହରିଲା ଓଡ଼ିଶା ଟ୍ରାନ୍ସପୋର୍ଟ କର୍ମଚାରୀ ମହାସଂଘ । ଆନ୍ଦୋଳନ ପ୍ରତ୍ୟାହୃତ ନେଇ ସୂଚନା ଦେଇଛନ୍ତି ମହାସଂଘ ସଭାପତି ଜନାର୍ଦ୍ଦନ ପତି । ସେ କହିଛନ୍ତି, ମୁଖ୍ୟ ଶାସନ ସଚିବ ଓ ପରିବହନ ସଚିବଙ୍କ ସହ ଆଲୋଚନା ପରେ…

ପୁଣି ତାମିଲନାଡୁରେ ଲଗାଣ ବର୍ଷା; ସ୍କୁଲ୍-କଲେଜ ଛୁଟି

ତାମିଲନାଡୁ ପିଛା ଛାଡୁନି ଲଗାଣ ବର୍ଷା। ପୁଣି ଅଦିନରେ ବର୍ଷା ଜାରି ରହିଛି। ଫଳରେ ରାଜ୍ୟର ଅନେକ ଜିଲ୍ଲାର ସ୍କୁଲ୍-କଲେଜକୁ ଛୁଟି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି 9ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ପ୍ରଭାବିତ…

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ

ଭୁବନେଶ୍ଵର:ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବଳଭଦ୍ର । ଦଳର ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇଥିବା ନେଇ ସୂଚନା ମିଳିଛି । ତେବେ ଦଳରେ ଅବହେଳା ଅଭିଯୋଗ କରି…

ପୋଲିଓ ଟିକା ନେଇ ଯାଉଥିବା ପୁଲିସ ଟିମ୍‌ ଉପରେ ଆକ୍ରମଣ, ୬ ମୃତ

ଭୟଙ୍କର ବିସ୍ଫୋରଣ। ପୋଲିଓ ଟିମ୍‌ର ସୁରକ୍ଷାରେ ଥିବା ପୁଲିସ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୬ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଏଥିସହ ୨୨ ଜଣ ଆହତ ହୋଇଛନ୍ତି। ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ଖୋଦ୍‌ ଆତଙ୍କବାଦୀ…

୮୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କଲେ ବର୍ଷୀୟାନ ସାହିତ୍ୟିକ ଅଭିନ୍ନ ଚନ୍ଦ୍ର ସାହୁ

ଭୁବନେଶ୍ବର: ପରଲୋକରେ ବର୍ଷୀୟାନ ସାହିତ୍ୟିକ ଅଭିନ୍ନ ଚନ୍ଦ୍ର ସାହୁ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅଭିନ୍ନ ଚନ୍ଦ୍ର । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।ସେ…

ରାଜନୀତି ମୈଦାନରେ ବି ରାଗିଗଲେ ବାଂଲାଦେଶ କ୍ୟାପ୍ଟେନ, ଫ୍ୟାନଙ୍କୁ ଚାପୁଡ଼ା ମାରିବାର ଭିଡିଓ ଭାଇରାଲ୍

ପୁଣି ବିବାଦରେ କ୍ରିକେଟର-କମ୍-ରାଜନେତା ସାକିବ ଅଲ ହାସନ। ଶାକିବ ଜଣେ ଫ୍ୟାନଙ୍କୁ ଚାପୁଡ଼ା ମାରିବାର ଭିଡିଓ ଭାଇରାଲ୍ ହେଉଛି। ପ୍ରଥମ କରି ସାଂସଦ ଭାବେ ନିର୍ବାଚିତ ହୋଇଥିବା ବାଂଲାଦେଶ କ୍ରିକେଟ ଟିମ୍ କ୍ୟାପ୍ଟେନଙ୍କ ଏପରି ବ୍ୟବାହାରକୁ ସମାଲୋଚନା କରାଯାଉଛି। ପୂର୍ବରୁ ମଧ୍ୟ ନିଜର କ୍ରୋଧକୁ…