ଫେବୃଆରୀ ୫ରୁ ବିଧାନସଭା, ଆଗତ ହେବ କାମଚଳା ବଜେଟ୍

ଭୁବନେଶ୍ଵର: ଫେବୃଆରୀ ୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏହି ଅଧିବେଶନ ସମୟରେ ଆଗତ ହେବ କାମଚଳା ବଜେଟ୍ । ଅଧିବେଶନ ଫେବୃଆରୀ ୫ ରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏ ନେଇ ବିଧାନସଭା…

ବିଲ୍‌କିସ୍‌ ବାନୋ ମାମଲାରେ ଆତ୍ମସମର୍ପଣ ଅବଧି ବଢ଼ାଇବାକୁ ମନା କରିଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ବିଲ୍‌କିସ୍‌ ବାନୋଙ୍କ ସହିତ ଦୁଷ୍କର୍ମ କରିବା ଓ ତାଙ୍କ ପରିବାରର ୭ ଜଣ ଲୋକଙ୍କୁ ହତ୍ୟା କରି ଜେଲ୍‌ଦଣ୍ଡ ଭୋଗୁଥିବା ୧୧ଜଣ ଦୋଷୀଙ୍କୁ ମୁକ୍ତ କରିବା ଲାଗି ଗୁଜରାଟ ସରକାର ଦେଇଥିବା ଆଦେଶକୁ ଜାନୁଆରି ୮ ତାରିଖରେ ସୁପ୍ରିମ୍‌କୋର୍ଟ ରଦ୍ଦ…

ଟ୍ରକ୍ ଧକ୍କାରେ ଆଶାକର୍ମୀଙ୍କ ମୃତ୍ୟୁ ପରେ ଉତ୍ତେଜନା

ଅନୁଗୁଳ  : ଅନୁଗୁଳରେ ଦୁର୍ଘଟଣା ପରେ ଉତ୍ତେଜନା । ଟ୍ରକ୍ ଧକ୍କାରେ ଆଶାକର୍ମୀଙ୍କ ମୃତ୍ୟୁ ପରେ ଉତ୍ତେଜନା । ଯେଉଁଠି ଟ୍ରାଫିକ ସେଇଠି ଦୁର୍ଘଟଣା ଘଟିଛି। ଅନୁଗୋଳ ଥାନା ଛକରେ ଟ୍ରାଫିକ ଥାଇ ମଧ୍ୟ ଦୁର୍ଘଟଣାରେ ଜଣେ ଆଶା ଦିଦିଙ୍କ ମୃତ୍ୟୁ ହୋଇଛି…

ଜାଗୃତ କୋଟେଚା PepsiCo ଇଣ୍ଡିଆର ନୂଆ ସିଇଓ

ପେପ୍ସିକୋ(PepsiCo) ଇଣ୍ଡିଆର ନୂଆ ସିଇଓ(ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ହେବେ ଜାଗୃତ କୋଟେଚା। ବର୍ତ୍ତମାନର ସିଇଓ ଅହମ୍ମଦ ଏଲ ଶେଖଙ୍କ ସ୍ଥାନାନ୍ତର ପରେ ସେ ଏହି ପଦବୀରେ ବସିବେ। ଜାଗୃତ ବର୍ତ୍ତମାନ ପେପ୍ସିକୋ ଆଫ୍ରିକା, ମଧ୍ୟ ପୂର୍ବ ଏବଂ ଦକ୍ଷିଣ ଆଫ୍ରିକା (AMESA)ର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଭାବେ…

ଭାରୋତ୍ତୋଳନକାରୀ ବିଜୟ କୁମାର ଶତପଥୀଙ୍କୁ ଲାଇଫ ଟାଇମ ଆଚିଭମେଂଟ

ବ୍ରହ୍ମପୁର: କିମ୍ବଦନ୍ତି ଭାରୋତ୍ତୋଳନ ବ୍ୟକ୍ତିତ୍ବ ବିଜୟ କୁମାର ଶତପଥୀଙ୍କୁ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା)ର ଜୀବନବ୍ୟାପୀ ସାଧନା ପୁରସ୍କାର । ଗୁରୁବାର ବ୍ରହ୍ମପୁର ସ୍ଥିତ ବାସଭବନରେ ବିଜୟ କୁମାରଙ୍କୁ ଏହି ପୁରସ୍କାର ପ୍ରଦାନ କରୁଛନ୍ତି ଅନ୍ୟତମ ଅର୍ଜୁନ ପୁରସ୍କାର ବିଜେତା…

ସରକାରୀ ବଙ୍ଗଳା ଖାଲି କଲେ ମହୁଆ ମୋଇତ୍ର

ସରକାରୀ ବଙ୍ଗଳା ଖାଲି କଲେ ଟିଏମସି ନେତ୍ରୀ ମହୁଆ ମୋଇତ୍ର। ବଙ୍ଗଳା ଖାଲି କରିବାକୁ ନେଇ ହାଇକୋର୍ଟରେ କରିଥିବା ଚ୍ୟାଲେଞ୍ଜ ଖାରଜ ହେବା ପରେ ଶେଷରେ ଆଜି ମହୁଆ ରହୁଥିବା ସରକାରୀ ବଙ୍ଗଳା ଖାଲି ହୋଇଛି। ଇଷ୍ଟେଟ ନିର୍ଦ୍ଦେଶାଳୟର ଏକ ଟିମ୍ ବଙ୍ଗଳା ଖାଲି…

ଟ୍ରକକୁ ପଛପଟୁ ଧକ୍କା ଦେଲା ବାଇକ୍, ଦୁଇ ସାଙ୍ଗଙ୍କ ମୃତ୍ୟୁ

ଜଳେଶ୍ୱର  : ବାଇକ୍ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଉଲୁଡା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ଜଣେ…

ଅନଲାଇନ୍‌ ଗେମ୍‌ ପାସ୍‌ୱାର୍ଡ ନ ଦେବାରୁ ସାଙ୍ଗମାନେ ନେଲେ ସାଙ୍ଗର ଜୀବନ

ଅନଲାଇନ୍‌ ଗେମ୍‌ ଖେଳିବା ହେଲା କାଳ। ଘନିଷ୍ଣ ବନ୍ଧୁ ପାଲଟିଗଲେ ଶତ୍ରୁ। ଅନଲାଇନ୍‌ ଗେମ୍‌ର ପାସ୍‌ୱାର୍ଡ ନ ଦେବାରୁ ସାଙ୍ଗମାନେ ହିଁ ନେଇଗଲେ ସାଙ୍ଗର ଜୀବନ । ପ୍ରମାଣ ନଷ୍ଟ ପାଇଁ ସେମାନେ ମୃତଦେହକୁ ଜଙ୍ଗଲରେ ପୋଡ଼ିବା ପରେ ପୋତି ଦେଇଥିଲେ…

ମୃତ୍ୟୁ ବରଣ କଲା ରାକ୍ଷସୀ ପୁତନା, ଆଜି ହେବ କାଳୀୟ ଦଳନ

ବରଗଡ଼: ବିଶ୍ୱର ସର୍ବ ବୃହତ ଖୋଲା ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ ଧନୁଯାତ୍ରା ଚତୁର୍ଥ ଦିନରେ ପହଞ୍ଚିଛି। ଚତୁର୍ଥ ଦିନରେ ଭଗବାନ ଶ୍ରୀକୃଷ୍ଣ, ବଳରାମଙ୍କ ହାତରେ କଂସଙ୍କ ପ୍ରେରିତ ପୁତନା ରାକ୍ଷସୀ ସମେତ ଷଡମଲ୍ଲଙ୍କ ସଂହାର ହୋଇଥିବା ବେଳେ ଗୋପପୁରରେ ଦେଖିବାକୁ ମିଳିଥିଲା…

ଏହି ରାଜ୍ୟ ବି ୨୨ରେ ହେବ ହାଫ୍ ଡେ’ ଛୁଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିନିମନ୍ତେ ସମଗ୍ର ଦେଶ ରାମମୟ ହୋଇ ଉଠିଥିବା ବେଳେ ସବୁଠି ଶୁଣିବାକୁ ମିଳିଛି ରାମ ଧ୍ୱନୀ। ଏପରି ସ୍ଥିତିରେ କେନ୍ଦ୍ର ସରକାର ଉକ୍ତ ଦିନ ହାଫ୍‌-ଡେ ଛୁଟି ଘୋଷଣା…