ବିବାଦୀୟ ସ୍ଥାନରେ ମନ୍ଦିର ନିର୍ମାଣକୁ ବିରୋଧ କରୁଛି : ଷ୍ଟାଲିନ୍
ଚେନ୍ନାଇ: ତାମିଲନାଡୁ ସରକାରରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନ ରାମ ମନ୍ଦିରକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି । ଆମ ନେତାମାନେ କହିଥିଲେ, ଧର୍ମ ଓ ରାଜନୀତିକୁ ମିଶାନ୍ତୁ ନାହିଁ। ଆମେ କୌଣସି ମନ୍ଦିର…