ଭାରତ ଏକ ଅସାଧାରଣ ସଫଳତାର କାହାଣୀ: ଆମେରିକା ବୈଦେଶିକ ସଚିବ ବ୍ଲିଙ୍କେନ୍‌

ଡାଭୋସ୍‌: ଭାରତକୁ ଏକ ଅସାଧାରଣ ସଫଳତାର କାହାଣୀ ବୋଲି ବର୍ଣ୍ଣନା କରି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ବୁଧବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଏବଂ କାର୍ଯ୍ୟକ୍ରମ ଭାରତବାସୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଛି। ବିଶ୍ୱ ଅର୍ଥନୈତିକ…

ମାହାଙ୍ଗା ଡବଲ ମର୍ଡର: ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ପୁଣି ଆଶ୍ୱସ୍ତି ମିଳିଛି । ଫେବ୍ରୁଆରି ୧ ଯାଏଁ ବଢ଼ିଲା ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି । ସାଲେପୁର ଜେଏମଏଫସି ଅଦାଲତଙ୍କ ୨୦୨୩, ସେପ୍ଟେମ୍ବର ୨୫ର ନିର୍ଦ୍ଦେଶ…

ମହାରାଷ୍ଟ୍ର ବାଚସ୍ପତିଙ୍କ ସମେତ ୧୪ ବିଧାୟକଙ୍କୁ ନୋଟିସ୍ ପଠାଇଲେ ବମ୍ବେ ହାଇକୋର୍ଟ

ମାହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ ସମେତ ୧୪ ଜଣ ବିଧାୟକଙ୍କୁ ନୋଟିସ୍ ପଠାଇଲେ ବମ୍ବେ ହାଇକୋର୍ଟ। ନୋଟିସ୍ ହୋଇଥିବା ସମସ୍ତ ବିଧାୟକ ଶିବସେନା (ୟୁବିଟି) ଗୋଷ୍ଠୀର।ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ନ କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ବିବାଦ ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର…

ବରୁଣେଶ୍ୱର ମହୋତ୍ସବ ଉଦଘାଟିତ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ଯାଜପୁର  : ଯାଜପୁର ବିଂଝାରପୁର ବ୍ଳକ ଅରେଇରେ ବରୁଣେଶ୍ୱର ମହୋତ୍ସବ କମିଟି ପକ୍ଷରୁ ବରୁଣେଶ୍ୱର ମହୋତ୍ସବ ଉଦଘାଟିତ ହୋଇଛି। ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗ ଦେଇ ପଲିଶ୍ରୀ ମେଳାର ଉଦଘାଟନ କରିଥିଲେ। ଜିଲ୍ଲାପରିଷଦ ସଭ୍ୟ ନନ୍ଦ କିଶୋର ସାମଲଙ୍କ ସଭାପତିତ୍ୱ କରିଥିଲେ। ଆୟୋଜିତ…

ସର୍ଜିକାଲ ଷ୍ଟ୍ରାଇକ୍ ପରେ ଖରାପ ହେଲା ପାକିସ୍ତାନ-ଇରାନ ସଂପର୍କ

ଇସ୍ଲାମାବାଦ: ପାକିସ୍ତାନ ଉପରେ ଇରାନର ସର୍ଜିକାଲ ଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି । ଇରାନରୁ ନିଜ ରାଷ୍ଟ୍ରଦୂତଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି ପାକିସ୍ତାନ। ଏହା ସହିତ ପାକିସ୍ତାନରେ ଅବସ୍ଥାପିତ ଇରାନୀ ରାଷ୍ଟ୍ରଦୂତଙ୍କୁ ବହିଷ୍କାର…

ଫେକ୍‌ ଆକାଉଣ୍ଟ ମାମଲା: ର‍୍ୟାକେଟ୍‌ର ଅନ୍ୟତମ ସଦସ୍ୟ ସୌରଭ ମାଇତି ଗିରଫ

ଭୁବନେଶ୍ବର: ଫେକ୍‌ ଆକାଉଣ୍ଟ ମାମଲାରେ ଆଉ ଜଣେ ଗିରଫ । ପଶ୍ଚିମବଙ୍ଗ ମେଦିନାପୁରରୁ (୩୦) କୁ ଗିରଫ କଲା ଏସ୍‌ଟିଏଫ୍ । ଗିରଫ ପରେ ସୌରଭକୁ ୪ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଉଛି । ଗରିବ ଓ ଅପାଠୁଆ ଲୋକଙ୍କ…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜେରା କଲା ଇଡି

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ହରିୟାଣାର ପୂର୍ବତନ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ଆଜି ଇଡି ପଚରାଉଚରା କରିଛି। ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ତାଙ୍କୁ…

ଥାର୍ଡଡିଗ୍ରୀ ଦେଇଥିବା ଅଭିଯୋଗରେ ତିନି ପୋଲିସ କର୍ମୀଙ୍କୁ ବଦଳି

ଥାର୍ଡ ଡିଗ୍ରୀ ନାଁ ଶୁଣିଲେ ହିଁ ମନରେ ଭୟ ଆସେ । କାରଣ ଏହା ଅତ୍ୟନ୍ତ ଭୟଙ୍କର ହୋଇଥାଏ । ତେବେ ନିକଟରେ ଏଭଳି ଏକ ଘଟଣା ଘଟିଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଥାର୍ଡଡିଗ୍ରୀ ଦିଆଯାଇଥିବାର ଅଭିଯୋଗ ଆସିଛି । ରିପୋର୍ଟ…

ବାଣ ନେଇ ଅଯୋଧ୍ୟା ଯାଉଥିବା ଟ୍ରକ୍‌ରେ ଲାଗିଲା ନିଆଁ

ବାଣ ଲଦା ହୋଇଥିବା ଏକ ଟ୍ରକ୍‌ରେ ଲାଗିଲା ନିଆଁ। ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାର ଖରଗିଖେଡା ଗାଁ ନିକଟରେ ଏକ ଟ୍ରକ୍‌ରେ ସନ୍ଦିଗ୍ଧ ପରିସ୍ଥିତିରେ ନିଆଁ ଲାଗିବା ଯୋଗୁ ଭୟଙ୍କର ବିସ୍ଫୋରଣ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସୂଚନା ମୁତାବକ,…

ଅଲିଭ ରିଡ଼ଲେ କଇଁଛ ସୁରକ୍ଷା ପ୍ରସଙ୍ଗ: ହାଇକୋର୍ଟରେ ଆସନ୍ତା ଏକ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି

କଟକ: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ଗହୀରମଥା ଋଷିକୂଲ୍ୟାରେ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା ନେଇ ମାମଲା ହାଇକୋର୍ଟରେ ଜାରି ରହିଛି। ସତ୍ୟପାଠ ଦାଖଲ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଲେ ଦେଇଛନ୍ତି। ସବୁ ମାଛ ଧରା ବୋଟ୍‌ରେ ଜିପିଏସ୍‌ ଲାଗିଲା…