ୱାଇଏସ୍‌ ଶର୍ମିଲାଙ୍କୁ କଂଗ୍ରେସ ଦେଲା ବଡ଼ ଦାୟିତ୍ୱ

ୱାଇଏସ୍‌ଆର କଂଗ୍ରେସ ମୁଖ୍ୟ ତଥା ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ୍‌ ଶର୍ମିଲା କଂଗ୍ରେସରେ ଯୋଗ ଦେବା ପରେ ପାଇଛନ୍ତି ବଡ଼ ଦାୟିତ୍ୱ। ତାଙ୍କୁ ଆନ୍ଧ୍ର ପ୍ରଦେଶ କଂଗ୍ରେସର ସଭାପତି କରାଯାଇଛି। ଗତକାଲି ଆନ୍ଧ୍ର ପ୍ରଦେଶ କଂଗ୍ରେସ…

ମମିତା ମେହେର ଓ ମହିଳାଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ ଘେରିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ବିଜେଡି ନେତୃତ୍ୱାଧୀନ ଓଡ଼ିଶା ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ, ଏ ସରକାର ଅହଂକାରରେ ବୁଡିଛି। ମମିତା ମେହେର ହତ୍ୟା ମାମଲାକୁ ଲୁଚାଇବା ଏବଂ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବାରେ…

ଦାରିଦ୍ର୍ୟ ସୀମାରେଖାରୁ ବାହାରିଲେ ୨୪.୮୨ କୋଟି ଲୋକ

ଦାରିଦ୍ର୍ୟ ସୀମା ରେଖାରୁ ଧୀରେ ଧୀରେ ଉପରକୁ ଉଠୁଛନ୍ତି ଲୋକେ। ଗତ ୯ ବର୍ଷ ମଧ୍ୟରେ ଭାରତରେ ୨୪.୮୨ କୋଟି ଲୋକେ ଦାରିଦ୍ର୍ୟ ସୀମାରୁ ବାହାରିଛନ୍ତି। ଏନେଇ ଜାରି ହୋଇଥିବା ନୀତି ଆଗୋର ଏକ ରିପୋର୍ଟରୁ ଜଣାପଡିଛି। ରିପୋର୍ଟରେ କୁହାଯାଇଛି, ବର୍ଷ…

ସୁନାଚେନ୍ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ସୁନାଚେନ୍ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ପୁନିଆ ନାୟକ (୨୩) ଓ ନରହରୀ ନାୟକ ଓରଫ ପିଣ୍ଟୁ (୨୪) । ଉଭୟ ଅଭିଯୁକ୍ତ ଗଞ୍ଜାମ ର ବୋଲି ଜଣାପଡିଥିବାବେଳେ ଉଭୟ ଭୁବନେଶ୍ବର ପୁନାମା…

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ମୋଦିଙ୍କ କାର୍ଯ୍ୟକ୍ରମ: ରାହୁଲ ଗାନ୍ଧି

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ମେଦିଙ୍କ ଫଙ୍କସନ୍ କହିଲେ ରାହୁଲ ଗାନ୍ଧି। 'ଭାରତ ଯୋଡ ନ୍ୟାୟ ଯାତ୍ରା' ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି ମନ୍ତବ୍ୟ ଦେଇଛନ୍ତି। ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଯୋଧ୍ୟାରେ ଆୟୋଜନ ହୋଇଥିବା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପେ ବିଜେପି…

କାରକୁ ଧକ୍କା ଦେଲା ‘ମୋ ବସ୍’

ଭୁବନେଶ୍ୱର:କାରକୁ ‘ଧକ୍କା ଦେଲା ମୋ ବସ୍’। ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ମଙ୍ଗଳବାର ସକାଳେ କଟକ ବାରଙ୍ଗଠାରେ ଘଟିଥିଲା ଏହି ଦୁର୍ଘଟଣା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଥାନୀୟ ଲୋକେ  ସଂପୃକ୍ତ ମୋ ବସକୁ ଧକ୍କା ଦେବା…

ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଜଟାୟୁଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଜଟାୟୁଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାମାୟଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ଜଟାୟୁ (ଗରୁଡ)ଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ। ଆନ୍ଧ୍ରପ୍ରଦେଶର ଲେପାକ୍ଷୀରେ ଜଟାୟୁଙ୍କର ଏହି ମନ୍ଦିର ରହିଛି, ଯାହା ବୀରଭଦ୍ର ମନ୍ଦିର ନାମରେ…

ରନ୍‌ଓ୍ୱେରେ ବସି ଖାଇଲେ ଯାତ୍ରୀ, ଇଣ୍ଡିଗୋକୁ ନୋଟିସ୍‌ ଜାରି

ବିମାନ ଉଡ଼ାଣରେ ହେଲା ବିଳମ୍ବ, ରନ୍‌ଓ୍ୱେ ଉପରେ ବସି ଖାଦ୍ୟ ଖାଇଲେ ଯାତ୍ରୀ। ଏହି ଭିଡିଓ ଭାଇରାଲ ହେବା ପରେ ଇଣ୍ଡିଗୋ ଏୟାରଲାଇନ୍ସର ଅଡୁଆ ବଢ଼ିଛି। ଏହାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବ୍ୟୁରୋ ଅଫ୍ ବେସାମରିକ ବିମାନ ଚଳାଚଳ…

BSKY ନବୀନ କାର୍ଡର ପଞ୍ଜିକରଣର ସମୟ ସୀମା ବୃଦ୍ଧି, ଆସନ୍ତା ୨୬ ତାରିଖ ଯାଏ ଚାଲିବ ଏହି ପ୍ରକ୍ରିୟା

ଏବେ ସୁଦ୍ଧା ୩୦ ଜିଲ୍ଲାରୁ ବିଏସକେୱାଇ ନବୀନ କାର୍ଡ ପାଇର୍ ୭୦,୪୮୮ ଆବେଦନ ଆସିଛି । ଯେଉଁଥିରେ ୧.୮୨ ଲକ୍ଷ ଲୋକ ଉପକୃତ ହୋଇପାରିବେ । ଗଞ୍ଜାମରୁ ସର୍ବାଧିକ ଆବେଦନ ଆସିଥିବା ବେଳେ ଏହା ପଛକୁ କଟକ ଓ ଖୋର୍ଦ୍ଧା ରହିଛନ୍ତି…

ଗୁରୁଦ୍ୱାରା ଭିତରେ ଯୁବକଙ୍କୁ ହତ୍ୟା କଲେ ନିହାଙ୍ଗ ଶିଖ୍‌

ଗୁରୁଦ୍ୱାରା ଭିତରେ ଘଟିଲା ଅଘଟଣ। ରକ୍ତ ରଞ୍ଜିତ ହେଲା ଶିଖମାନଙ୍କ ପବିତ୍ର ଧାର୍ମ ପୀଠ। ଗୁରୁଦ୍ୱାରା ଭିତରେ ପଶି ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ନିହାଙ୍ଗ ଶିଖ୍‌। ପଞ୍ଜାବର ଫଗବାଡ଼ାରେ ଘଟିଛି ଏଭଳି କିଛି ଚକିତ କଲା ଭଳି ଘଟଣା। ପଞ୍ଜାବର…