କେଜ୍ରିଓ୍ୱାଲଙ୍କୁ ଝଟ୍କା, ମିଳିଲାନି ଗିରଫଦାରୀରୁ ସୁରକ୍ଷା
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଝଟ୍କା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫଦାରୀରୁ ମିଳିଲାନି ଆଗୁଆ ସୁରକ୍ଷା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି କେଜ୍ରିଓ୍ୱାଲଙ୍କୁ ୯ମ ଥର ପାଇଁ ସମନ ଜାରି କରି ଆଜି ଡକାଇଥିଲା। ତେବେ ହାଜର ନହୋଇ…
