March 2024

ଖଣି ଦୁର୍ନୀତି ମାମଲାରେ ଇଡିର ବଡ଼ ଧରଣର ରେଡ୍

ଭୁବନେଶ୍ବର : ଖଣି ଦୁର୍ନୀତି ମାମଲାରେ ଇଡିର ବଡ଼ ଧରଣର ରେଡ୍। ଭୁବନେଶ୍ବର, ବଡ଼ବିଲ୍, ରାଉରକେଲା ଏବଂ କୋଲକାତା ସମେତ ୧୨ଟି ସ୍ଥାନରେ ରେଡ୍ ହୋଇଛି । କେନ୍ଦୁଝର ଜିଲ୍ଲା ଯୋଡ଼ାରେ ବେଆଇନ ଲୁହାପଥର ଦୁର୍ନୀତି ଘଟଣାରେ ଚଢାଉ କରାଯାଇଛି ।…

ଜୀବନ ଯୁଦ୍ଧରେ ହାରିଗଲେ ବୋରଓ୍ୱେଲରେ ଖସି ପଡ଼ିଥିବା ବ୍ୟକ୍ତି

ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବୋରଓ୍ୱେଲରେ ଖସି ପଡିଥିବା ବ୍ୟକ୍ତି। ଦିଲ୍ଲୀର କେଶବପୁର ମଣ୍ଡି ଅଞ୍ଚଳରେ ଥିବା ଜଳ ବୋର୍ଡ ୪୦ ଫୁଟ ଗଭୀର ବୋରଓ୍ୱେଲରେ ଖସି ପଡିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏନେଇ ଖୋଦ୍‌ ସୂଚନା ଦେଇଛନ୍ତି ଦିଲ୍ଲୀ ଶିକ୍ଷା…

ନନ୍ଦନକାନନରେ ‘ନାଇଟ୍‌ ଆଉଟ ଆଟ୍‌ ଜୁ’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ନନ୍ଦନକାନନ ପକ୍ଷରୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ। ଆଜିଠୁ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍‌ ଆଉଟ ଆଟ୍‌ ଜୁ’ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟକଙ୍କୁ ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏଁ ବୁଲିବାକୁ ଅନୁମତି…

ସୁନା ଦୋକାନରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

ଭଦ୍ରକ : ଲୁଟ ଲୁଟ ଲୁଟ୍‌ , ଯେଉଁଠି ଦେଖିବ ଚାରିଆଡ଼େ ଲୁଟର ଖବର । ଦିନ ରାତି କିଛି ମାନୁ ନାହାନ୍ତି ଲୁଟେରା । କେଉଁଠି ଦିନ ଦ୍ୱିପ୍ରହରରେ ଦୋକାନ ବଜାରରେ ଲୁଟ୍‌ କରୁଛନ୍ତି ତ କେଉଁଠି ବିଳମ୍ବିତ ରାତିରେ…

ମହିଳାମାନଙ୍କୁ କେଜ୍ରିୱାଲଙ୍କ ଅନୁରୋଧ, ସ୍ୱାମୀମାନେ ମୋଦି ନାମ ଜପ କରୁଥିଲେ ଖାଇବାକୁ ଦିଅନାହିଁ

‘ଯଦି ଆପଣଙ୍କ ସ୍ୱାମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଜପ କରୁଛନ୍ତି, ତା’ହେଲେ ସେମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ।’ ଶନିବାର ଦିଲ୍ଲୀରେ ଏକ ମହିଳା ସମ୍ମାନ ସମାବେଶରେ ଯୋଗ ଦେଇ ଏହି କଥା କହିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଥିଲେ,…

ରାତି ଅଧରେ ଲାଲୁଙ୍କ ଘନିଷ୍ଠ ନେତାଙ୍କୁ ଉଠାଇ ନେଲା ଇଡି

ବିହାରର ପୂବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଘନିଷ୍ଠ ନେତାଙ୍କୁ ରାତି ଅଧରେ ଘରୁ ଉଠାଇନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଲାଲୁଙ୍କ ପରିବାରର ନିକଟତମ କୁହାଯାଉଥିବା ଆର୍‌ଜେଡି ନେତା ସୁଭାଷ ଯାଦବଙ୍କୁ ବିଳମ୍ବିତ ରାତିରେ ଇଡି ଗିରଫ କରିଛି।…

ରକ୍ତରେ ଚିଠି ଲେଖି ପ୍ରଧାନମନ୍ତ୍ରୀଙ୍କୁ ଦେଲେ ବିଜେପି ନେତା

ନିଜ ରକ୍ତରେ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଲେ ବିଜେପି ନେତା କୌସ୍ତୁଭ ବାଗଚୀ। ଶନିବାର ପଶ୍ଚିମ ବଙ୍ଗର ସିଲିଗୁଡ଼ିରେ ସେ ନିଜ ରକ୍ତରେ ଲେଖିଥିବା ଚିଠିକୁ ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ। ସେ ଏଥିରେ ଲେଖିଥିଲେ- ପ୍ରଧାନମନ୍ତ୍ରୀ ମୋଦି, ଦୟାକରି ପଶ୍ଚିମବଙ୍ଗକୁ…

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ନାବାଳକ ମୃତ

ଯାଜପୁର: ଗାଧୋଇବାକୁ ଯାଇ ପୋଖରୀରେ ବୁଡି ନାବାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ପ୍ରୀତିପୁର ନୂଆ ଗାଁରେ । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ସଞ୍ଜୟ କୁମାର ଦାସଙ୍କ…

ଟିଏମସି ପକ୍ଷରୁ ୪୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା, ୟୁସୁଫ ପଠାନଙ୍କୁ ମିଳିଲା ଟିକେଟ୍

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଟିଏମସି ପକ୍ଷରୁ ରବିବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତାଲିକାରେ ୪୨ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ତାଲିକାରେ ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କ ନାମ ରହିଛି। ତାଙ୍କୁ…

କଟକ ଏସସିବି ମେଡିକାଲର ସମୀକ୍ଷା କଲେ କାର୍ତ୍ତିକ ପାଣ୍ଡିଆନ

କଟକ: କଟକ ଏସସିବି ମେଡିକାଲର ସମୀକ୍ଷା କଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏସସିବି ଏମ୍ସ ପ୍ଲସ ଦିଗରେ ଆଗେଇ ଚାଲିଥିବା ବେଳେ ଏସସିବିର ନୂଆ ବିଲଡିଂ କାମ ବୁଲି ତଦାରଖ କରିଛନ୍ତି। କଟକରେ ବିଭିନ୍ନ କଲେଜର…