March 2024

ନା ଇଣ୍ଡିଆ ନା ଏନଡିଏ, ଏହି ଦଳ ସହ ମେଣ୍ଟ କଲେ ମାୟାବତୀ

ଲଖନଉ: ନା ଇଣ୍ଡିଆ ନା ଏନଡିଏ ଦକ୍ଷିଣ ଭାରତର ଏହି ଦଳ ସହ ଶେଷରେ ମେଣ୍ଟ କରିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ | ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀଙ୍କ ଦଳ ଦକ୍ଷିଣ ଭାରତର ତେଲେଙ୍ଗାନାରେ…

ଆସନ୍ତାକାଲି ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶର ପ୍ରଥମ ‘ଅଣ୍ଡର ୱାଟର ମେଟ୍ରୋ ଟ୍ରେନ’ର ଉଦଘାଟନ କରିବେ। ହୁଗଳି ନଦୀ ତଳେ କୋଲକାତାର ‘ଅଣ୍ଡର ୱାଟର ମେଟ୍ରୋ’ ନିର୍ମାଣ କରାଯାଇଛି। କିଛି ଦିନ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋଲକାତା ମେଟ୍ରୋ…

ସୀମା ଓ ସଚିନଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗୁଲାମ: ପଠାଇଲେ ୬କୋଟି ଟଙ୍କାର ନୋଟିସ

ନୂଆଦିଲ୍ଲୀ: ପବଜି ଗେମ ଖେଳୁ‌ଖେଳୁ ଭାରତରେ ରହୁଥିବା ସଚିନ ମିଣାଙ୍କ ପ୍ରେମରେ ପଡ଼ିଯାଇଥିଲେ ପାକିସ୍ତାନୀ ମହିଳା ସୀମା ହାଇଦର। ଏହାପରେ ସେ ନିଜର ଚାରିପିଲାଙ୍କୁ ଧରି ପାକିସ୍ତାନ ସୀମା ଡେଇଁ ଭାରତକୁ ଚାଲି ଆସିଥିଲେ। ସଚିନ ମିଣାଙ୍କ ପରିବାର ବି ସୀମାଙ୍କୁ…

ନିର୍ବାଚନୀ ବଣ୍ଡ: ସମୟ ମାଗିଲା ଏସ୍‌ବିଆଇ, ତଥ୍ୟ ଲୁଚାଇବା କଥା ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ ଜରିଆରେ ରାଜନୀତିକ ଦଳଗୁଡ଼ିକ ପାଇଥିବା ଚାନ୍ଦା ସମ୍ପର୍କରେ ତଥ୍ୟ ଦେବାକୁ ଏସ୍‌ବିଆଇ ଅଧିକ ସମୟ ମାଗିଛି। ଜୁନ ୩୦ ଯାଏ ସମୟ ଦେବାକୁ ଦିନକ ତଳେ ଏସ୍‌ବିଆଇ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛି। ଏସବିଆଇର ଏପରି ଆବେଦନ…

ଭାରତ ଗୋଟିଏ ରାଷ୍ଟ୍ର ନୁହେଁ: ଡିଏମକେ ନେତାଙ୍କ ବୟାନକୁ ନିନ୍ଦା କଲା କଂଗ୍ରେସ

ଚେନ୍ନାଇ : ତାମିଲନାଡୁ ସହଯୋଗୀ ଡିଏମକେର ବରିଷ୍ଠ ନେତା ଏ ରାଜାଙ୍କ ବିବାଦୀୟ ବୟାନକୁ ଦୃଢ଼ ଭାବେ ନିନ୍ଦା କରିଛି କଂଗ୍ରେସ। ଭାଷଣ ଦେବା ବେଳେ ଜଣେ ନେତା ବିବାଦୀୟ ବୟାନରୁ ଦୂରେଇ ରଖିବା ଦରକାର ବୋଲି ଦଳ କହିଛି। ଡିଏମକେ…

କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର! ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କଲେନି ବେଙ୍ଗଲ ସରକାର

କୋଲକାତା : ପଶ୍ଚିମବଙ୍ଗରେ ହାଇଡ୍ରାମା। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ନିଲମ୍ବିତ ଟିଏମସି ନେତା ଶେଖ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ମନା କରି ଦେଇଛନ୍ତି ରାଜ୍ୟ ସରକାର। ଇଡି ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଶାହଜାହାଁ ଏବେ ବେଙ୍ଗଲ…

ଭାରତ ସମେତ ବିଶ୍ବବ୍ୟାପୀ ଡାଉନ ହେଲା ଫେସବୁକ୍, ଇନଷ୍ଟାଗ୍ରାମ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ ଏବଂ ଇନଷ୍ଟାଗ୍ରାମ ମଙ୍ଗଳବାର ରାତିରେ (୫ ମାର୍ଚ୍ଚ ୨୦୨୪) ହଠାତ୍ ଡାଉନ ହୋଇଯାଇଛି । ଏପରିକି ୟୁଜରମାନଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହଠାତ୍ ଲଗଆଉଟ୍ ହୋଇଯାଉଛି । ତେବେ ଫେସବୁକରେ ଲୋକମାନେ ଅଧିକ…

ବିଜେପିରେ ଯୋଗ ଦେବେ କି କଂଗ୍ରେସ ନେତା ପିଏଲ ପୁନିଆ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପିଏଲ ପୁନିଆ, କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବେ କି? କିଛି ଏଭଳି ଗୁଜବ ପ୍ରକାଶ ପାଇବା ପରେ ଏବେ ଏନେଇ ଜବାବ ରଖିଛନ୍ତି ପୁନିଆ | ବାସ୍ତବରେ ପିଏଲ ପୁନିଆ କଂଗ୍ରେସ ଛାଡି ୨୦୨୪…

ଡ୍ରୋନ ଆଟାକ ପରେ ଜଳୁଥିଲା ଜାହାଜ, ୨୩ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ମଝି ସମୁଦ୍ରରେ ପରାକ୍ରମ ଦେଖାଇଛି ଭାରତୀୟ ନୌସେନା। ଡ୍ରୋନ ଆକ୍ରମଣ ଯୋଗୁ ଜଳୁଥିବା ଜାହାଜରୁ ୨୩ ଜଣଙ୍କୁ ଉଦ୍ଧାର କରିଛନ୍ତି ନୌସେନାର ବୀର ଯବାନ। ଆକ୍ରମଣ ପରେ ଗୋଟିଏ ପଣ୍ୟବାହୀ ଜାହାଜରେ ଲାଗି ଯାଇଥିଲା ନିଆଁ। ଭିତରେ ୧୩…

ରାଜଧାନୀରେ ଯୁବକଙ୍କୁ ନିଶା ଦେଇ ହତ୍ୟା ଅଭିଯୋଗ

ଭୁବନେଶ୍ବର : ରାଜଧାନୀରେ ଯୁବକଙ୍କୁ ନିଶା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣଙ୍କ ହେଲେ ଭୁବନେଶ୍ୱରର ଡେଲଟା ଛକ ରେଙ୍ଗାଲି ବସ୍ତିର ଦୀପକ ସାହୁ। ତାଙ୍କୁ ନିଶା ଦେଇ ହତ୍ୟା କରାଯାଇଥିବା ମୃତ ଯୁବକଙ୍କ ମାଆ ଖଣ୍ଡଗିରି…