March 2024

ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହ ଯାଇଥିଲେ, ମାଟି ତଳୁ ମିଳିଲା ମୃତଦେହ

ଦେବଗଡ଼ : ସ୍ୱାମୀ ଓ ପୁଅକୁ ଛାଡ଼ି ପ୍ରେମିକ ସହ ଯାଇଥିଲେ। ହେଲେ ଯେଉଁ ପ୍ରେମିକଙ୍କ ହାତ ଧରି ଘରର ଚାରି କାନ୍ଥ ଭିତରୁ ଗୋଡ କାଢ଼ିଥିଲେ, ସିଏ ସାଜିଲା ହତ୍ୟାକାରୀ। ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ତଣ୍ଟି ଚିପି ହତ୍ୟା…

ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା ବାଇକ୍: ଚାଲିଗଲା ନାବାଳକଙ୍କ ସହ ୨ ଜଣଙ୍କ ଜୀବନ

ଖଲିକୋଟ: ବରଯାତ୍ରୀ ହୋଇଯାଇଥିଲେ, ଶବ ହୋଇ ଫେରିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳରେ। ଗତକାଲି ରାତିରେ ୩ଜଣ ଯୁବକ ବରଯାତ୍ରୀ ହୋଇଯାଇଥିଲେ। ସେମାନେ ବିଳମ୍ବିତ ରାତିରେ ଏକ ବାଇକରେ ନିଜ ଗାଁକୁ ଫେରୁଥିଲେ। ହେଲେ…

‘ଇଣ୍ଡି ଗଠବନ୍ଧନର ବିଚାରଧାରାରେ ପରିବାର ପ୍ରଥମ, କିନ୍ତୁ ମୋଦିର ବିଚାରଧାରାରେ ଦେଶ ପ୍ରଥମ’

ଭୁବନେଶ୍ବର : ‘ଇଣ୍ଡି ଗଠବନ୍ଧନର ବିଚାରଧାରାରେ ପରିବାର ପ୍ରଥମେ ଆସୁଛି। କିନ୍ତୁ ମୋଦିର ବିଚାରଧାରାରେ ଦେଶ ପ୍ରଥମ।’ ଆଜି ଓଡ଼ିଶା ଗସ୍ତରେ ଆସି ଚଣ୍ଡିଖୋଲରେ ଦଳ ତରଫରୁ ଆୟୋଜିତ ‘ମୋଦି ଗ୍ୟାରେଣ୍ଟି ସମାବେଶ’ ଯୋଗ ଦେଇ ଏହି କଥା କହିଥିଲେ ପ୍ରଧାନମନ୍ତ୍ରୀ…

୧୧ ପରେ ରାଜ୍ୟରେ ବଢ଼ିବ ତାତି !

ଭୁବନେଶ୍ବର : ଆସନ୍ତା ୧୧ ତାରିଖ ପରେ ରାଜ୍ୟରେ ପାରଦ ବଢ଼ିବ। ଦିନ ଓ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଏନେଇ ପୂର୍ବାନୁମାନ କରାଯାଇଛି। ଭୁବନେଶ୍ୱର…

ନିର୍ବାଚନ ଲଢ଼ିବେ ପୂର୍ବତନ ଆୟକର କମିସନର: ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ଲଢ଼ିଥିଲେ

ନୂଆପଡ଼ା: ଏଥରକ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଶ୍ରୀକାନ୍ତ ଚାଟାର୍ଜୀ। ସେ ହେଉଛନ୍ତି ପୂର୍ବତନ ଆୟକର କମିସନର୍‌। ତେବେ, ଗତ ପୌର ନିର୍ବାଚନ ସମୟରେ ସେ ରାଜନୀତିରେ ପାଦ ଥାପିସାରିଛନ୍ତି। ଶ୍ରୀ ଚାଟାର୍ଜୀ ଗତ ‌ପୌର ନିର୍ବାଚନ‌ରେ ଖଡ଼ିଆଳ…

ବିଜେଡି-କଂଗ୍ରେସ ‘ପଟ୍ଟା’ ଟକ୍କର୍‌

ବଲାଙ୍ଗୀର: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡି-କଂଗ୍ରେସ ମଧ୍ୟରେ ଟକ୍କର୍‌ ଏବଂ ତିକ୍ତତା ସେତିକି ବଢୁଛି। ସୋମବାର ‘ପଟ୍ଟା’ ପ୍ରସଙ୍ଗ ନେଇ ଉଭୟ ଦଳ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଛନ୍ତି। ସହରର ଭୂମିହୀନଙ୍କୁ ସରକାର ତୁରନ୍ତ ଜମି ପଟ୍ଟା ଦେବାଦାବିରେ…

ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମବାର୍ଷିକୀ । ଏହି ଅବସରରେ ପଂଚାୟତିରାଜ ତଥା ଲୋକସେବା ଦିବସ ପାଳିତ ହେଉଛି। ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆଜି ଆୟୋଜନ କରାଯାଇଛି। ଫରେଷ୍ଟ ପାର୍କରେ ପହଞ୍ଚି…

ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ୯୦ଟି ଆସନ ଜିତିବ: ପବନ ଖେରା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗସ୍ତ ପୂର୍ବରୁ କଂଗ୍ରେସର ପ୍ରଶ୍ନ। ରାଜଧାନୀରେ ମିଡିଆ ସେଲ ଚେୟାରମ୍ୟାନ ଏଆଇସିସି ପବନ ଖେରା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଓଡ଼ିଶାରେ ମୋଦୀଙ୍କୁ ସ୍ୱାଗତ, ହେଲେ ଓଡ଼ିଶା ଆସି ପ୍ରଶ୍ନର ଉତ୍ତର ଦିଅନ୍ତୁ ପ୍ରଧାନମନ୍ତ୍ରୀ। ଦଳ ପ୍ରଶ୍ନ କରିଛି…

ଲୋଭ ଦେଖାଇ ଫସାଇଲେ ସାଇବର ଠକ; ୨୫ ଲକ୍ଷ ଠକେଇର ଶିକାର ହେଲେ ଓଡ଼ିଆ ଯୁବକ

ଅନୁଗୁଳ: ଟ୍ରେଡିଂ କରି ଅଧିକ ଟଙ୍କା ରୋଜଗାର କରିବା ଆଶାରେ ଜଣେ ଯୁବକ ୨୫ ଲକ୍ଷ ଟଙ୍କା ହରାଇଛନ୍ତି। ସାଇବର ଠକମାନେ ଅତି ଚତୁରତାର ସହ ତାଙ୍କୁ ଏହି ଚୂନ ଲଗାଇଛନ୍ତି। ଏଥିନେଇ ଅନୁଗୁଳ ସାଇବର ଥାନାରେ ଅଭିଯୋଗ ହେବା ପରେ…

ଇଡିରେ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି; ଚାଲିଛି ଜେରା

ଭୁବନେଶ୍ବର : ଇଡିରେ ଆଜି ହାଜର ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି। ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ସେ ଇଡିରେ ହାଜର ହୋଇଥିବା ଜଣାଯାଇଛି। ପ୍ରୟାସକାନ୍ତିଙ୍କୁ ଇଡି ଜେରା କରୁଥିବା…