କହିବାକୁ ଦିଆଗଲାନି, ସଭା ଅଧାରୁ ଉଠି ଆସିଲେ ନରସିଂହ ମିଶ୍ର
ବଲାଙ୍ଗିର : ଆଜି ଲୋକାର୍ପିତ ହେଲା ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ର ସ୍ଥାୟୀ କୋଠା। ହେଲେ ସେହି ସଭାରେ ସ୍ଥାନୀୟ କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କୁ କହିବାକୁ ଦିଆଗଲା ନାହିଁ। ଯେଉଁଥିପାଇଁ ସେ ସଭା ଅଧାରୁ ଉଠି ପଳାଇ…