ଦକ୍ଷିଣ ଭାରତରେ ବିଜେପି ମୋଟ ୧୩୦ ଲୋକସଭା ଆସନରୁ ଅତି ବେଶୀରେ ୧୫ଟିରେ ହିଁ ଜିତିପାରିବ : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ
ଚେନ୍ନାଇ : ଆସନ୍ତାକାଲି ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ। ତାମିନାଲଡୁର ସମସ୍ତ ୩୯ ଆସନ ସହ ଦେଶର ୧୦୨ଟି ଲୋକସଭା ଆସନରେ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ୪୦୦ ପାର୍ ନାରା ଦେଇ ନିର୍ବାଚନ ଲଢ଼ୁଥିବା ବିଜେପି ପାଇଁ…
