ଆପକୁ ୨୫କୋଟି ଦିଅ, ନଚେତ୍ ପରିଣାମ ଭଲ ହେବନି; ଅରୋବିନ୍ଦ ଫାର୍ମାକୁ ଏଭଳି ଧମକ ଦେଉଥିଲେ କବିତା
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ମାସରେ ଗିରଫ ହୋଇଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ନେତ୍ରୀ କେ କବିତାଙ୍କୁ ତିନି ଦିନ ପାଇଁ ସିବିଆଇର ହେପାଜତକୁ ପଠାଇ ଦିଆଯାଇଛି। କୁହାଯାଉଛି ଯେ, ଶୁକ୍ରବାର କଷ୍ଟଡି ପାଇଁ କରାଯାଇଥିବା…
