April 2024

ଲୋକଙ୍କ ଟଙ୍କାରେ IAS ଅଫିସରଙ୍କ ବିଳାଶପୂର୍ଣ୍ଣ ବିଦେଶ ଭ୍ରମଣ, ଆସିଲା ସାଂଘାତିକ ତଥ୍ୟ

ନୂଆଦିଲ୍ଲୀ : ବିଜନେସ କ୍ଲାସ ଟିକେଟ। ବିଳାଶପୂର୍ଣ୍ଣ ୫ ଷ୍ଟାର ହୋଟେଲରେ ରହଣୀ। ହିସାବ ବାହାରେ ମନଇଚ୍ଛା ଖର୍ଚ୍ଚ। ୩ ଜଣ ଆଇଏଏସ ଅଫିସରଙ୍କ ଏପରି ବିଦେଶ ଭ୍ରମଣର ଗୁମର ଖୋଲିଛି। ୨୦୧୫ରେ ଏମାନେ ଫ୍ରାନ୍ସ ଗସ୍ତ କରିଥିଲେ। ଟିକସଦାତାଙ୍କ ଟଙ୍କାରେ…

ଦେଶର ଲୋକମାନେ ସେମାନଙ୍କର ଧର୍ମ ବାଛିବା ଏବଂ ପରିବର୍ତ୍ତନ କରିବା ପାଇଁ ମୁକ୍ତ

ପ୍ରୟାଗରାଜ,୧୧।୪: ନିକଟରେ ହୋଇଥିବା ଏକ ରାୟରେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଦେଶର ଲୋକମାନେ ସେମାନଙ୍କର ଧର୍ମ ବାଛିବା ଏବଂ ପରିବର୍ତ୍ତନ କରିବା ପାଇଁ ମୁକ୍ତ, ତଥାପି ଏଭଳି ପରିବର୍ତ୍ତନ ସମସ୍ତ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଅନୁସରଣ କରିବା ଉଚିତ। ଜଷ୍ଟିସ…

ଅଟା, ଡାଲି, ତେଲର ଦାମ୍‌ ଶେୟାର କଲେ ରାହୁଲ, କହିଲେ ମହିଳାଙ୍କୁ ପ୍ରତିବର୍ଷ ମିଳିବ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୧୧।୪: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଶବାସୀଙ୍କୁ ଏକ ବଡ ପ୍ରତିଶ୍ରୁତି ଦେଇଛନ୍ତି। ଗୁରୁବାର ଇଦ୍‌ ଅବସରରେ ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅଟା, ଡାଲି ଏବଂ ତେଲର ମୂଲ୍ୟ ଶେୟାର କରିଛନ୍ତି।…

ଓଡ଼ିଶାରେ ନିର୍ବାଚନ ଲଢିବ ସିପିଆଇ, ଏହିସବୁ ଆସନରେ ପ୍ରାର୍ଥୀ ଦେବ ଦଳ

ଭୁବନେଶ୍ୱର,୧୧।୪: ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ସବୁ ଦଳ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଭାଜପା, ବିଜେଡି, କଂଗ୍ରେସ ପରେ ଆମ ଆଦମୀ ପାର୍ଟି ଓଡ଼ିଶାରେ ନିର୍ବାଚନ ଲଢିବା ନେଇ ଘୋଷଣା କରିଛି। ଏହି କ୍ରମରେ ସିପିଆଇ ମଧ୍ୟ ରାଜ୍ୟରେ ନିର୍ବାଚନ…

ଚିକିତ୍ସାଧୀନ ଅବସ୍ଥାରେ କଣ୍ଟାବାଞ୍ଜି ତହସିଲଦାରଙ୍କ ମୃତ୍ୟୁ

କଣ୍ଟାବାଞ୍ଜି : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲଦାର ରତନଲାଲ ମୁଣ୍ଡାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମୃତ୍ୟୁ। ସେ ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗରେ ପୀଡିତ ଥିଲେ। ମାର୍ଚ୍ଚ ୨୨ ତାରିଖରେ କଣ୍ଟାବାଞ୍ଜି ତହସିଲ୍‌ରେ କାର୍ଯ୍ୟରତ…

ପୁଣି କେନ୍ଦ୍ରରେ ଏବଂ ଏଥର ଓଡ଼ିଶାରେ ବିଜେପି ସରକାର ଗଢିବ: ବିଜୟପାଲ ସିଂ ତୋମାର

ରାଉରକେଲା: ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଆଜି ରାଉରକେଲାରେ ପହଞ୍ଚିଛନ୍ତି। ସେ ସୁନ୍ଦରଗଡ଼ ସାତ ବିଧାନସଭା ଓ ଲୋକସଭା ଆସନ ଲାଗି ନିର୍ବାଚନ ରଣନୀତି ପ୍ରସ୍ତୁତ କରିବେ। ବୈଠକରେ ଲୋକସଭା ସାଂସଦ ପ୍ରାର୍ଥୀ ଜୁଏଲ ଓରାମଙ୍କ ସମେତ ଛଅ…

ବିଜେଡି ଛାଡ଼ିଲେ ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ

ଭୁବନେଶ୍ବର: ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ତଥା ସୁନ୍ଦରଗଡ଼ର ବିଜେଡି ପର୍ଯ୍ୟବେକ୍ଷକ ଜ୍ୟୋତି ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସୂଚନା ଅନୁସାରେ ଜ୍ୟୋତି ପାଣିଗ୍ରାହୀ ବିଜେଡିର ଜଣେ ଦକ୍ଷ…

ରାଜ୍ୟର ୨୧ ଲୋକସଭା କ୍ଷେତ୍ରରେ ବିଜେଡି ଓ ବିଜେପି ପ୍ରାର୍ଥ ଘୋଷଣା ଶେଷ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜନୈତିକ ଦଳଗୁଡ଼ିକ ଜୋରଦାର ରଣନୀତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଭାରତୀୟ ଜନତା ପାର୍ଟି (ବିଜେପି) ଓ ବିଜୁ ଜନତା ଦଳ (ବିଜେଡି) ଏକ ପାଦ ଆଗରେ ଅଛନ୍ତି। ଉଭୟ ଦଳ ରାଜ୍ୟର ୨୧ ଲୋକସଭା…

ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ଖଲିକୋଟ୍‌ର ସ୍ୱର୍ଗତ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଶତାଧିକ ସମର୍ଥକ

ଭୁବନେଶ୍ବର: ଗଂଜାମ ଜିଲ୍ଲା ଖଲ୍ଲିକୋଟ୍‌ର ସ୍ୱର୍ଗତ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ସମର୍ଥକମାନେ ଗୁରୁବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ସୁଜ୍ଞାନୀଙ୍କ ସମର୍ଥକମାନେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି। ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ଆସ୍କା ସାଂସଦ ପ୍ରାର୍ଥୀ…

ବଦଳିବ ପାଗ: ଆସନ୍ତାକାଲିଠୁ ବଢ଼ିବ ତାପମାତ୍ରା, ୧୪ରୁ ଦୁଇ ଦିନ ପାଇଁ ୟଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ ପୁଣି ଫେରିବ ତାତି। ଆସନ୍ତାକାଲି ଠାରୁ ପରବର୍ତ୍ତୀ ୪ ଦିନ ଯାଏଁ ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏହି ଆକଳନ କରିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା…