ରାହୁଲ ଗାନ୍ଧି ନିର୍ବାଚନ ପାଇଁ ଆତଙ୍କବାଦୀଙ୍କ ସହାୟତା ନେଇଛନ୍ତି : ସ୍ମୃତି ଇରାନୀ
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆଣିଛନ୍ତି ସାଂଘାତିକ ଅଭିଯୋଗ। କଂଗ୍ରେସର ୱାୟନାଡ ସାଂସଦ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ିବା ପାଇଁ ଆତଙ୍କବାଦୀଙ୍କ ସହାୟତା ନେଇଥିବା ସେ ଦାବି କରିଛନ୍ତି। କେରଳର ୱାୟନାଡରେ ନିର୍ବାଚନ ଲଢ଼ିବା ପାଇଁ ସେ ବ୍ୟାନ ହୋଇଥିବା ଆତଙ୍କୀ ସଂଗଠନ…
