ସମସ୍ତ VVPAT ସ୍ଲିପ୍ ଗଣତି ଦାବି: ନିର୍ବାଚନ ଆୟୋଗଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ବାଜି ସାରିଛି ନିର୍ବାଚନୀ ବିଗୁଲ। ଦେଶରେ ବର୍ତ୍ତମାନ ନିର୍ବାଚନୀ ମାହୋଲ ଜାରି ରହିଛି। ଏହାରି ଭିତରେ ଇଭିଏମ୍ ଓ ଭିଭିପାଟ୍କୁ ନେଇ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ। ନୋଟିସ ଜାରି କରି ଉଭୟଙ୍କଠାରୁ ଜବାବ ମାଗିଛନ୍ତି।…
