May 2024

୧ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

ବୌଦ୍ଧ : ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚଳାଇ ଥିଲେ ମାଫିଆ ମାନେ। ଠିକ୍‌ ସେଇ ସମୟରେ ଅବକାରୀ ବିଭାଗ ହଠାତ୍‌ ଚଢାଉ କରିଥିଲା। ପୁଲିସ ଗାଡ଼ିକୁ ଦେଖି ଜଙ୍ଗଲ ଭିତରେ କୋଟି କୋଟି ଟଙ୍କାର ଗଞ୍ଜେଇ…

ଭୋଟ୍‌ ପରେ ରିଚାର୍ଜ ପ୍ଲାନ୍ ୨୫ ପ୍ରତିଶତ ମହଙ୍ଗା ହେବ !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଟେଲିକମ୍ କମ୍ପାନୀଗୁଡିକ କୋଟି କୋଟି ମୋବାଇଲ୍ ବ୍ୟବହାରକାରୀଙ୍କୁ ଏକ ବଡ଼ ଝଟକା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।ନିକଟରେ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ, ଟେଲିକମ୍ କମ୍ପାନୀଗୁଡିକ ମୋବାଇଲ୍ ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। କୁହାଯାଉଛି…

କେଜ୍ରିୱାଲଙ୍କୁ ମିଳିଛି ସ୍ପେଶାଲ୍ ଟ୍ରିଟ୍‌ମେଣ୍ଟ୍‌!

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହେବାର ୫୦ ଦିନ ପରେ ସୁପ୍ରିମ କୋର୍ଟରୁ ଅନ୍ତରୀଣ ଜାମିନ ପାଇ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ କଡ଼ା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର…

ଜିତିଲେ ରାଏବରେଲି ଆସନ ଛାଡିବେ ରାହୁଲ

ନୂଆଦିଲ୍ଲୀ: ଗୁଜୁରାଟର ଲୋକପ୍ରିୟ ବିଜେପି ବିଧାୟକ ହାର୍ଦ୍ଦିକ ପଟେଲ କଂଗ୍ରେସ ଦଳର ପୂର୍ବତନ ସଭାପତି ତଥା ରାଏବରେଲି ଆସନରୁ ପ୍ରାର୍ଥୀ ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ହାର୍ଦ୍ଦିକ ପଟେଲ ଦାବି କରିଛନ୍ତି ଯେ ଯଦି ଲୋକସଭା ନିର୍ବାଚନରେ…

ପ୍ରଥମ ଥର ପାଇଁ CAAରେ ୧୪ ଜଣଙ୍କୁ ମିଳିଲା ଭାରତର ନାଗରିକତା ପ୍ରମାଣପତ୍ର

ନୂଆଦିଲ୍ଲୀ : ଦେଶରେ ନାଗରିକତା ସଂଶୋଧନ ଆଇନ (CAA) ଲାଗୁ ହେବାର ପ୍ରାୟ ୨ ମାସ ପରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୪ ଜଣଙ୍କୁ ନାଗରିକତା ପ୍ରମାଣପତ୍ର ଦିଆଯାଇଛି। ଦିଲ୍ଲୀରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ସେମାନଙ୍କୁ ଭାରତର…

ବରୁଣଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ ସୂଚନା ଦେଲେ ମେନକା ଗାନ୍ଧୀ

ସୁଲତାନପୁର: ଉତ୍ତରପ୍ରଦେଶର ସୁଲତାନପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ମେନକା ଗାନ୍ଧୀ ପୁଅ ବରୁଣ ଗାନ୍ଧୀଙ୍କ ଉପରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏଥର ବରୁଣ ଗାନ୍ଧୀଙ୍କ ଟିକେଟ୍ କଟାଯାଇଛି। ଯୋଗୀ ସରକାରରେ ମନ୍ତ୍ରୀ ଜିତିନ…

ଗିରଫ ହେଲେ ଆଉ ଜଣେ ମନ୍ତ୍ରୀ

ରାଞ୍ଚି : କଂଗ୍ରେସ ନେତା ତଥା ଝାଡ଼ଖଣ୍ଡ ସରକାରରେ ମନ୍ତ୍ରୀ ଥିବା ଆଲମଗିର ଆଲମଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏକ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ବୁଧବାର ଗିରଫ କରାଯାଇଛି। ଗତକାଲି ଇଡିର ରାଞ୍ଚି ସ୍ଥିତ କାର୍ଯ୍ୟାଳୟରେ ୭୦ ବର୍ଷୀୟ…

ବ୍ରାହ୍ମଣ ହେବା ଅଭିଶାପ କି? ଖଡ଼ଗେଙ୍କୁ ପ୍ରଶ୍ନ ପଚାରିଲେ ପ୍ରମୋଦ କୃଷ୍ଣମ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ଏବେ ଦେଶରେ ମାହୋଲ ସରଗରମ ରହିଛି | ଆଉ ଏବେ ନେତାମାନେ ତାଙ୍କର ପ୍ରତିପକ୍ଷ ନେତାମାନଙ୍କ ବିରୋଧରେ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି | ଏହି ସମୟରେ କଂଗ୍ରେସର ପୂର୍ବତନ ନେତା ତଥା କଳକି…

ସଚିନଙ୍କ ସୁରକ୍ଷାରେ ନିୟୋଜିତ ଯବାନଙ୍କ ଆତ୍ମହତ୍ୟା, ବେକରେ ବନ୍ଧୁକ ରଖି ଫୁଟାଇ ଦେଲେ ଗୁଳି

ମୁମ୍ବାଇ : ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଏସ୍‌ଆରପିଏଫ୍ (State Reserve Police Force) ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପ୍ରକାଶ କାପଡେ (୩୯)। ସେ ମହାରାଷ୍ଟ୍ରର ଜଲଗାଁଓ ଜିଲ୍ଲାର ଜାମନେର…

ଆଗାମୀ ୪୮ ଘଣ୍ଟା ପରେ ପୁଣି ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ବର: ଆଗାମୀ ୪୮ ଘଣ୍ଟା ପରେ ପୁଣି ବଢିବ ତାତି। ଏନେଇ ପାଣିପାଗ କେନ୍ଦ୍ର ଭୁବନେଶ୍ୱରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ୪୮ ଘଣ୍ଟା ପରେ ରାଜ୍ୟରେ ୨ରୁ ୪ ଡିଗ୍ରି ତାପମାତ୍ରା ବଢିବା ନେଇ ଆକଳନ…