ଭାରସାମ୍ୟ ହରାଇ ଓଲଟିଲା କାର:୨ ମୃତ
ଗଞ୍ଜାମ:ଭାରସାମ୍ୟ ହରାଇ ଓଲଟିଲା କାର । ଗଞ୍ଜାମ ଜିଲ୍ଲା ମୁଜାଗଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କର ମୃର୍ତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ…
ଗଞ୍ଜାମ:ଭାରସାମ୍ୟ ହରାଇ ଓଲଟିଲା କାର । ଗଞ୍ଜାମ ଜିଲ୍ଲା ମୁଜାଗଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କର ମୃର୍ତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ମୋଦୀ ସରକାରଙ୍କ ବିରୋଧରେ ଯାହା ଯାହା ଅଭିଯୋଗ ବାଢ଼ିଥିଲେ ରବିବାର ସାମ୍ବାଦିକ ସମ୍ମିଳନୀରେ ତାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ…
ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛି କଂଗ୍ରେସ। ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଯୋଜନା ଚଲାଇଛି କଂଗ୍ରେସ ।ଏହି ଅବସରରେ ପୁଣି ଥରେ ଓଡିଶା ଆସିବେ ରାହୁଲ ଗାନ୍ଧି । ଆସନ୍ତା…
ଜେଲ୍ରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ ଦେଶବାସୀଙ୍କୁ ଦେଇଛନ୍ତି ୧୦ ଗ୍ୟାରେଣ୍ଟି। ଯଦି ଆମ୍ ଆଦମୀ ପାର୍ଟି ଏଥର ଲୋକସଭା ନିର୍ବାଚନ ଜିତେ ତେବେ ୧୦ଟି କାର୍ଯ୍ୟ ଉପରେ ଯୁଦ୍ଧସ୍ତରରେ କାମ…
ଭୁବନେଶ୍ୱର: ବିଜେପି ଫୋକସରେ ଓଡିଶା । ନିର୍ବାଚନ ପାଇଁ ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ହେଭିଓ୍ବେଟ ନେତା । ଓଡିଶାରେ ଜନସାଧାରଣଙ୍କୁ ଭୋଟ ଭିକ୍ଷା କରିବେ କେନ୍ଦ୍ରୀୟ ନେତା । ଏହାରି ଭିତରେ ଓଡିଶା ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ପୁଣି ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ପୁରୀ, କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।…
ଭୁବନେଶ୍ୱର: ନିର୍ବାଚନ ପରିଚାଳନାରେ ରହିଥିବା କର୍ମଚାରୀ ଓ ମତଦାତାଙ୍କ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ କୋରାପୁଟ ଜିଲ୍ଲାରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ପକ୍ଷରୁ ଏୟାର ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି । ଏହା ମଇ ୧୨ରୁ ମଇ ୨୦ ତାରିଖ ପର୍ଯ୍ୟନ୍ତ ନିୟୋଜିତ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଖୋଲା ବିତର୍କ ପାଇଁ ନିମନ୍ତ୍ରଣ ଗ୍ରହଣ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏହାକୁ ନେଇ ଏବେ ବିଜେପି ତାଙ୍କୁ ଟାର୍ଗେଟ୍ କରିଛି। ଅମେଠି ଲୋକସଭା ଅସନରୁ ନିର୍ବାଚନ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିଥିବା ରାହୁଲ…
ନୂଆପଡ଼ା : ନୂଆପଡ଼ା ନିର୍ବାଚନ ମଣ୍ଡଳୀର ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଥିବା ୭ଟି ବୁଥ ପାଇଁ ପୋଲିଂ ପାର୍ଟିକୁ ଏୟାରଲିଫ୍ଟ । ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୋଲିଂ ପାର୍ଟିକୁ ଏୟାରଲିଫ୍ଟ କରାଯାଇଛି l ଆଜି ଗୋତମା ଏୟାରଷ୍ଟ୍ରିପରୁ ବାୟୁସେନାର ସ୍ୱତନ୍ତ୍ର…
ଭୁବନେଶ୍ବର: ଆସନ୍ତାକାଲି ଭୋଟ ଦେବ ଓଡିଶା । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ସୁରକ୍ଷା ସୂଚନା ଦେଲେ ପୋଲିସ୍ ଡିଜିପି । ୪ଟି ସଂସଦୀୟ କ୍ଷେତ୍ର ଓ ୨୮ଟି ବିଧାନସଭା କ୍ଷେତ୍ରରେ ଯେପରି ଶୃଙ୍ଖଳିତ ଭାବେ ଭୋଟ ଗ୍ରହଣ ପାଇଁ…