May 2024

ଯାଞ୍ଚ ହେଲା ଖଡ଼ଗେଙ୍କ ହେଲିକପ୍ଟର, ବର୍ଷିଲା କଂଗ୍ରେସ

ଯାଞ୍ଚ ହେଲା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ହେଲିକପ୍ଟର। ବିହାରର ସମସ୍ତିପୁର ଓ ମୁଜଫରପୁରରେ ଲୋକସଭା ନିର୍ବାଚନ ପାଇଁ ରାଲି କରିବା ସମୟରେ କଂଗ୍ରେସ ଅଧ୍ୟକ୍ଷଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି। ଏନେଇ ରବିବାର କଂଗ୍ରେସ ଅଭିଯୋଗ ଆଣିଛି। ବିଜେପି ଉପରେ ଦୋଷ…

ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଏମ.ଏସ୍ ଭିପୁଲ୍ ଲିମିଟେଡର ସମ୍ପତ୍ତି ସଂଲଗ୍ନ କର

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ରିଏଲ୍ ଇଷ୍ଟେଟ୍ ଫାର୍ମର ସମ୍ପତ୍ତି ସଂଲଗ୍ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏକ ଆବେଦନକୁ ଗ୍ରହଣ କରିବା ପରେ ରାଜ୍ୟ ସରକାରଙ୍କୁ ଏଭଳି କିଛି ନୋଟିସ୍ ଜାରି କରିଛନ୍ତି…

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି କାଳ ବୈଶାଖୀର ପ୍ରଭାବ । ବିଭିନ୍ନ ସ୍ଥାନରେ ବର୍ଷା ଫଳରେ କମିଛି ତାପମାତ୍ରା । ତାତିରୁ ମିଳିଛି ଆଶ୍ବସ୍ତି । ଆସନ୍ତା ୩ରୁ ୪ଦିନ ଯାଏ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ…

ପୋଲିସ ପାଟ୍ରୋଲିଂ ବେଳେ ୧୭ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ୨ ଗିରଫ

ବାରିପଦା: ଆସନ୍ତାକାଲି ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ଥିବା ବେଳେ ରାଜ୍ୟରେ ଚାଲିଛି ବେଆଇନ କାରବାର। ରାଜ୍ୟରେ ଯୁଗ୍ମ ନିର୍ବାଚନ ପୂର୍ବରୁ ବେଆଇନ କାର୍ଯ୍ୟକଳାପ ଉପରେ ଚାଲିଥିବା କଟକଣା ସମୟରେ ବାରିପଦାଠାରେ ଧରାପଡିଛନ୍ତି ଡ୍ରଗ୍ସ ବେପାରୀ। ଉକ୍ତ ଘଟଣାରେ…

୨୩୦ରୁ ଅଧିକ ଆସନ ଜିତିବ ନାହିଁ ବିଜେପି: କେଜ୍ରିୱାଲ

ଚଳିତ ଲୋକସଭା ନିର୍ବାଚନରେ ବିଜେପି ୨୩୦ରୁ ଅଧିକ ଆସନ ପାଇବ ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଛନ୍ତି ଏହି ଦାବି। ପ୍ରତ୍ୟାହୃତ ହୋଇସାରିଥିବା ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହେବାର ୫୦…

ବିରୋଧୀ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ମୁଖ୍ୟମନ୍ତ୍ରୀ

ବଙ୍ଗୋମୁଣ୍ଡା: ‘ମିଛ କହୁଛନ୍ତି ବିରୋଧୀ’, ‘କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।’ କିଛି ଏଭଳି କହି ବିରୋଧୀଙ୍କୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡାଠାରେ ବିରାଟ ଜନସଭାକୁ ଉଦବୋଧନ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଭିକମାଗି ଜଗନ୍ନାଥଙ୍କ ମନ୍ଦିରକୁ ଲକ୍ଷେଟଙ୍କା ଦାନ କରିଥିବା ତୁଳା ବେହେରା ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନୀତ କଲେ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ବିଜୟ ସଙ୍କଳ୍ପ ରାଲିରେ କହିଲେ ଯେ ଜଣେ ମା’ ଆସି ମୋତେ ସ୍ୱାଗତ କରିଛନ୍ତି। ଯେତେବେଳେ ମୁଁ ତାଙ୍କ ବିଷୟରେ ଜାଣିବାକୁ ପାଇଲି, ସେତେବେଳେ ମୁଁ ଭାବପ୍ରବଣ ହୋଇପଡିଥିଲି |…

ଦୋହା ଡାଇମଣ୍ଡ ଲିଗ୍, ଜାଭେଲିନ୍ ଥ୍ରୋରେ ଦ୍ଵିତୀୟ ସ୍ଥାନରେ ନୀରଜ

ନୂଆଦିଲ୍ଲୀ : ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗରେ ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି। ନୀରଜ ଜାଭେଲିନକୁ ୮୮.୩୬ ମିଟର ଦୂରତାରେ ଫିଙ୍ଗି ଦେଇଥିଲେ ଏବଂ ମାତ୍ର ଦୁଇ ସେଣ୍ଟିମିଟର ବ୍ୟବଧାନରେ ଶୀର୍ଷ ସ୍ଥାନରୁ ବଞ୍ଚିତ ହୋଇଥିଲେ। ଜାକବ…

ପୁତୁରାର ତାଳକଟା କାତିରେ ଗଲା ଦାଦାର ଜୀବନ

କାଲିମେଳା: ଏମଭି ୭୯ ଥାନା ଅନ୍ତର୍ଗତ ଇପିଗୁଡା ଗ୍ରାମରେ ଆଜି ସକାଳୁ ସକାଳୁ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ପୁତୁରାର ତାଳକଟା କାତିରେ ଚାଲିଯାଇଛି ଦାଦାର ଜୀବନ। ଦାଦା ମୁକା ପଡିଆମୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଛି ପୁତୁରା ରାମା ପଡିଆମୀ।…

ଆଦିବାସୀ କବି ପୂର୍ଣ୍ଣମାସୀ ଜାନୀଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

କନ୍ଧମାଳ: ଓଡିଶାର କନ୍ଧମାଳଠାରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିବାସୀ କବି ପୂର୍ଣ୍ଣମାସୀ ଜାନୀଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି। ୮୦ ବର୍ଷୀୟ କବି ତଥା ସାମାଜିକ କାର୍ଯ୍ୟକର୍ତ୍ତା ପୂର୍ଣ୍ଣମାସୀ କୁଇ, ଓଡିଆ ଏବଂ ସଂସ୍କୃତରେ ୫୦,୦୦୦ରୁ…