ମୃତ ନାବାଳିକାକୁ ମେଡିକାଲ୍‌ରେ ଛାଡ଼ି ଦୁର୍ବୃତ୍ତ ଫେରାର

କୋରାପୁଟ: ମୃତ ନାବାଳିକାକୁ ମେଡିକାଲ୍‌ରେ ଛାଡ଼ି ଦୁର୍ବୃତ୍ତ ଫେରାର। ଘଟଣାଟି ହେଉଛି କୋରାପୁଟ ଜିଲ୍ଲା ସୁନାବେଡ଼ା ମେଡିକାଲରେ। ନାବାଳିକାଙ୍କ ମୃତଦେହକୁ ନେଇ ଆଜି ମେଡିକାଲ୍ କତୃପକ୍ଷ ଚିନ୍ତାରେ ପଡ଼ିଛନ୍ତି। ମୃତ ଶିଶୁ ପଟାଙ୍ଗି ଥାନା କୁନ୍ଦୁଲି ଅଞ୍ଚଳର ବୋଲି ପୁଲିସ କହିଛି। ତେବେ ତାଙ୍କ…

ବଜ୍ରପାତରେ ୩ ମୃତ, ୨ ଗୁରୁତର; ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବରଗଡ: ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ। ୨ ଜଣ ଗୁରୁତର। ଗୁରୁତର ୨ ଜଣଙ୍କୁ ପଦ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦେୱାନଡ଼ିହି ଗ୍ରାମରେ । ସୂଚନା ଅନୁସାରେ, ପ୍ରବଳ ବର୍ଷା କାରଣରୁ…

ଗିରଫ ପରେ ୩ଦିନିଆ ସିବିଆଇ ରିମାଣ୍ଡରେ ଗଲେ କେଜ୍ରିୱାଲ

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବୁଧବାର ସେଣ୍ଟ୍ରାଲ୍‌ ବ୍ୟୁ‌ରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ସିବିଆଇ) ଗିରଫ କରିଥିଲା । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ ଲଗାଇବା ନେଇ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିୱାଲ୍‌। ବୁଧବାର…

କଟକ ସହରର ୧୯ଟି ରୁଟକୁ ‘NO PARKING ZONE’ ଘୋଷଣା

କଟକ: କଟକ ସହରରୁ ଦୂର ହେବ ଟ୍ରାଫିକ ସମସ୍ୟା । ଆକ୍ସନ ମୋଡରେ କମିଶନରେଟ ପୋଲିସ । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା କରାଯାଇଛି । ସହରାଞ୍ଚଳ ଆଇନ ୨୦୦୩ ର…

ଖୁବଶିଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ

ଭୁବନେଶ୍ବର: ଖୁବଶିଘ୍ର ମହାନଦୀ ଜଳ ବିବାଦର ହେବ ସମାଧାନ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ। ଏହି ବିବାଦ ରାଜ୍ୟ ରଜ୍ୟ ମଧ୍ୟରେ ଆଲୋଚନା କରାଯାଇ ସମାଧାନ କରାଯାଇପାରିବ। କିନ୍ତୁ ପୂର୍ବ ସରକାର କେବେବି ସମାଧାନ ପାଇଁ…

ଜେଲରୁ ଯେମିତି ବାହାରିପାରିବେନି ସେଭଳି ବ୍ୟବସ୍ଥା କରାଯାଇଛି: ସୁନୀତା

ନୂଆଦିଲ୍ଲୀ: ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବୁଧବାର ସେଣ୍ଟ୍ରାଲ୍‌ ବ୍ୟୁ‌ରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ସିବିଆଇ) ଗିରଫ କରିଥିଲା । ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଉପରେ ରୋକ ଲଗାଇବା ନେଇ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ କେଜ୍ରିୱାଲ୍‌। ବୁଧବାର…

ସାମାନ୍ୟ ବଚସାରୁ ପାଟିତୁଣ୍ଡ ତା’ପରେ ଛୁରୀ ଭୁସି ହତ୍ୟା

କଟକ: ସାମାନ୍ୟ ବଚସାରୁ ପାଟିତୁଣ୍ଡ ତା ପରେ ଛୁରୀ ଭୁସା । ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଏଭଳି ଘଟଣା ଘଟିଛି ଚୌଦ୍ଵାର ଥାନା ଚୁଡ଼ାଖିଆ ଅଞ୍ଚଳରେ । ମୃତକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ତୁମାସିଙ୍ଗା ଥାନା ଅଞ୍ଚଳର ପ୍ରଶାନ୍ତ କୁମାର…

ଓଡ଼ିଶାରେ ପର୍ଯ୍ୟାୟକ୍ରମେ କମିବ ମଦ କାରବାର, ନିଶା ମୁକ୍ତ ହେବ ରାଜ୍ୟ

ଭୁବନେଶ୍ବର: ଓଡିଶାରେ କମିବ ନିଶା ବ୍ୟବହାର । ରାଜ୍ୟରେ ପ୍ରର୍ଯ୍ୟାୟ କ୍ରମେ ବନ୍ଦ ହେବ ମଦ କାରବାର । ରାଜ୍ୟକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଥିବା କହିଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।…

ସମ୍ବଲପୁରକୁ ନୋଡାଲ ଜିଲ୍ଲା ଚୟନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର : ସମ୍ବଲପୁରକୁ ନୋଡାଲ ଜିଲ୍ଲା ଭାବେ ଚୟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । MPLADS କାର୍ଯ୍ୟକ୍ରମ ପାଇଁ ନୋଡାଲ ଜିଲ୍ଲା ଭାବେ ଚୟନ କରିଛନ୍ତି । ଏନେଇ ଭାରତ ସରକାରଙ୍କ ଷ୍ଟାଟିଷ୍ଟିକ୍ସ ଓ…

ଏମର୍ଜେନ୍ସିକୁ ‘କଳା ଦିନ’ ସମ୍ବୋଧିତ କଲେ ବାଚସ୍ପତି, ବିଭାଜନକାରୀ ବିବୃତ୍ତି କହି ବିରୋଧୀଙ୍କ ହଙ୍ଗାମା

ଦେଶର ଜରୁରୀ ପରିସ୍ଥିତି ବା ଏମର୍ଜେନ୍ସିର ୪୯ ବର୍ଷ ପୂର୍ତ୍ତି ଅବସରରେ ସଂସଦ ଅଧିବେଶନରେ ଏହି ଦିନକୁ ମନେ ପକାଇଛନ୍ତି ନବନିର୍ବାଚିତ ବାଚସ୍ପତି ଓମ୍ ବିର୍ଲା। ଲୋକସଭାର ବାଚସ୍ପତି ଭାବେ ଦ୍ୱିତୀୟ ଇନିଂସ ଆରମ୍ଭର ପ୍ରଥମ ଦିନରେ ସମ୍ବିଧାନର ଏହି ସମୟକୁ 'କଳା ଦିନ'…