ମିଶନ ଶକ୍ତିରେ ଆସିବ କେତେକ ପରିବର୍ତ୍ତନ

ଭୁବନେଶ୍ୱର,୧୫।୬: ଦୀର୍ଘ ୨୫ ବର୍ଷର ବିଜେଡି ଶାସନରେ ବିରାମ ଲାଗିଛି। ୨୦୨୪ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ଭାଜପା ରାଜ୍ୟରେ ସରକାର ଗଢ଼ିଛି। ନିକଟରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆକ୍ସନ ମୁଡ୍‌ରେ ଅଛନ୍ତି। ପୂର୍ବ…

ଭାରତ-ଚୀନ୍ ବାଣିଜ୍ୟଯୁଦ୍ଧ: ଲକ୍ଷାଧିକ ଚାକିରି ହରାଇଲେ, ଏକ ଶହ କୋଟି ଟଙ୍କାରୁ ଅଧିକ କ୍ଷତି

ନୂଆଦିଲ୍ଲୀ/ବେଜିଂ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ‘ବାଣିଜ୍ୟଯୁଦ୍ଧ’ ଉଭୟ ଦେଶ ଉପରେ ପ୍ରଭାବ ପକାଉଛି। ଏହି କାରଣରୁ, ଗତ କିଛି ବର୍ଷ ମଧ୍ୟରେ ଲକ୍ଷାଧିକ ଲୋକେ ଚାକିରି ହରାଇଛନ୍ତି। ସେହିପରି ଏକ ଶହ କୋଟି ଟଙ୍କାରୁ ଅଧିକ କ୍ଷତି ମଧ୍ୟ…

କଟକରେ ଫୁଟିଲା ବୋମା, ଦୁର୍ବୃତ୍ତଙ୍କ ପତ୍ତା ମିଳୁନି

କଟକ : କଟକରେ ଗତକାଲି ଜବତ ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ ଘଟି ଜଣେ ହାବିଲଦାରଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଚର୍ଚ୍ଚା ନ ଥମୁଣୁ, କଟକରେ ଘଟିଛି ଆଉ ଏକ ଅଘଟଣ। କ୍ୟାଣ୍ଟନମେଣ୍ଟ ରୋଡ୍ ଚର୍ଚ୍ଚ କ୍ୟାମ୍ପସରେ ବୋମାମାଡ଼ ହୋଇଥିବା…

ଜଳପ୍ରପାତରେ ସେଲଫି ନେବା କାଳ ହେଲା: ପାଣିରେ ବୁଡ଼ି ୨ ଭାଇଙ୍କର ଅକାଳ ବିୟୋଗ

ମାଲକାନଗିରି: ମାଥିଲି ଥାନା ଅଂଚଳର ଗୁମ୍ମାଝରଣ ଜଳପ୍ରପାତରେ ଆଜି ଅଘଟଣ ଘଟିଛି। ସେଲଫି ନେବା ଦୁଇ ଭାଇଙ୍କ ପାଇଁ କାଳ ହୋଇଛି। ପାଣିରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି। ଘଟଣା ଅନୁଯାୟୀ ଆଜି ସକାଳେ ଜୟପୁର ସହର ବାସିନ୍ଦା ବାଳକୃଷ୍ଣ…

ଅଗଷ୍ଟ ୧୫ରୁ ଓଡ଼ିଶାରେ ବନ୍ଦ ହୋଇଯିବ କି ମଦ ଦୋକାନ !

ଭୁବନେଶ୍ୱର: ସ୍ୱାଧୀନତା ଦିବସରୁ ସାରା ରାଜ୍ୟରେ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନ ବନ୍ଦ ହୋଇଯିବ ବୋଲି ଗୋଟିଏ ପୋଷ୍ଟ ଭାଇରାଲ ହୋଇଥିଲା | ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଥିବା ଏହି ପୋଷ୍ଟ ସତରେ କଣ କାର୍ଯ୍ୟକାରୀ ହେବ |…

ବିଭାଗ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କାହାକୁ କେଉଁ ଦାୟିତ୍ୱ ମିଳିଲା ଜାଣନ୍ତୁ

ଭୁବନେଶ୍ବର : ରାଜ୍ୟରେ ନୂଆ ସରକାର ଗଠନ ହେବାର ୩ ଦିନ ପରେ ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ନିଜ ପାଖରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ…

ଟି-୨୦ ବିଶ୍ୱକପ ବେଟିଂ ରାକେଟର ଫର୍ଦ୍ଦାଫାସ: ଡଲାର-ପାଉଣ୍ଡ ସହ ମିଳିଲା ପୂଳାପୂଳା ଟଙ୍କା

ନୂଆଦିଲ୍ଲୀ : ଆମେରିକା ଓ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଚାଲିଥିବା ବେଳେ ମଧ୍ୟପ୍ରଦେଶରେ ଗୋଟିଏ ବଡ଼ ବେଟିଂ ରାକେଟର ପର୍ଦ୍ଦାଫାସ ହୋଇଛି। ମଧ୍ୟପ୍ରଦେଶର ଉଜ୍ଜୟୀନରେ ଚାଲିଥିବା ଏହି ବେଟିଂ ରାକେଟର ସଦସ୍ୟଙ୍କୁ ଗିରଫ କରି ପୁଲିସ୍‌ ପୂଳାପୂଳା ନଗଦ ଟଙ୍କା ଜବତ…

NEET ପରୀକ୍ଷାରେ ଅନିୟମିତତା: ଦେଶବ୍ୟାପୀ ୨ ଦିନିଆ ଆନ୍ଦୋଳନ ଡାକରା ଦେଲେ ଛାତ୍ର ସଂଗଠନ

ନୂଆଦିଲ୍ଲୀ : ମେଡିକାଲ ପାଠ୍ୟକ୍ରମରେ ନାଁ ଲେ ଖାଇବା ପାଇଁ ଅନୁଷ୍ଠିତ ନିଟ୍‌ ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏପରି ଅଭିଯୋଗ ଆଣି ବାମପନ୍ଥୀ ଛାତ୍ର ସଂଗଠନ ପକ୍ଷରୁ ଦେଶବ୍ୟାପୀ ଦୁଇ ଦିନିଆ…

କୋରାପୁଟରେ ଗଡୁନି ଘରୋଇ ବସ୍, ଯାତ୍ରୀ ନାକେଦମ

କୋରାପୁଟ :  କୋରାପୁଟରେ ଗଡୁନି ଘରୋଇ ବସ୍। ଘରୋଇ ବସ୍‌ ମାଲିକ ସଂଘ ଓ ଘରୋଇ ବସ କର୍ମଚାରୀ ସଂଘ ଭିତରେ ବିବାଦକୁ ନେଇ ଆଜି ବସ୍ ଚଳାଚଳ ବନ୍ଦ ରହିଛି। ଆଜି ସକାଳୁ କୋରାପୁଟରୁ କୌଣସି ଘରୋଇ ବସ ଗଡ଼ୁନଥିବାରୁ…

ଭାରତରୁ ୟୁରୋପକୁ ଚାଲିବ ହାଇସ୍ପିଡ୍ ଟ୍ରେନ ! ଜି-୭ ସମ୍ମିଳନୀରେ ଭାରତ-ୟୁରୋପ କରିଡରକୁ ନେଇ ସହମତି

ବାରି (ଇଟାଲୀ): ଆମନ୍ତ୍ରିତ ସଦସ୍ୟ ଭାବେ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବା ଭାରତ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହୋଇଛି। ଜି-୭ ଦେଶଗୁଡ଼ିକ ଭାରତକୁ ସବୁଠାରୁ ବଡ଼ ଉପହାର ଦେଇଛନ୍ତି। ଏହା ଜରିଆରେ ଏବେ ହାଇସ୍ପିଡ୍ ରେଳପଥ ଜରିଆରେ ଭାରତକୁ ସିଧାସଳଖ…