ବିଜୟୀ ପ୍ରାର୍ଥୀ ନିଜ ଅଞ୍ଚଳବାସୀଙ୍କ ସହ କାମ କରିବାକୁ ପରାମର୍ଶ ଦେଲେ ନବୀନ

ଭୁବନେଶ୍ବର: ନବୀନ ନିବାସରେ ବିଜେଡିର ବୈଠକ ଶେଷ ହୋଇଛି। ଦଳର ସଭାପତି ନବୀନ ନିବାସଙ୍କ ଅଧକ୍ଷତାରେ ଏହି ବୈଠକ ବସିଥିଲା। ନବୀନ ସମସ୍ତ ବିଜୟୀ ପ୍ରାର୍ଥୀଙ୍କ ସହ ଆଲୋଚନା କରିଥିଲେ। ସମସ୍ତେ ନବନିର୍ବାଚିତ ପ୍ରତିନିଧି ମନେ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ପ୍ରଦାନ…

କେରଳର ୱାୟନାଡ଼ ଲୋକସଭା ଆସନ ଛାଡିପାରନ୍ତି ରାହୁଲ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି। ଫଳାଫଳରେ ବିଜେପି ସର୍ବବୃହତ ଦଳ ଭାବରେ ଉଭା ହୋଇଛି ଏବଂ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ବଡ ଖବର ସାମ୍ନାକୁ…

ବିଏସକେୱାଇକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ନ କରିବାକୁ କହିଲା ବିଜେପି

ଭୁବନେଶ୍ବର: ଚଳିତ ଥର ନିର୍ବାଚନ ସମସ୍ତଙ୍କୁ ଚମକାଇ ଦେଇଛି । ରାଜ୍ୟରେ ବିଜେପିକୁ ମିଳିଛି ବଡ଼ ବିଜୟ । ଓଡ଼ିଶାରେ ବିଜେପିକୁ ସ୍ପଷ୍ଟ ବହୁମତ। ଓଡ଼ିଶାରେ ସକରକାର ଗଠନର ମ୍ୟାଜିକ ନମ୍ୱର ୭୪ଥିବା ବେଳେ ବିଜେପି ଏହାକୁ ପାର୍‌ କରି ପାଇଛି…

ଚନ୍ଦ୍ରବାବୁ ଓ ନୀତୀଶଙ୍କ ଠାରୁ ଲିଖିତ ଭାବେ ସମର୍ଥନ ନେଲେ ମୋଦି

ଶେଷ ହୋଇଛି ବିଜେପି ନେତୃତ୍ୱାଧୀନ ଏନଡିଏ ବୈଠକ। କିଛି ସମୟ ପରେ ନୂଆ ସରକାର ଗଠନ ପାଇଁ ଦାବି ଜଣାଇବେ ନରେନ୍ଦ୍ର ମୋଦି। ସେ ଏନଡିଏ ସଦସ୍ୟଙ୍କ ସହ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଚଳିତ ଲୋକସଭାରେ…

ଦିଲ୍ଲୀ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଉଭୟ ବିଧାନସଭା ଓ ଲୋକସଭାରେ ବିଜେପିର ବୃହତ୍ ବିଜୟ ପରେ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ଗସ୍ତରେ ଯାଇଛନ୍ତି।  ଆଜି ଦିଲ୍ଲୀରେ ବସୁଛି ଏନଡିଏ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ସେ ଯୋଗ…

ନବୀନଙ୍କୁ ଭେଟିବାକୁ ଚାହୁଁଛନ୍ତି ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ରାଜ୍ୟରେ ୨୪ ବର୍ଷ ୯୦ ଦିନ ସରକାରର ପତନ ହୋଇଛି। ଏହା ଓଡିଶାବାସୀଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ନିର୍ବାଚନ ଫଳାଫଳରେ ଏହା ପ୍ରତିଫଳିତ ହୋଇଛି। ଏବେ ବିଜେପି ସରକାର ଗଢ଼ିବାକୁ ଯାଉଛି। ବିଜେଡିର ବିପର୍ଯ୍ୟୟ ପଛରେ ଦଳର ଅନ୍ୟତମ ନେତା…

ପରସ୍ପରକୁ ଧକ୍କା ଦେଲେ ଏକାଥରେ ୭ଟି ଗାଡି

କେନ୍ଦୁଝର  : ରାସ୍ତା ଉପରେ ଏ ଚିତ୍ରକୁ ଯିଏ ଦେଖୁଥିଲା ଲୋମ ଟାଙ୍କୁରୀ ଯାଉଥିଲା ଭୟରେ । କେହି କେବେ ହୁଏତ ଆଖିରେ ଦେଖିନଥିବେ ଏତେ ବଡ ଦୁର୍ଘଟଣା । ଗୋଟେ କି ଦୁଇଟି ନୁହେଁ ଏକାଥରେ ୭ଟି ଗାଡି । ଶୁଣିବାକୁ…

ରାଜ୍ୟରେ ବନ୍ଦ ହେବ ବିଏସକେୱାଇ ,ଲାଗୁ ହେବ ଆୟୁଷ୍ମାନ ଯୋଜନା: ମନମୋହନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କିଏ ହେବ ପାର୍ଲାମେଣ୍ଟ ପାର୍ଟି ନିଷ୍ପତ୍ତି ନେବ । ସରକାର ଆସିବା ମାତ୍ରେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା କରିବୁ । ଆୟୁଷ୍ମାନ ଯୋଜନା ଲାଗୁ କରିବୁ, ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବୁ ବୋଲି ନିଜର ପ୍ରତିକ୍ରିୟା ରଖିଛନ୍ତି…

ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଫଡନାଭିସ୍‌

ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ। କିନ୍ତୁ ତାଙ୍କ ଇସ୍ତଫାପତ୍ର ଏଯାଏ ଗ୍ରହଣ ହୋଇ ନାହିଁ। ୨୦୧୪ରୁ ୨୦୧୯ ଯାଏ ମୁଖ୍ୟମନ୍ତ୍ରୀ ପଦରେ ଥିବା ଫଡନାଭିସ କହିଛନ୍ତି, “ମୋତେ ସରକାରୀ ଦାୟିତ୍ୱରୁ ମୁକ୍ତି…

ମହାନଦୀ ସେତୁ ଭିତରକୁ ଛିଟିକି ପଡିଲା ଡିଜେଲ ବୋଝେଇ ଟ୍ରକ

ସୋନପୁର : ସୋନପୁର ମହାନଦୀ ସେତୁ ଉପରେ ଡିଜେଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଚାଳକ । ଗତକାଲି ବିଳମ୍ବିତ ରାତିରେ ଟିଟିଲାଗଡରୁ ସମ୍ବଲପୁରକୁ ଡିଜେଲ ବୋଝେଇ ଟ୍ରକ ଯାଉଥିବାବେଳେ ଟ୍ରକ ସମ୍ମୁଖ ଭାଗର ୨ଟି ଚକା ଫାଟି ଯାଇଥିଲା…