June 22, 2024

କଟକରେ ବିଜେଡିକୁ ଝଟକା: ହାତରୁ ଗଲା ୨ଟି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ

କଟକ : ସିଏମସିରେ ବିଜେଡିକୁ ଡବଲ ଝଟକା। ବିଜେଡି ହାତରୁ ଗଲା ୨ଟି ଷ୍ଟାଣ୍ଡିଂ କମିଟି ପଦବୀ। ଏଷ୍ଟାବ୍ଲିସମେଣ୍ଟ କମିଟି ଚେୟାରମ୍ୟାନ ଏବଂ ପ୍ଲାନିଂ ଆଣ୍ଡ ଡେଭଲପମେଣ୍ଟ କମିଟି ଚେୟାରମ୍ୟାନ ପଦବୀ ଛଡ଼ାଇ ନେଇଛନ୍ତି ବିଜେପି ଓ ସ୍ୱାଧୀନ କର୍ପୋରେଟର। ଏଷ୍ଟାବ୍ଲିସମେଣ୍ଟ…

ପିଲା ଓଡ଼ିଶାର, ହେଲେ ପରୀକ୍ଷା କେନ୍ଦ୍ର ଗୁଜରାଟର ଗୋଧ୍ରା!

ଭୁବନେଶ୍ବର : ଅଧିକାଂଶ ଅଭିଭାବକ ଚାହାନ୍ତି ତାଙ୍କ ପୁଅ ବା ଝିଅ ଡାକ୍ତରଟିଏ ହେଉ। ସର୍ବଭାରତୀୟ ସ୍ତରରେ ଏନଟିଏ ବା ନେସନାଲ ଟେଷ୍ଟିଂ ଏଜେନସି ନିଟ୍ ପ୍ରବେଶିକା ପରୀକ୍ଷା କରିଥାଏ। ନିଟ୍ ବା ‘National Eligibility-cum-Entrance Test’ ପାଇଁ ଗତ ମେ’…

ବାହାରିଲା ନିଷ୍କର୍ଷ, ସନ୍ଧ୍ୟାରୁ ବାରିପଦା ଷ୍ଟାଣ୍ଡରୁ ଗଡ଼ିବ ବସ୍‌

ବାରିପଦା : ବାହାରିଲା ନିଷ୍କର୍ଷ। ଆଜି ସନ୍ଧ୍ୟାରୁ ବାରିପଦା ବସ୍‌ ଷ୍ଟାଣ୍ଡରେ ଅନ୍ୟ ସହର ଅଭିମୁଖେ ଗଡ଼ିବ ବସ୍‌। ମୟୂରଭଞ୍ଜ ଏସ୍‌ପି ଏସ୍‌. ସୁଶ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ରକ୍ତାକ୍ତ ସଂଘର୍ଷ…

ବାଲେଶ୍ୱରରେ କର୍ଫ୍ୟୁ କଟକଣା ଆଂଶିକ କୋହଳ; ଆଜିଠୁ ମିଳିବ ଇଣ୍ଟରନେଟ୍ ସେବା

ବାଲେଶ୍ବର : ବାଲେଶ୍ୱର ପୌରାଞ୍ଚଳରେ ସ୍ୱାଭାବିକ ହେଉଛି ସ୍ଥିତି। କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଛି। ସହଦେବଖୁଣ୍ଟା ଓ ଟାଉନ୍ ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ ହୋଇଛି। ସକାଳ ୫ଟାରୁ ଦିନ ୨ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି। ଶିଳ୍ପାଞ୍ଚଳ ଥାନା…

କଟକ ବଡ଼ ଡାକ୍ତରଖାନାରେ ଚାଞ୍ଚଲ୍ୟ: ଫାର୍ମାସିଷ୍ଟଙ୍କୁ ହତ୍ୟା ପାଇଁ ସୁପାରି

କଟକ: କଟକ ବଡ଼ ଡାକ୍ତରଖାନାର ଜଣେ ଫାର୍ମାସିଷ୍ଟଙ୍କୁ ହତ୍ୟା ପାଇଁ ସୁପାରି ଦିଆଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କେନ୍ଦ୍ରୀୟ ଔଷଧ ଗୃହକୁ ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନିର ସାମଗ୍ରୀ ଯୋଗାଣ ବନ୍ଦ କରିଦେବାରୁ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯିବା ଘଟଣାରେ…

ଦିବ୍ୟ ସ୍ନାନ କଲେ ଚତୁର୍ଦ୍ଧା ମୂରତି

ପୁରୀ: ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧା ମୂରତି ଦିବ୍ୟ ସ୍ନାନ କରିଛନ୍ତି। ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ଆଜି ଶ୍ରୀକ୍ଷେତ୍ରରେ ହେଉଛି ମହାପ୍ରଭୁଙ୍କ ଦିବ୍ୟସ୍ନାନ। ଆଜି ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ…

ଜଳ ସମ୍ପଦ ବିଭାଗର ସମସ୍ତ ବିଳମ୍ବିତ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଜଳସେଚନ ବିଭାଗର ସମୀକ୍ଷା କରିବା ପରେ ବିଭାଗୀୟ ସଚିବ ଅନୁ ଗର୍ଗ ପ୍ରତିକ୍ରିୟା ଦେଇ କହିଛନ୍ତି, ବନ୍ୟାକୁ ନେଇ ବିଭାଗ କେତେ ପ୍ରସ୍ତୁତ ସେ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରିଛନ୍ତି। ଦୁର୍ବଳ ନଦୀ…

ଜନ୍ମମାଟିକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ; ସଜେଇ ହେଉଛି ଗାଁ

କେନ୍ଦୁଝର : ଜନ୍ମମାଟିକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଥିପାଇଁ ସଜେଇ ହେଉଛି ଗାଁ। ନିର୍ବାଚନ ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେଥିପାଇଁ ଗାଁର ରାସ୍ତାଘାଟ ମରାମତି ଓ…

ଆଗାମୀ ୩ରୁ ୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବ ମୌସୁମୀ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ବୌଦ୍ଧ ରେ ସର୍ବାଧିକ ୧୦.୮ ସେମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ୮ ସହରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଗାମୀ ୫ ଦିନ ଯାଏଁ ଲାଗି ରହିବ ବର୍ଷା ଘଡଘଡି। ଆସନ୍ତା ୨୪ ଘଣ୍ଟାରେ…

ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ସ୍ନାନବେଦିରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରୀତିନୀତି ଅନୁସାରେ ୧୦୮ ଗରା ଜଳରେ ମହାପ୍ରଭୁ…