ବାଡ଼ିରେ ପିଟିପିଟି ପତ୍ନୀକୁ ହତ୍ୟା କଲା ସ୍ୱାମୀ
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ନନ୍ଦୁର ପଞ୍ଚାୟତ ଅଧିନ ଅସୁରିଆ ଗାଁରେ ଗତରାତିରେ ନିଶାସକ୍ତ ଅବସ୍ଥାରେ ବାଡ଼ିରେ ପିଟିପିଟି ପତ୍ନୀକୁ ହତ୍ୟା କଲା ସ୍ୱାମୀ। ଏନେଇ ଖଇରା ଥାନା କେଶ ନମ୍ବର ୧୧୮/୨୪ ରେ ପୁଲିସ ଏକ ମାମଲା ରୁଜୁ…
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ନନ୍ଦୁର ପଞ୍ଚାୟତ ଅଧିନ ଅସୁରିଆ ଗାଁରେ ଗତରାତିରେ ନିଶାସକ୍ତ ଅବସ୍ଥାରେ ବାଡ଼ିରେ ପିଟିପିଟି ପତ୍ନୀକୁ ହତ୍ୟା କଲା ସ୍ୱାମୀ। ଏନେଇ ଖଇରା ଥାନା କେଶ ନମ୍ବର ୧୧୮/୨୪ ରେ ପୁଲିସ ଏକ ମାମଲା ରୁଜୁ…
ପୁରୀ: ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି। ସେ ନିଜ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ପ୍ରତିଶ୍ରୁତି ଅନୁସାରେ ଶ୍ରୀଜଗନ୍ନାଥ…
ବଲାଙ୍ଗିର : ବହୁ ଚର୍ଚ୍ଚିତ ପୁଲିସ କନଷ୍ଟେବଳ ଶଙ୍କରଭାନୁ ବେହେରା ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ମାମଲାରେ ବଲାଙ୍ଗିର ପୁଲିସ୍ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ରାଜ୍ୟ ବାହାରୁ ଗିରଫ କରାଯାଇଛି। ହୀରା ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ଘଟିଥିବା…
ରାଉରକେଲା: ବଦଳିଲା ସରକାର। କାର୍ଯ୍ୟକାରୀ ହେବ କି ବର୍ଷ ବର୍ଷ ଧରି ଘୋଷଣାରେ ଅଟକିଥିବା ରାଉରକେଲା କମିସନରେଟ୍ ବ୍ୟବସ୍ଥା। ସ୍ଥାପନ ହେବ କି ବହୁ ପ୍ରତୀକ୍ଷିତ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଓ ରାଉରକେଲା ମେଡ଼ିକାଲ କଲେଜ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜିତ…
ଭୁବନେଶ୍ବର : ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ମାତ୍ର ୨୪ଘଣ୍ଟା ନପୁରୁଣୁ ଗୋଟିଏପରେ ଗୋଟିଏ ଆଖିଦୃଶିଆ ପଦକ୍ଷେପ ନେବାରେ ଲାଗିଛନ୍ତି । ନୂଆ ସରକାର ଶପଥ ସମାରୋହର ମାତ୍ର ୩ଘଣ୍ଟା ଭିତରେ କ୍ୟାବିନେଟ୍ ବୈଠକ ଡାକି ଓଡ଼ିଶା ଓ ଓଡ଼ିଆଙ୍କ…
ଭୁବନେଶ୍ବର : ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ୪ରୁ ଅଧିକ କାର୍ ଓ ବାଇକ୍କୁ ଧକ୍କା ଦେଇଛି। ଯାହାଫଳରେ କାର୍ ଭିତରେ ବସିଥିବା ଲୋକମାନେ ଆହତ ହୋଇଛନ୍ତି। ଏହାକୁ ନେଇ ଜାତୀୟ ରାଜପଥରେ ଉତ୍ତେଜନା ପ୍ରକାଶ…
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ପୁଣି ଥରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ରାଜ୍ୟର ରିଆସୀ, କଠୁଆ ଓ ଡୋଡାରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ଆକ୍ରମଣ ଜାରି ରହିଛି। ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ଏଥିରେ…
ଭୁବନେଶ୍ବର: ଅଫିସରମାନେ ଏଣିକି ଆଉ ଲଗାମଛଡା ହୋଇ ପାରିବେନି । ମନ୍ତ୍ରୀମାନଙ୍କ ହାତରେ ଲଗାମ ରହିବ । ସରକାର ଠିକ ଭାବରେ ଚାଲିବ ଆଉ ଅଫିସରମାନେ ମଧ୍ୟ ଠିକ ଭାବେ କାମ କରିବେ। ଲୋକଙ୍କର ଆଶା ଆକାଂକ୍ଷାକୁ ଦେଖି ଅଫିସରମାନଙ୍କୁ କାମ…
ରାଉରକେଲା: ସହରରେ ବିଭିନ୍ନ ଢ଼ାବା ଓ ଦୋକାନରେ ଚାଲିଛି ଚୋରା ମଦ ଓ ଗଞ୍ଜେଇ ବେପାର। ରାଉରକେଲା ନୂଆ ବସ୍ଷ୍ଟାଣ୍ଡ, ପୁରୁଣା ଷ୍ଟେସନ ଓ ଟ୍ରାଫିକ୍ ମାର୍କେଟ ଆଦି ଅଞ୍ଚଳରେ ଏହି କାରବାର ଜୋରସୋରରେ ଚାଲିଛି। ସ୍ଥାନୀୟ ପୁଲିସ ଓ ଅବକାରୀ…
କନ୍ଧମାଳ: ପ୍ରବଳ ଖରାକୁ ମୁନ୍ଦେ ପାଣି ପାଇଁ ଖଜୁରୀପଡ଼ା ବ୍ଲକ ସୁଡ୍ରୁକୁମ୍ପା ଉପର ସାହି ବାସିନ୍ଦାଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। ପ୍ରବଳ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ପାନୀୟଜଳ ସଙ୍କଟ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ମୁନ୍ଦେ ପାଣି ପାଇଁ ସେମାନେ କଲବଲ ହେଉଛନ୍ତି। କୂଅ,…