ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ବୈଠକରେ ହଙ୍ଗାମା
ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ବୈଠକରେ ହଙ୍ଗାମା। ବିଏମସି କର୍ପୋରେସନ ବୈଠକରେ ପ୍ରଶ୍ନ ପଚାରିବାକୁ ସୁଯୋଗ ନମିଳିବା ଓ ପ୍ରସଙ୍ଗ ଭିତ୍ତିକ ଆଲୋଚନା ହୋଇନପାରିବା ଅଭିଯୋଗ ନେଇ ବୈଠକ ତ୍ୟାଗ କରିଥିଲେ ବିଜେଡିର କିଛି କର୍ପୋରେଟର। ନିର୍ଦ୍ଦିଷ୍ଟ ଭାବେ କିଛି…
