ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ, ୪ ମୃତ
ବିରୁଧୁନଗର: ତାମିଲନାଡୁର ଏକ ବାଣ କାରଖାନାରେ ବସ୍ଫୋରଣ ହୋଇଥିବା ଖବର ହସ୍ତଗତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ମିଳିଛି ବୋଲି ଶନିବାର ପୁଲିସ ପକ୍ଷରୁ ସୂଚନା…
ବିରୁଧୁନଗର: ତାମିଲନାଡୁର ଏକ ବାଣ କାରଖାନାରେ ବସ୍ଫୋରଣ ହୋଇଥିବା ଖବର ହସ୍ତଗତ ହୋଇଛି। ଏହି ଦୁର୍ଘଟଣାରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ଆହତ ହୋଇଥିବା ସୂଚନା ମିଳିଛି ବୋଲି ଶନିବାର ପୁଲିସ ପକ୍ଷରୁ ସୂଚନା…
ଭୁବନେଶ୍ଵର: ଓଡ଼ିଶା ବିଧାନସଭାକୁ ପେପରଲେସ୍ କରାଯିବ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ । ବାଚସ୍ପତିଙ୍କ କହିବାନୁସାରେ, ବିଧାନସଭାକୁ ସଂପୂର୍ଣ୍ଣ କାଗଜମୁକ୍ତ କରିବାକୁ ଯୋଜନା କରାଯାଇଛି । ବିଧାନସଭାକୁ ପେପରଲେସ୍ କରିବାକୁ ନେଭା ଦାୟିତ୍ବ ନେଇଛି । ପୁରୁଣା…
ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ଦିନ ଭେଟିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ…
ପଟ୍ଟାମୁଣ୍ଡାଇ :ଭିଜିଲାନ୍ସ ଜାଲରେ ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟର ବଡ଼ବାବୁ ଜନ୍ ଉଇଲିୟମ ବରାଳ। ଜମି ବିଭାଜନ ସମ୍ବନ୍ଧୀୟ କେସ୍ ରେକର୍ଡର ସାର୍ଟିଫାଏ ନକଲ କପି ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ୧୦ ହଜାର ଲାଞ୍ଚ ନେବା ବେଳେ ବଡ଼ବାବୁ ଜନ୍…
ଭୁବନେଶ୍ବର: ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ କ୍ୱାର୍ଟସରେ ପୁଣି କ୍ୟାପିଟାଲ ଥାନା ପୁଲିସ୍। ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ନେଇ ଧମକ ଦେବା ଅଭିଯୋଗରେ କ୍ୟାପିଟାଲ ଥାନାରେ ଏତଲା ହୋଇଥିଲା। ପୁଲିସ ଏବେ ଏହି ମାମଲାରେ ତଦନ୍ତ…
ଭୁବନେଶ୍ବର: ପହିଲାରୁ ମୁଖ୍ୟମନ୍ତ୍ରୀ ଶୁଣିବେ ଅଭିଯୋଗ । ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ଜୁଲାଇ ୧ରୁ ୟୁନଟି-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ । ସକାଳ ୧୧ଟାରୁ ଅଭିଯୋଗ ଶଣାଣି କରିବେ…
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୧୪ ଦିନ ନ୍ୟାୟିକ ହେପାଜତକୁ ପଠାଯାଇଛି। CBI ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ନେଇଛି। ତଦନ୍ତ ଏବଂ ନ୍ୟାୟର ସ୍ୱାର୍ଥ ପାଇଁ କେଜ୍ରିୱାଲଙ୍କୁ ରିମାଣ୍ଡରେ ନିଆଯାଇଥିବା…
ଭୁବନେଶ୍ୱର : ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେଭି ସିଂଦେଓ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ‘ସଦୈବ ଅଟଳ’ରେ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି…
ଅନୁଗୋଳ: ଅନୁଗୋଳ ଜିଲ୍ଲା ଟିକରପଡ଼ା ଘାଟ ସାହି ଅଞ୍ଚଳରରେ ଦେଖିବାକୁ ମିଳିଛି ଶୋକାକକୂଳ ପରିବେଶ । ମହାନଦୀ କୂଳରୁ ୮ ବର୍ଷର ନାବାଳକକୁ ଘୋଷାଡିନେଲା କୁମ୍ଭୀର । ମୃତ ନାବାଳକର ଘର ଟିକରପଡ଼ା ଘାଟ ସାହି ଅଞ୍ଚଳରରେ ବୋଲି ଜଣାଯାଇଛି ।…
ବିଜେପି ନେତୃତ୍ୱାଧୀନ ଏନଡିଏର ସହଯୋଗୀ ଜେଡିୟୁ ପୁଣିଥରେ ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା କିମ୍ବା ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛି। ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ଏନଡିଏର ସହଯୋଗୀ ଦଳ ହେଉଛି ନୀତୀଶ କୁମାରଙ୍କ ଜେଡିୟୁ। ଆଜି…