ଧାନ ମଣ୍ଡିରେ ଲାଗିବ ସିସିଟିଭି, ମିଲକୁ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ୍: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ବର: ଧାନ ମଣ୍ଡିରେ ଲାଗିବ ସିସିଟିଭି। ମଣ୍ଡିରୁ ମିଲକୁ ଯାଉଥିବା ଗାଡ଼ିରେ ଲାଗିବ ଜିପିଏସ୍। ରାଜ୍ୟରେ ଦୁର୍ନୀତିକୁ ରୋକିବାକୁ କିଛି ଏଭଳି ଢଙ୍ଗରେ ତତ୍ପର ହେଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ। ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କହିବା ମୁତାବକ,…

ରାଜ୍ୟରେ ଖୋଲିବ ୨୦୦ ଗୋଶାଳା, ଗୋଚାଲାଣ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଗୋ-ସୁରକ୍ଷା ଓ ମାଛ ଚାଷ କୁ ନେଇ ବଡ ବୟାନ ଦେଲେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି, ରାଜ୍ୟରେ ବୃଦ୍ଧି ପାଉଥିବା ଗୋଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି…

NEET ପେପର୍‌ ଲିକ୍‌: ୭ ସ୍ଥାନରେ CBIର ଚଢ଼ାଉ, ସାମ୍ବାଦିକ ଗିରଫ

ଥମୁନି ନିଟ୍‌ ପେପର୍‌ ଲିକ୍‌ ବିବାଦ। ଏହାକୁ ନେଇ ରାଜନୀତି ଜୋର୍‌ ଧରିଥିବା ବେଳେ ଆକ୍ସନ ମୁଡ୍‌ରେ ରହିଛି ସିବିଆଇ। ଘନ ଘନ ଚଢ଼ାଉ କରିବା ସହ ଏହି ମାମଲାରେ ଜାରି ରହିଛି ଗିରଫଦାରୀ। ଆଜି ଗୁଜରାଟର ୪ଟି ଜିଲ୍ଲା ସମେତ…

ଅଣସର ଘରେ ମହାପ୍ରଭୁ, ସୁସ୍ଥତା ପାଇଁ ଚାଲିଛି ଓଷ ଲାଗି ବିଧି

ପୁରୀ: ମହାସ୍ନାନ ପରେ ଏବେ ଅଣସର ଘରେ ଜ୍ୱରରେ ପୀଡିତ ଚତୁର୍ଦ୍ଧାବିଗ୍ରହ । ଏଥିପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଦଇତାପତି ସେବାୟତ ମାନେ ଜାରି ରଖିଛନ୍ତି ଗୁପ୍ତ ଚିକିତ୍ସା । ସମ୍ପୂର୍ଣ୍ଣ ଆୟୁର୍ବେଦ ପ୍ରଣାଳୀରେ ମହାପ୍ରଭୁଙ୍କ ଚିକିତ୍ସା ଜାରି ରହିଛି । ଚତୁର୍ଦ୍ଧାବିଗ୍ରହଙ୍କ ଶରୀରରେ…

ବଲ୍ଲେ ବଲ୍ଲେ ଢ଼ାବା ଓ ଲଜକୁ ସିଲ୍ ପରେ ଖାଲି ହେଉଛି ଢାବା

ଯାଜପୁର: ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରେ ପ୍ରଣବ ବଳବନ୍ତରାୟଙ୍କ ପାଳି । ଧର୍ମଶାଳା ଭବନରେ ଥିବା ବଲ୍ଲେ ବଲ୍ଲେ ଢାବା ସିଲ୍ କରିବା ନିର୍ଦ୍ଦେଶ ପରେ ଢ଼ାବା କୁ ଖାଲି କରାଯାଉଛି । ଧର୍ମଶାଳା ବିଧାୟକ ହିମାଂଶୁ…

ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ବୈଠକରେ ହଙ୍ଗାମା

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ବୈଠକରେ ହଙ୍ଗାମା। ବିଏମସି କର୍ପୋରେସନ ବୈଠକରେ ପ୍ରଶ୍ନ ପଚାରିବାକୁ ସୁଯୋଗ ନମିଳିବା ଓ ପ୍ରସଙ୍ଗ ଭିତ୍ତିକ ଆଲୋଚନା ହୋଇନପାରିବା ଅଭିଯୋଗ ନେଇ ବୈଠକ ତ୍ୟାଗ କରିଥିଲେ ବିଜେଡିର କିଛି କର୍ପୋରେଟର। ନିର୍ଦ୍ଦିଷ୍ଟ ଭାବେ କିଛି…

ସ୍କୁଲରେ ନାହାନ୍ତି ଶିକ୍ଷକ, ପଢ଼ିବାକୁ ନାହିଁ ବହି

ଭୁବନେଶ୍ବର : ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦ୍ୟାଳୟରେ ସମସ୍ତ ବହି ପହଞ୍ଚି ପାରିନାହିଁ। କେଉଁ ବିଦ୍ୟାଳୟରେ ସାହିତ୍ୟ ବହି ପହଞ୍ଚି ପାରିନାହିଁ ତ ଆଉ କେଉଁ ବିଦ୍ୟାଳୟରେ ସ୍ବାକ୍ଷର ଓ ସଂଖ୍ୟାଜ୍ଞାନ ପୁସ୍ତକ ପହଞ୍ଚି ନାହିଁ। ଶିକ୍ଷାବର୍ଷକୁ ୩ମାସ…

୧୦ ଦିନ ତଳେ ସ୍କୁଲରେ ନାମ ଲେଖାଇଥିଲେ, ପାଣି ଟାଙ୍କି ଭୁଶୁଡି ଚାଲିଗଲା ଛାତ୍ରଙ୍କ ଜୀବନ

ବାଲେଶ୍ୱର: ବାଲେଶ୍ୱର ଜିଲା ସାରଗାଁ ପଦ୍ମପୁର ସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି । ପାଣି ଟାଙ୍କି ଭୁଶୁଡିବାରୁ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ଖୋର୍ଦ୍ଧା ଜିଲା ବାରଙ୍ଗ ଅଞ୍ଚଳର…

ଧୀରେ ଧୀରେ ଚମକ ହରାଉଛି ମଧୁରଜଳ ହ୍ରଦ ଅଂଶୁପା

କଟକ: ଓଡ଼ିଶାର ପ୍ରସିଦ୍ଧ ମଧୁରଜଳ ହ୍ରଦ ଅଂଶୁପା। ସରଣ୍ଡା ପାହାଡ଼ ଉପରୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଏହି ହ୍ରଦର ନୈସର୍ଗିକ ଶୋଭା ପର୍ଯ୍ୟଟକଙ୍କ ମନରେ ଶିହରଣ ସୃଷ୍ଟି କରିଥାଏ। ହେଲେ, ପ୍ରତିବର୍ଷ ଏହି ଅଶ୍ବଖୁରାକୃତି ହ୍ରଦର ଜଳରାଶି ଶୁଖି ଚାଲିଛି।…

କୋରାପୁଟରେ ୨ଜଣ ଆନ୍ଥ୍ରାକ୍ସ ରୋଗୀ ଚିହ୍ନଟ

କୋରାପୁଟ : ସଂକ୍ରମିତ ତଥା ମୃତ ଗାଈ ମାଂସ ଖାଇ ୨ ଜଣ ବ୍ୟକ୍ତି ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇଛନ୍ତି। ଘଟଣାଟି ହେଉଛି କୋରାପୁଟ ଜିଲ୍ଲା ଦେଵୀଘାଟ ପଞ୍ଚାୟତ ପଡ଼େଇଗୁଡ଼ା ଗାଁରେ। ଡାକ୍ତରୀଟିମ୍ ଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସୂଚନା ଅନୁଯାୟୀ,…