ଆର୍‌ଜିଏଚ୍‌ରେ ମେସିନ ଖତ ଖାଉଛି, ରୋଗି ହଇରାଣ

ରାଉରକେଲା: ଅନେକ ସମୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଧୋକା ଦେଉଛି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)। ନୂଆ ସରକାର ଦାୟିତ୍ବ ନେବା ପରେ ସମାଧାନର ବାଟ ଫିଟିବ ବୋଲି ଆଶା କରାଯାଉଛି। ଗୋଟିଏ କି ଦୁଇଟି ବିଭାଗରେ ଅନେକ ବିଭାଗରେ…

ଭୁବନେଶ୍ବରରେ ମୋଦି ପୁଣି କରିବେ ରୋଡ୍‌ ସୋ’

ଭୁବନେଶ୍ବର: ମାସକ ବ୍ୟବଧାନରେ ରାଜଧାନୀ ଭୁବନେଶ୍ବରବାସୀ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌ ସୋ’ ଦେଖିବେ। ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଆରମ୍ଭ ହେବାର ଅଳ୍ପ ସମୟ ପୂର୍ବରୁ ମୋଦୀ ରୋଡ୍‌ ସୋ’ କରିବେ। ମୋଦୀଙ୍କ ଏହି…

ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବିଦ୍ରୋହ ! ପଦ ଗ୍ରହଣ କରିବାକୁ ମନା କଲେ ପ୍ରଫୁଲ ପଟେଲ

ନୂଆଦିଲ୍ଲୀ : ସରକାର ଗଠନ ହୋଇନି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ନାହାନ୍ତି। କିନ୍ତୁ ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବିଜେପି ନେତୃତ୍ୱାଧୀନ ଏନଡିଏରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏନଡିଏରେ ଥିବା ଅଜିତ ପାୱାରଙ୍କ ଏନସିପି ନିଜ ପସନ୍ଦର…

ଧର୍ମେନ୍ଦ୍ର, ଅଶ୍ୱିନୀ ଓ ଜୁଏଲ ହେବେ ମନ୍ତ୍ରୀ, ପାଇଛନ୍ତି ଫୋନ୍ କଲ୍!

ଭୁବନେଶ୍ବର : ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ଏହା ସହିତ ସେ ତୃତୀୟ ଥର ପାଇଁ ଲଗାତାର ଭାବେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ମୋଦିଙ୍କ ସହିତ ତାଙ୍କ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ଶପଥ…

ରାଜନୀତି ଛାଡ଼ିଲେ ପାଣ୍ଡିଆନ୍‌, ବିଜେଡି କର୍ମୀଙ୍କୁ ହାତ ଯୋଡ଼ି ଭୁଲ୍‌ ମାଗିଲେ

ଭୁବନେଶ୍ବର : ବିଜେଡିର ଶୋଚନୀୟ ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କଲେ ଭି.କେ ପାଣ୍ଡିଆନ୍‌। ଆଜି ସୋଶାଲ୍‌ ମିଡ଼ିଆରେ ଭିଡିଓ ବାର୍ତ୍ତା ଜାରି କରି ବିଜେଡିରୁ ଅବସର ନେଉଥିବା ଘୋଷଣା କରିଛନ୍ତି। ଏଥିସହ ହାତ ଯୋଡ଼ି ବିଜେଡି କର୍ମକର୍ତ୍ତାଙ୍କୁ ଭୁଲ୍‌…

କେନ୍ଦୁଝର ବନଖଣ୍ଡରେ ଅଛନ୍ତି ୧୩୫ଟି ହାତୀ

କେନ୍ଦୁଝର: ରାଜ୍ୟରେ ହାତୀ ଗଣନା ଶେଷ ହୋଇଛି। ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୯୮ଟି ହାତୀ ରହିଥିବା ବେଳେ କେନ୍ଦୁଝର ବନଖଣ୍ଡରେ ୧୩୫ଟି ହାତୀ ରହିଥିବା ଜଣାପଡ଼ିଛି। ଏଥିରୁ ଛୋଟବଡ଼ ୨୮ଟି ଦନ୍ତା, ୫୮ଟି ମାଈ, ୨୮ଟି ଛୁଆ, ମଧ୍ୟବୟସ୍କ ମାଖନା ହାତୀ…

କମୁଛି ଜନସଂଖ୍ୟା, ଜାପାନ ସରକାର ଆରମ୍ଭ କଲେ ଡେଟିଂ ଆପ୍

ଟୋକିଓ : ଜାପାନରେ ଲୋକସଂଖ୍ୟା ଚିନ୍ତାଜନକଭାବେ ହ୍ରାସ ପାଇଚାଲିଛି । ଏହାର କାରଣ ହେଉଛି ଜନ୍ମହାରରେ ଦ୍ରୁତ ହ୍ରାସ । ଯୁବପୀଢି ବିବାହ ପାଇଁ ଆଗ୍ରହୀ ହେଉନଥିବାରୁ ଏପରି ହେଉଥିବା ଜଣାପଡ଼ିବା ପରେ ଜାପାନ ସରକାର ଏକ ଡେଟିଂ ଆପ୍ ଆରମ୍ଭ…

କୁଟ୍ଟେଙ୍କ ନିଲମ୍ବନ ହଟିଲା; ଆଶିଷ ସିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିଶ

ଭୁବେନଶ୍ବର : ସାଧାରଣ ନିର୍ବାଚନରେ ବିଜେଡି ସପକ୍ଷରେ କାର୍ଯ୍ୟକରି ନିଲମ୍ବିତ ହୋଇଥିବା ପ୍ରଭାବଶାଳୀ ଆଇପିଏସ ଡିଏସ୍‌ କୁଟ୍ଟେଙ୍କ ନିଲମ୍ବନକୁ ନିର୍ବାଚନ କମିଶନ ସର୍ତ୍ତମୂଳକ ଭାବେ ହଟାଇ ଦେଇଛନ୍ତି। ଏହାସହିତ ଆଇପିଏସ୍ ଆଶିଷ ସିଂଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ସଚିବଙ୍କୁ…

‘ମୋ ବସ’କୁ ପଛରୁ ଧକ୍କା ଦେଲା ଟ୍ରକ୍

କଟକ : ‘ମୋ ବସ୍‌’କୁ ପଛରୁ ଧକ୍କା ଦେଲା ଟ୍ରକ୍। ଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୬ ଜଣ ଆହତ ହୋଇଛନ୍ତି। କଟକ ପ୍ରତାପନଗରୀଠାରେ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ଆହତଙ୍କୁ ଉଦ୍ଧାର କରି କଟକ ବଡ଼ମେଡିକାଲରେ ଭର୍ତ୍ତି…

ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଲା ନାହିଁ ପାକିସ୍ତାନ

ଇସଲାମାବାଦ : ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ରବିବାର ସନ୍ଧ୍ୟାରେ ସେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ବିଜେପି ଏକାକୀ ସରକାର ଗଠନ କରିବାକୁ…