ଖଣ୍ଡପଡାରେ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ

ନୟାଗଡ: ଖଣ୍ଡପଡାରେ ଫୁଟିଲା ପଦ୍ମ । ଖଣ୍ଡପଡାରୁ ଜିତିଲେ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ୱାଇଁ । ବିଜେଡି ପ୍ରାର୍ଥୀ ସାବିତ୍ରୀ ପ୍ରଧାନକୁ ପରାସ୍ତ କରି ବିଜୟର ବାନା ଉଡେଇଛନ୍ତି ଦୁଷ୍ମନ୍ତ ସ୍ୱାଇଁ । ୭ ହଜାର ୧୨୦ ଭୋଟରେ ଜିତିଛନ୍ତି ଦୁଷ୍ମନ୍ତ…

ଚିତ୍ରକୋଣ୍ଡାରେ ବିଜୟୀ ହେଲେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ

ମାଲକାନଗିରି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଏହା ଭିତରେ ଚିତ୍ରକୋଣ୍ଡାର ବିଜୟ ହାସଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା । ୯ ହଜାର ୩୯୮ ଭୋଟରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଡମ୍ବରୁ ସିସାଙ୍କୁ…

ଦିଗପହଣ୍ଡିରେ ଜିତିଲେ ସିଦ୍ଧାନ୍ତ, ବଡଚଣାରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଅମର ନାୟକ

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ଗୃହ ଜିଲ୍ଲା ଗଂଜାମର ଦିଗପହଣ୍ଡିରେ ଦମ୍ ଦେଖାଇଲା ବିଜେପି। ବିଜେଡି ଗଡ଼ରେ ବିଜେପି ବିଜୟୀ ହୋଇଛି। ବିଜେଡିର ପ୍ରାର୍ଥୀ ତଥା ସ୍ବର୍ଗତଃ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ହରାଇ ସିଦ୍ଧାନ୍ତ ମହାପାତ୍ର ବିଜୟୀ…

ଏକାମ୍ର ଭୁବନେଶ୍ୱରରେ ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ

ଭୁବନେଶ୍ବର: ବାଜି ମାରିଲା ବିଜେପି । ଏକାମ୍ର ଭୁବନେଶ୍ୱରରେ ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ।ଚଳିତ ନିର୍ବାଚନରେ  ହାରି ଯାଇଛନ୍ତି ବିଜେଡିର ଅନେକ ହେଭି ୱେଟ୍ ନେତା। ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡାଙ୍କୁ ହରାଇ ବିଜୟୀ ହୋଇଛନ୍ତି ବାବୁ…

ହାରିଲେ ବିଜେପିର ଭେଟ୍‌ରାନ୍‌ ଦିଲ୍ଲୀପ ରାୟ

ହାରିଲି ବିଜେପିର ଭେଟ୍‌ରାନ୍‌ ଦିଲ୍ଲୀପ ରାୟ। ବିଜେଡିର ସାରଦା ନାୟକ ତାଙ୍କୁ ପରାସ୍ତ କରିଛନ୍ତି। ୫୬୨୧ ଖଣ୍ଡ ଭୋଟ୍‌ରେ ଦିଲ୍ଲୀପଙ୍କୁ ପରାସ୍ତ କରିଛନ୍ତି ସାରଦା ନାୟକ। ବିଜୟ ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିବା ବେଳେ ବିଜେପି କର୍ମୀଙ୍କ…

ମାଲକାନଗିରିରେ ବାଜିମାତ୍ କଲା ବିଜେପି

ମାଲକାନଗିରି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଏହାରି ଭିତରେ ମାଲକାନଗିରିରେ ବାଜିମାତ୍ କଲା ବିଜେପି । ମାଲକାନଗିରିରେ ଜିତିଲା ବିଜେପି । ମାଲକାନଗିରି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି। କଂଗ୍ରେସର…

ତାଜ୍‌ ଏକ୍ସପ୍ରେସ୍‌ରେ ଭୟାବହ ଅଗ୍ନିକାଣ୍ଡ

ଦିଲ୍ଲୀର ଓଖଲା ରେଳ ଷ୍ଟେସନରେ ତାଜ୍‌ ଏକ୍ସପ୍ରେସରେ ଲାଗିଛି ଭୟାବହ ନିଆଁ । କୁହାଯାଉଛି ଯେ ଯେତେବେଳେ ତାଜ୍‌ ଏକ୍ସପ୍ରେସ ଟ୍ରେନ (୨୨୮୦) ଓଖଲା-ତୁଗଲକାବାଦ ବ୍ଲକ ସେକ୍ସନରେ ପହଞ୍ଚିଥିଲା, ସେତେବେଳେ ଗୋଟିଏ କୋଚ୍‌ରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ସମ୍ପର୍କରେ…

ଭୋଟ ଗଣତି କେନ୍ଦ୍ରକୁ ନେଇ ହେବନାହିଁ ମୋବାଇଲ: ପୁଲିସ

ଭୁବନେଶ୍ୱର: ଆସନ୍ତାକାଲି ଭୋଟ ଗଣତି ପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ଓଡିଶା ପୁଲିସ | ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପର୍ଯ୍ୟନ୍ତ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛି…

ପୁରୀ ବାଣ ବିସ୍ଫୋରଣ ଘଟଣା; ସୁସ୍ଥ ହୋଇ ଫେରିଲେ ଆଉ ୨ଜଣ

ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଥିବା ବେଳେ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଜି ୨ଜଣଙ୍କୁ ଡିସଚାର୍ଜ କରାଯାଇଛି। ସେମାନେ ହେଲେ ନାବାଳକ ବଳରାମ ଦାସ ଓ ମନମୋହନ ବେହେରା (୨୪) ବର୍ଷ। ଏହି ଦୁଇ ଜଣଙ୍କୁ ମିଶାଇ ମୋଟ…

ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ | ଏ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ସମୟ ଆଗରୁ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ରାଜ୍ୟ କ୍ୟାବିନେଟ ବୈଠକ ହୋଇଥିଲା । ଆସନ୍ତାକାଲି…