କଳା ପାହାଡ଼ କିଏ ତାର ଉତ୍ତର ମୁଁ ଦେବି: ବାବୁ ସିଂ-ସମୀର ମହାନ୍ତିଙ୍କ ମନ୍ତବ୍ୟ ନେଇ ଆଶୋକ ପଣ୍ଡାଙ୍କ ଜବାବ୍
ଭୁବନେଶ୍ୱର : ଏକାମ୍ର ପ୍ରକଳ୍ପ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡ଼ି ମୁହାଁମୁହିଁ ହୋଇଛନ୍ତି। ପ୍ରକଳ୍ପର ସମୀକ୍ଷା ବିଧାୟକ ବାବୁ ସିଂ କରିଛନ୍ତି। ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ବିଧାୟକ ବାବୁ ସିଂ ଓ ବିଜେପିର ଏକ…
